Browsing Tag

cricket

ଧୋନି ଓ ରସେଲଙ୍କୁ ପଛରେ ପକାଇଲେ ବୈଭବ, ଏବେ କ୍ରିସ ଗେଲଙ୍କ ‘ମହାନ ରେକର୍ଡ’ ଉପରେ ନଜର

ନୂଆଦିଲ୍ଲୀ-ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ ୨୦୨୬) ରେ ପ୍ରତିବର୍ଷ ନୂଆ ତାରକା ଉଭା ହୁଅନ୍ତି, କିନ୍ତୁ ରାଜସ୍ଥାନ ରୟାଲ୍ସ (ଆରଆର) ର ୧୫ ବର୍ଷୀୟ ସେନସେସନ୍ ବୈଭବ ସୂର୍ଯ୍ୟବଂଶୀ ଏହି ସିଜନରେ ଯାହା ହାସଲ କରିଛନ୍ତି ତାହା ଅବିଶ୍ୱସନୀୟ। ଏହି ବାମହାତୀ ବ୍ୟାଟସମ୍ୟାନ, ଯିଏ ତାଙ୍କର
Read More...

WTC ପଏଣ୍ଟ ଟେବୁଲରେ ହଇଚଇ ସୃଷ୍ଟି କଲା ବାଂଲାଦେଶ, ଜାଣନ୍ତୁ ଭାରତର ସ୍ଥିତି

ନୂଆଦିଲ୍ଲୀ: ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ପାକିସ୍ତାନକୁ 2-0 ରେ ପରାସ୍ତ କରି ବାଂଲାଦେଶ ଇତିହାସ ସୃଷ୍ଟି କରିଛି। ଏହା ପ୍ରଥମ ଥର ଯେ ବାଂଲାଦେଶ ନିଜ ଘରେ ପାକିସ୍ତାନକୁ କ୍ଲିନ୍ ସୁଇପ୍ କରିଛି । 437ର ଏକ ବିଶାଳ ଟାର୍ଗେଟର ପିଛା କରି ପାକିସ୍ତାନ 358 ରନରେ ଅଲଆଉଟ୍ ହୋଇ 78 ରନରେ
Read More...

ଲଜ୍ଜାଜନକ ରେକର୍ଡର ଅଧିକାରୀ ହେଲେ ଏହି ସିଏସକେ ବୋଲର

ନୂଆଦିଲ୍ଲୀ; ଚଳିତ ଆଇପିଏଲରେ ବିଜୟଧାରାକୁ ଫେରିଥିବା ଚେନ୍ନାଇରେ ବ୍ରେକ୍ ଲାଗିଛି । ଲକ୍ଷ୍ନୌରେ ଅଟକିଲା ଚେନ୍ନାଇ ଏକ୍ସପ୍ରେସ୍ । ଏହି ମ୍ୟାଚରେ ଶସ୍ତା ସାବ୍ୟସ୍ୟ ହୋଇଥିଲେ ଅଂଶୁଲ କମ୍ବୋଜ । ଚେନ୍ନାଇ ସୁପର କିଙ୍ଗସର ଦ୍ରୁତ ବୋଲର ଅଂଶୁଲ କାମ୍ବୋଜ ଲକ୍ଷ୍ନୌ ବିପକ୍ଷରେ ମାତ୍ର ୨.୪ ଓଭରରେ
Read More...

“ମୁଁ ପରିସ୍ଥିତିକୁ ସମ୍ଭାଳି ପାରୁନାହିଁ…” ପଞ୍ଚମ କ୍ରମାଗତ ପରାଜୟ ପରେ ଅସହାୟ ଶ୍ରେୟସ ଆୟର

ନୂଆଦିଲ୍ଲୀ। ଆଇପିଏଲ୍ ୨୦୨୬ରେ ଏକଦା ସବୁଠାରୁ ଶକ୍ତିଶାଳୀ ଦଳ ଭାବରେ ବିବେଚିତ ପଞ୍ଜାବ କିଙ୍ଗସ୍ ଏବେ ଖରାପ ସ୍ଥିତିରେ ଗତି କରୁଛି। ଦଳ ଲଗାତାର ପଞ୍ଚମ ପରାଜୟ ବରଣ କରି ପ୍ଲେ ଅଫରୁ ବଞ୍ଚିତ ହେବା ଦ୍ବାରରେ ପହଞ୍ଚିଛି । ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ହାତରେ ଦଳର ପରାଜୟ ହୋଇଛି । ପଞ୍ଜାବ
Read More...

ଆଫ୍ରିକାରେ ଟେଷ୍ଟ ସିରିଜ ଜିତିପାରିବ ଭାରତ : ଗାଙ୍ଗୁଲି

କୋଲକତା : ଟିମ୍‌ ଇଣ୍ଡିଆ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ କୌଣସି ଟେଷ୍ଟ ସିରିଜ୍‌ ଜିତି ନାହିଁ, କିନ୍ତୁ କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ର ସଭାପତି ସୌରଭ ଗାଙ୍ଗୁଲି ଅନୁଭବ କରୁଛନ୍ତି ଯେ ଦଳ ଏଥର ଏହି ପରମ୍ପରା ଭାଙ୍ଗିପାରେ । ଗାଙ୍ଗୁଲି ଅନୁଭବ କରିଛନ୍ତି ଯେ ଏଥର
Read More...