ଦୁର୍ଘଟଣାରେ ଜଳିଗଲା ଟ୍ରକ୍

0 650

ଦଶପଲ୍ଲା : – ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ର ଦଶପଲ୍ଲା ନିକଟସ୍ଥ ଶାଳିଆଗୋଛା ଠାରେ ଆଜି ସଂଧ୍ୟା ୫ ଟା ୧୦ ମିନିଟ୍ ସମୟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପ୍ରାପ୍ତ ସୂଚନା ମୂତାବକ ଏକ ମାଲ୍ ବାହି ଟ୍ରକ୍ ଭାରସାମ୍ୟ ହରାଇ ଶାଳିଆଗୋଛା ଖଳଖଳା ନାଳ ମଧ୍ୟକୁ ଖସିପଡି ହୁତ୍ ହୁତ୍ ହୋଇ ଜଳି ଯାଇଛି ।

hiring
hiranchal ad1
Leave A Reply

Your email address will not be published.

17 + eighteen =