ସଫେଇ କର୍ମଚାରୀଙ୍କୁ ପାରଳା ବିଧାୟକ ମାସ୍କ ଓ ସାନିଟାଇଜର ପ୍ରଦାନ କଲେ

0 137

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର 1 ନମ୍ବର ୱାଡ଼ରେ ରହୁଥିବା ସଫେଇ କର୍ମଚାରୀ କୋଲନୀକୁ ଯାଇ ପାରଳା ବିଧାୟକ କେ ନାରାୟଣ ରାଓ ମାସ୍କ ଓ ସାନିଟାଇଜର ସଫେଇ କର୍ମଚାରୀ, ସ୍ୱାସ୍ଥ୍ୟ ନିରୀକ୍ଷଣ,ଜାମଦାର ଓ ଡ୍ରାଇଭରଙ୍କୁ ପ୍ରଦାନ କରିଛନ୍ତି।ଏହି ଲକ ଡାଉନ ସମୟରେ କାର୍ଯ୍ୟରତ ସଫେଇ କର୍ମଚାରୀମାନେ ସହରକୁ ସଫା ରଖିବା ସହ ସମାଜ କିପରି ସୁସ୍ଥ ରହିବ ସେଥିପାଇଁ କାମ କରୁଥିବାରୁ ତାଙ୍କର ସେହି କାମକୁ ବିଧାୟକ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏହି କାର୍ଯ୍ୟକ୍ରମରେ ପି କ୍ରିଷ୍ଣ।, ନୃସିଂହ ଚରଣ ପଟ୍ଟନାୟକ ଓ ବହୁକର୍ମୀ ଉପସ୍ଥିତ ଥିଲେ।ପ୍ରକାଶ ଥାଉକି ପାରଳାଖେମୁଣ୍ଡି ସିଲେଇ ସଙ୍ଘର ସଭାପତି kovilikonda Vardha rajulu ମାସ୍କ ସିଲାଇ କରି ଦେଇ ଥିବାରୁ ତାଙ୍କୁ ସମସ୍ତଙ୍କ ତରଫରୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

hiranchal ad1
Leave A Reply

Your email address will not be published.

one × four =