ରକ୍ତଦାନରେ ସାମିଲ ହେଲା Need Wall ସଂଗଠନ

0 138

କରୋନା ଲଢେଇ ପାଇଁ ସାରା ଦେଶ ଲକ ଡାଉନ୍, ବଲାଙ୍ଗୀର ସମେତ ପଡୋଶୀ 4/5 ଜିଲ୍ଲା ଲୋକେ ଭୀମଭୋଇ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଉପରେ ନିର୍ଭର କରନ୍ତି, ଏବେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେଇଛି, Being Human ସଂଗଠନର 5ଜଣ ସଦସ୍ୟ ପ୍ରତିଦିନ ରକ୍ତ ଦାନ କରୁଥିବା ବେଳେ ଆଉ ଏକ ସଂଗଠନ Need Wall ଆଗକୁ ଆସିଛି, ବିରେନ୍ଦ୍ର କୁମାର ସାହୁ, ସୁଧାଂଶୁ ସାହୁ, ଡ ସୁଧାଂଶୁ ବେଦବାକ ,ସ୍ମାରକ ପଣ୍ଡା, ଅନିଲ ନନ୍ଦ, ତେଜସ୍ଵୀ ରଥ, ରୂପକ ବରାଳ, ଧର୍ମୀନ ମହାନନ୍ଦ ରକ୍ତ ଦାନ କରିଥିଲେ, ରାମ ନାରାୟଣ ଦାଶ, ,ରଂଜିତ ମିଶ୍ର ସହଯୋଗ କରିଥିଲେ

hiranchal ad1
Leave A Reply

Your email address will not be published.

10 − four =