Monthly Archives

April 2020

ପ୍ରଶାସନ ପାଇଁ ଗଣମାଧ୍ୟମ ହଠାତ ଅବାଂଛିତ କାହିଁକି ?

ସମ୍ବଲପୁର : ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଯାଇ ରାଜ୍ୟ ସରକାରଙ୍କ ସମସ୍ତ ସଫଳତା ଓ ଗୁଣଗାରିମା ବଖାଣିବା ପାଇଁ ଗଣମାଧ୍ୟମକୁ ବ୍ୟବହାର କରାଗଲା ତ ହଠାତ ଆଜି ସେହି ଗଣମାଧ୍ୟମକୁ ଅବା’ିତ କାହିଁକି କରିଦିଆଯାଇଛି କିଛି
Read More...

ଗଜପତି ଜିଲ୍ଲା ମହିଳା ସ୍ବେଚ୍ଛାସେବୀ ସଙ୍ଗଠନ ତରଫରୁ ମାସ୍କ ଓ ସାନିଟାଇଜର ବଣ୍ଟନ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଏକ ନମ୍ବର ୱାଡ଼ରେ ରହୁଥିବା ସଫେଇ କର୍ମଚାରୀ ମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିବା ସହ ସେମାନଙ୍କୁ ଫୁଲ ମାଳ ଦେଇ ସଂମ୍ମାନୀତ କରିଥିଲେ । କରୋନା ଖାତିର ନ କରି ଯୋଦ୍ଧା ଭାବେ କାମ କରି ସଫେଇ କର୍ମଚାରୀ ମାନେ ନିଜର କର୍ତ୍ତବ୍ୟ
Read More...

ଓଡିଶା ଫେରନ୍ତାଙ୍କ ପାଇଁ କାଲିଠୁ ପଞ୍ଜିକରଣ ହେବ ଆରମ୍ଭ

ଭୁବନେଶ୍ୱର : ଆସନ୍ତାକାଲିଠାରୁ ଓଡିଶା ଫେରନ୍ତାଙ୍କ ପାଇଁ ଅନଲାଇନ ପୋର୍ଟାଲର ପଞ୍ଜିକରଣ ଆରମ୍ଭ ହେବ । ଏହି ସରକାରୀ ପୋର୍ଟାଲ ବ୍ୟବହାର କରି ଓଡିଶା ବାହାରେ ରହୁଥିବା ପ୍ରବାସୀ ଓଡିଆମାନେ ପଞ୍ଜିକରଣ କରିବେ । କିମ୍ବା ପ୍ରବାସୀମାନଙ୍କ ଆତ୍ମୀୟମାନେ ଓଡିଶାରେ ଥାଇ ମଧ୍ୟ ପଞ୍ଜିକରଣ କରିପାରିବେ
Read More...

ଗୁରୁବାର ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତି କାହିଁକି, ଜାଣନ୍ତୁ

ଆପଣ ଅନେକ ସମୟରେ ଲୋକଙ୍କଠାରୁ ଶୁଣିବାକୁ ପାଇଥିବେ ଯେ, ଗୁରୁବାର ଦିନ ହଳଦିଅ । ରଙ୍ଗର ପୋଷାକ ପରିଧାନ କରିବା ଉଚିତ୍ । କିନ୍ତୁ କ'ଣ ଆପଣ ଜାଣିଛନ୍ତି, ଏହି ରଙ୍ଗର ପୋଷାକ ଗୁରୁବାର ଦିନ କାହିଁକି ପିନ୍ଧାଯାଏ?ଖୁବ୍ କମ୍ ଲୋକ ଜାଣିଥିବେ ଯେ, ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନକୁ ଅଲଗା ଅଲଗା
Read More...

ଯେଉଁଠି ୫ ଦିନ ପର୍ଯ୍ୟନ୍ତ ମହିଳା ପିନ୍ଧନ୍ତି ନାହିଁ ପୋଷାକ

ହିମାଚଳ ପ୍ରଦେଶର କୁଲ୍ଲୁରେ ଦେଖିବାକୁ ମିଳେ ଏକ ଅଜବ ପରମ୍ପରା । ମଣିକର୍ନିକା ଘାଟି ନିକଟରେ ଥିବା ଏକ ଗାଁ ପାଣି । ଏଠାରେ ପତ୍ନୀ-ପତି ପରସ୍ପର ମଧ୍ୟରେ ୫ ଦିନ ପର୍ଯ୍ୟନ୍ତ କଥା ହୁଅନ୍ତି ନାହିଁ । ଏହି ୫ ଦିନ ମହିଳାମାନେ ବସ୍ତ୍ର ପରିଧାନ କରନ୍ତି ନାହିଁ । ଏହି ସମୟରେ ମହିଳାମାନେ ହାତବୁଣା
Read More...

