Browsing Tag

breaking news

ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ. ରଙ୍ଗାସାମୀ

ନୂଆଦିଲ୍ଲୀ: ବୁଧବାର ପୁଡୁଚେରୀର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଏନ. ରଙ୍ଗାସାମୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ, ଲେଫ୍ଟନାଣ୍ଟ ରାଜ୍ୟପାଳ କେ. କୈଳାସନାଥନ୍ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ ଉତ୍ସବରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଉପସ୍ଥିତ
Read More...

ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍, କାଚ ଭାଙ୍ଗିଦେଲେ ଉତ୍ତ୍ୟକ୍ତ ଲୋକେ

ଭୁବନେଶ୍ଵର: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍। ଆଜି ଜୟଦେବବିହାର ଏବଂ ଆଚାର୍ଯ୍ୟ ବିହାର ମଧ୍ୟରେ ଜଣେ ବାଇକ୍ ଆରୋହୀଙ୍କୁ ପଛରୁ ଧକ୍କା ଦେଇଛି।  ଦୁର୍ଘଟଣାରେ ବାଇକ୍ ଆରୋହୀ ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। 
Read More...

ସୁନା ଦର ଆକାଶ ଛୁଆଁ, ଟପିବ ୨ ଲକ୍ଷ

ନୂଆଦିଲ୍ଲୀ: ଆମଦାନୀ ଶୁଳ୍କ ବୃଦ୍ଧି ପରେ ଦେଶରେ ହାଇଜମ୍ପ୍‌ ମାରିଲା ସୁନା ଦର। ଆଜି ଆପଣମାନେ ସୁନା କିଣିବାକୁ ଯୋଜନା କରୁଛନ୍ତି କି, ତାହାଲେ ଜାଣି ରଖନ୍ତୁ ଆଜି କେତେ ରହିଛି ଦର। ଆଜି୨୪ କ୍ୟାରେଟ୍‌ ସୁନାଦର ଏକାଥରକେ ୧୩,୯୧୦ ଟଙ୍କା ବୃଦ୍ଧି ଘଟିଛି। ୨୪ କ୍ୟାରେଟ୍ ସୁନାଦର ୧ଲକ୍ଷ ୬୭
Read More...

ଆସ୍ଥା ଭୋଟରେ ଜିତିଲେ ମୁଖ୍ୟମନ୍ତ୍ରୀ ବିଜୟ, ମିଳିଲା ଏତିକି ବିଧାୟକଙ୍କ ସମର୍ଥନ

ଚେନ୍ନାଇ- ତାମିଲଗା ଭେଟ୍ଟ୍ରି କାଝାଗମ (ଟିଭିକେ) ସରକାର ବୁଧବାର ଦିନ ତାମିଲନାଡୁ ବିଧାନସଭାରେ ଆସ୍ଥା ଭୋଟ ସମୟରେ ବହୁମତ ଅଙ୍କ ଅତିକ୍ରମ କରି ଏକ ପାଖିଆ ବିଜୟୀ ହୋଇଛନ୍ତି। ୧୪୪ ବିଧାୟକ ବିଜୟଙ୍କ ସପକ୍ଷରେ ଭୋଟ ଦେଇଛନ୍ତି। କଂଗ୍ରେସ, ସିପିଆଇ(ଏମ୍), ଭିସିକେ ଏବଂ ଇଣ୍ଡିଆନ୍ ୟୁନିଅନ୍
Read More...

ଶିକାରୀଙ୍କ ଫାଶରେ ଫସିଲା ବାଘ, ଗଲା ଜୀବନ

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ରେଞ୍ଜ ଅଧୀନ କାଠଗୋଛି ଜଙ୍ଗଲରେ ଏକ କଲରାପତରିଆ ବାଘ ଶିକାରୀଙ୍କ ଫାଶରେ ପଡ଼ି ଯାଇଛି।ସୋମବାର ବିଳମ୍ବିତ ରାତିରେ ବାଘଟି ନିକଟସ୍ଥ କୁଲଡିହା ଅଭୟାରଣ୍ୟରୁ ପଳାଇ ଆସି ନୀଳଗିରି ରେଞ୍ଜରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଆଜି ସକାଳେ ବାଘ ଗର୍ଜନ
Read More...

