ପୂର୍ବତନ ବିଧାୟକ ଭରତ ପାଇକଙ୍କୁ ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି

0 324

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବିଜୁ ଜନତା ଦଳ ଗଜପତି ଜିଲ୍ଲା କାର୍ଯ୍ୟାଳୟ ଠାରେ ପୂର୍ବତନ ବିଧାୟକ ଭରତ ପାଇକଙ୍କୁ ଶ୍ରଦ୍ଧାଞ୍ଜଳି ବିଜେଡି ପକ୍ଷରୁ ଦିଆଯାଇଅଛି ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ,ଯୁବ ବିଜେଡି ସଭାପତି S ଲିଙ୍ଗରାଜୁ, ବିଜେଡି ନଗର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ,ବରିଷ୍ଠ ବିଜେଡିନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ଆଇନଜୀବୀ ପି ପ୍ରସାଦ ରାଓ,ଆଇନଜୀବୀ ରାମନାଥ ମିଶ୍ର, VSNରାଜୁ ,ରାଧାକାନ୍ତ ଗୁରୁ ପ୍ରମୁଖ ଉପସ୍ଥିତ ରହି ଫୋଟଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶ୍ରୁତିଚାରଣ କରିଥିଲେ।

hiranchal ad1
Leave A Reply

Your email address will not be published.

3 + 10 =