Browsing Tag

breaking news

୫୯ ବର୍ଷ ପରେ ତାମିଲନାଡୁରେ କଂଗ୍ରେସ କ୍ଷମତାକୁ ଫେରିଲା, ବିଜୟଙ୍କ କ୍ୟାବିନେଟରେ ଦୁଇ ବିଧାୟକ ମନ୍ତ୍ରୀ ହେଲେ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କ ନେତୃତ୍ୱରେ ତାମିଲନାଡୁ ଭେଟ୍ରି କାଝାଗମ (ଟିଭିକେ) ସରକାରଙ୍କ ପ୍ରଥମ କ୍ୟାବିନେଟ ବିସ୍ତାର ତାମିଲନାଡୁରେ ହୋଇଛି। ବିଜୟଙ୍କ ଟିଭିକେ ଦଳର ୨୧ ଜଣ ଏବଂ ସହଯୋଗୀ କଂଗ୍ରେସ ଦଳର ଦୁଇଜଣ ବିଧାୟକ ନୂତନ ସରକାରରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ
Read More...

ବୁଲା କୁକୁର ସମସ୍ୟାକୁ ନେଇ ବଡ଼ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୁଲା କୁକୁର ସମସ୍ୟାକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି । ସାର୍ବଜନିନ ସ୍ଥାନରୁ ହଟିବେ ବୁଲା କୁକୁର । ସୁପ୍ରିମକୋର୍ଟ କୁକୁର ପ୍ରେମୀଙ୍କ ଆବେଦନକୁ ଖାରଜ କରି ହସ୍ପିଟାଲ, ସ୍କୁଲ ଏବଂ ବସ୍ ଷ୍ଟେସନ ଭଳି ସାର୍ବଜନୀନ ସ୍ଥାନରୁ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ
Read More...

ଲଜ୍ଜାଜନକ ରେକର୍ଡର ଅଧିକାରୀ ହେଲେ ଏହି ସିଏସକେ ବୋଲର

ନୂଆଦିଲ୍ଲୀ; ଚଳିତ ଆଇପିଏଲରେ ବିଜୟଧାରାକୁ ଫେରିଥିବା ଚେନ୍ନାଇରେ ବ୍ରେକ୍ ଲାଗିଛି । ଲକ୍ଷ୍ନୌରେ ଅଟକିଲା ଚେନ୍ନାଇ ଏକ୍ସପ୍ରେସ୍ । ଏହି ମ୍ୟାଚରେ ଶସ୍ତା ସାବ୍ୟସ୍ୟ ହୋଇଥିଲେ ଅଂଶୁଲ କମ୍ବୋଜ । ଚେନ୍ନାଇ ସୁପର କିଙ୍ଗସର ଦ୍ରୁତ ବୋଲର ଅଂଶୁଲ କାମ୍ବୋଜ ଲକ୍ଷ୍ନୌ ବିପକ୍ଷରେ ମାତ୍ର ୨.୪ ଓଭରରେ
Read More...

ଇନ୍ଧନ ସଙ୍କଟ, ଅନ୍ଧାରରେ କ୍ୟୁବା; ଅଳିଆ ଜାଳି ଜନତା କଲେ ପ୍ରତିବାଦ

ନୂଆଦିଲ୍ଲୀ- ଦେଶ ବର୍ତ୍ତମାନ ଏକ ଶକ୍ତି ସଙ୍କଟର ସମ୍ମୁଖୀନ ହେଉଛି। ଶକ୍ତି ମନ୍ତ୍ରୀ ଭିସେଣ୍ଟେ ଡେ ଲା ଓ ଲେଭି ନିଶ୍ଚିତ କରିଛନ୍ତି ଯେ ଦେଶରେ ଇନ୍ଧନ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯାଇଛି।ପରିସ୍ଥିତି ଏତେ ଭୟଙ୍କର ଯେ ଡିଜେଲ ଏବଂ ଇନ୍ଧନ ଅଭାବ ଯୋଗୁଁ ଦେଶରେ ୨୨ ଘଣ୍ଟା ବିଦ୍ୟୁତ୍ ବିଭ୍ରାଟ
Read More...