Rain Alert For Odisha: ସୃଷ୍ଟି ହେଲା ଲଘୁଚାପ,ବଢିଲା ବାତ୍ୟା ଆଶଙ୍କା !

ଗତ କିଛିଦିନ ହୋଇଯିବ ରାଜ୍ୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ମେ ମାସ ବାତ୍ୟା ପାଇଁ ପାଗ ଅନୂକୂଳ ହୋଇଥିବାରୁ ବାତ୍ୟା ଆଶଙ୍କାକୁ ମଧ୍ୟ ଟାଳି ହେଉନାହିଁ । କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି ।
Read More...

ରୋହିତଙ୍କ ପରେ ଦିନିକିଆ ଅଧିନାୟକ କିଏ ? ଏହି ଖେଳାଳି ସବୁଠୁ ଆଗରେ

ନୂଆଦିଲ୍ଲୀ: ୨୦୨୪ ଟି-୨୦ ବିଶ୍ୱକପ୍ ଜିତିବା ପରେ ରୋହିତ ଶର୍ମା ଏହି ଫର୍ମାଟରୁ ଅବସର ଘୋଷଣା କରିଥିଲେ। ଏହା ପରେ, ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ, ସେ ଟେଷ୍ଟକୁ ମଧ୍ୟ ଅଲବିଦା କହିଥିଲେ। ଏପରି ପରିସ୍ଥିତିରେ, ଶୁଭମନ ଗିଲଙ୍କୁ ଟେଷ୍ଟ ଦଳର ନେତୃତ୍ୱ
Read More...

ସୂଚନା ଅଧିକାର କର୍ମୀଙ୍କ ଦ୍ବାରା ପ୍ରଶିକ୍ଷଣ ଶିବିର ଆୟୋଜିତ

କଟକ ଜିଲ୍ଲାର ଚୌଦ୍ୱାର ଅନ୍ତର୍ଗତ ମୁଣ୍ଡମାଳ ଅଞ୍ଚଳରେ ଥିବା ଝୋଟେଶ୍ୱର ମନ୍ଦିର ପରିସରରେ ଏକ ସୂଚନା ଅଧିକାର ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ରାଜ୍ୟସ୍ତରୀୟ ଅତିଥିମାନେ ଯୋଗଦେଇ ସୂଚନା ଅଧିକାର ଆଇନ ବିଷୟରେ ମତ ଦେଇଥିଲେ । ଚୌଦ୍ୱାର ମୁଣ୍ଡମାଳ ଅଞ୍ଚଳରେ ଅବସ୍ଥିତ ଝୋଟେଶ୍ୱର
Read More...

ଗଜପତିରେ ଜିଲ୍ଲାସ୍ତରୀୟ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

ଗଜପତି (ହୀ.ପ୍ର.) ଗଜପତିରେ ଜିଲ୍ଲାସ୍ତରୀୟ ୧୯ତମ ଜାତୀୟ ପରିସଂଖ୍ୟାନ ଦିବସ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଦିବସରେ ସମ୍ମାନିତ ଅତିଥି ଭାବରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡା, ବ୍ରହ୍ମପୁର
Read More...

ଗଜପତି ଜିଲ୍ଲା ଭିଜନ ଡକ୍ୟୁମେଣ୍ଟ ୨୦୩୬, ନାଗରିକ ମଞ୍ଚର ଆଲୋଚନା ଚକ୍ର

ଗଜପତି (ହୀପ୍ର) : ଗଜପତି ଜିଲ୍ଲା ନାଗରିକ ମଞ୍ଚ ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶାରଳା ଦେବ ପଟ୍ଟନାୟକ, ଅଶ୍ୱିନୀ କୁମାର ପାଢୀ, ଉପାନ୍ତ
Read More...