ରାଜ୍ୟରେ ପୁଣି ୫ ନୂଆ ପଜିଟିଭ ଚିହ୍ନଟ, ସମସ୍ତେ ବାଲେଶ୍ୱରର

0 140

ଭୁବନେଶ୍ୱର : ଆଜି ପୁଣି ରାଜ୍ୟରେ ଆଉ ୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ୫ ପଜିଟିଭ ବାଲେଶ୍ୱର ଜିଲ୍ଲାର ବୋଲି ଉଲ୍ଲେଖ କରାଯାଇଛି । ବାଲେଶ୍ୱରରେ ଏ ପର୍ଯ୍ୟନ୍ତ ୮ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ନୂଆ ୫ ନୂଆ ପଜିଟିଭକୁ ମିଶାଇ ରାଜ୍ୟରେ ମୋଟ ୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୭୯ଜଣଙ୍କ ମଧ୍ୟରୁ ୨୪ଜଣଙ୍କ କୋଲକତା ଲିଙ୍କ୍ ରହିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

13 − nine =