“ମୁଁ ପରିସ୍ଥିତିକୁ ସମ୍ଭାଳି ପାରୁନାହିଁ…” ପଞ୍ଚମ କ୍ରମାଗତ ପରାଜୟ ପରେ ଅସହାୟ ଶ୍ରେୟସ ଆୟର

ନୂଆଦିଲ୍ଲୀ। ଆଇପିଏଲ୍ ୨୦୨୬ରେ ଏକଦା ସବୁଠାରୁ ଶକ୍ତିଶାଳୀ ଦଳ ଭାବରେ ବିବେଚିତ ପଞ୍ଜାବ କିଙ୍ଗସ୍ ଏବେ ଖରାପ ସ୍ଥିତିରେ ଗତି କରୁଛି। ଦଳ ଲଗାତାର ପଞ୍ଚମ ପରାଜୟ ବରଣ କରି ପ୍ଲେ ଅଫରୁ ବଞ୍ଚିତ ହେବା ଦ୍ବାରରେ ପହଞ୍ଚିଛି । ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ହାତରେ ଦଳର ପରାଜୟ ହୋଇଛି । ପଞ୍ଜାବ
Read More...

“ଆଉ କୌଣସି ଅନିୟମିତତା ହେବନି; ଆସନ୍ତା ବର୍ଷଠାରୁ NEET ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ” ଘୋଷଣା କଲେ…

ନୂଆଦିଲ୍ଲୀ: କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନିଟ୍‌ ପେପର ଲିକ୍ ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ସରକାରଙ୍କ ପ୍ରାଥମିକତା ହେଉଛି ଛାତ୍ରଛାତ୍ରୀଙ୍କ କଲ୍ୟାଣ। କିଛି ଲୋକ ସୋସିଆଲ ମିଡିଆରେ ଭ୍ରମ ସୃଷ୍ଟି କରୁଛନ୍ତି।
Read More...

ବାଣ କାରଖାନାରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ; ୩ ମୃତ, ଅନେକ ଆହତ

ନୂଆଦିଲ୍ଲୀ। ଗୁରୁବାର ଦିନ ମଧ୍ୟପ୍ରଦେଶର ଦେବାସରେ ଏବି ରୋଡରେ ଥିବା ଏକ ବାଣ କାରଖାନାରେ ଅଗ୍ନିକାଣ୍ଡରେ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ଲୋକଙ୍କ କହିବା ଅନୁଯାୟୀ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ମାଂସର ଖଣ୍ଡ ରାସ୍ତା ଉପରେ ଉଡ଼ିଥିଲା। କେତେକ ମୃତଦେହ
Read More...

ଭିଡି ସତୀଶନ୍ ହେବେ କେରଳମର ନୂତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ; ୧୦ ଦିନର ଛକାପଞ୍ଝା ଶେଷରେ ସମାପ୍ତ ହୋଇଛି । କଂଗ୍ରେସ ନେତା ଭିଡି ସତୀଶନ୍ କେରଳମର ନୂତନ ମୁଖ୍ୟମନ୍ତ୍ରୀ ହେବେ । ଦଳର ହାଇକମାଣ୍ଡ ଆନୁଷ୍ଠାନିକ ଭାବରେ ତାଙ୍କ ନାମ ଘୋଷଣା କରିଛନ୍ତି । କଂଗ୍ରେସ ନେତୃତ୍ୱ ଭିଡି ସତୀଶନଙ୍କ ଉପରେ ଆସ୍ଥା ପ୍ରକାଶ କରିଛନ୍ତି । ଯିଏ ଜଣେ ଦୃଢ଼
Read More...

ଭିଜିଲାନ୍ସ ଜାଲରେ ଭଦ୍ରକ କାଡ଼ା ଡିଭିଜନ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭଦ୍ରକ କାଡ଼ା ଡିଭିଜନ ଯନ୍ତ୍ରୀ ବିଜୟ ମହାନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଜୟଙ୍କ ଘରେ ଭିଜିଲାନ୍ସ ରେଡ୍। ଭଦ୍ରକ ଓ ବାଲେଶ୍ବର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି। ଭୁବନେଶ୍ବର, କେନ୍ଦୁଝର, ବାଲେଶ୍ବରରେ ରେଡ୍ ଚାଲିଛି। ବିଜୟଙ୍କ
Read More...