ବାରହା ଆକ୍ରମଣରେ ଯୁବକ ଗୁରୁତର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ମାଦାଗୁଡା ଗାଁ ରେ ଅଭାବନୀୟ ଘଟଣା । କାଜୁ ବଗିଚାରୁ କାମସାରି ଫେରିବା ବାଟରେ ବାରହା ଆକ୍ରମଣରେ ଯୁବକ ଗୁରୁତର । ସୂଚନା ପ୍ରକାରେ ମାଦାଗୁଡା ଗ୍ରାମର ରବି ମଲ୍ଲିକ ନାମକ ଜଣେ ଯୁବକ ନିକଟସ୍ଥ କାଜୁ ବଗିଚାରେ ବଗିଚା କାମସାରି ଫେରିବା ସମୟରେ ଏକ
Read More...

ଜିଲ୍ଲା ସ୍କାଉଟ ଓ ଗାଇଡ଼ ପକ୍ଷରୁ କୋରନା ସଚେତନତା

ଗଜପତି ଜିଲ୍ଲା ସ୍କାଉଟ ଓ ଗାଇଡ଼ ପକ୍ଷରୁ ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ମାସ୍କ ବଣ୍ଟନ ଓ ପରିଛନ୍ନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଠାରୁ ଏହି ମାସ୍କ ବଣ୍ଟନ ଓ ପରିଛନ୍ନତା କାର୍ଯ୍ୟ ଜିଲ୍ଲାର ସ୍କ।ଉଟ ଓ ଗାଇଡ଼ ତରଫରୁ ଆରମ୍ଭ
Read More...

ଏଲ୍‌ଡିଏମ ଓ ପ୍ରଶାସନର ସ୍ୱତନ୍ତ୍ର ସମନ୍ୱୟ ବୈଠକ : ଚାଷୀଙ୍କୁ ଅଧିକରୁ ଅଧିକ ଋଣ ଯୋଗାଣ ଉପରେ ଗୁରୁତ୍ୱାରୋପ

ଭଦ୍ରକ : ନାମମାତ୍ର ଚାଷୀ, କ୍ଷୁଦ୍ର ଚାଷୀ, ଛତୁ, କୁକୁଡା ପାଳନ, ପଶୁପାଳନ ଆଦିଙ୍କ ନିମନ୍ତେ ସ୍ୱଳ୍ପକାଳୀନ ଋଣ ଯୋଗାଣ ନେଇ ଲିଡ ବ୍ୟାଙ୍କ ଓ ଜିଲ୍ଲା ପ୍ରଶାସନର ଲାଇନ ଡିପାର୍ଟମେଣ୍ଟର ଏକ ସମନ୍ୱୟ ବୈଠକ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ
Read More...

ନିଖୋଜ ବିଧବା ମହିଳା ନିର୍ମଳାଙ୍କ ସନ୍ଧାନ ମିଳିଲା : ୭୨ ଦିନ ପରେ ମାଟିତଳୁ ଉଦ୍ଧାର ହେଲା ହାଡ କଙ୍କାଳ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା କୁମ୍ଭାରୀଗାଁ ପଂଚାୟତ ଅନ୍ତର୍ଗତ ଗୋବରକୁଟୀ ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ ଘଟଣା ପଦାକୁ ଆସିଛି । ଗୋବରକୁଟୀ ଗ୍ରାମ ନିକଟ ଏକ ଜଙ୍ଗଲରେ ମାଟିତଳେ ପୋତା ଯାଇଥିବା ଏକ ମରଶରୀରର ହାଡ କଙ୍କାଳ ଉଦ୍ଧାର କରିଛି ପୋଲିସ୍ । ସୂଚନା ପ୍ରକାରେ
Read More...

ଆମ ପଞ୍ଚାୟତକୁ କରୋନା ମନା

ଭଦ୍ରକ: କୋଭିଡ-୧୯କୁ ନେଇ ସବୁଠି ଆତଙ୍କ । ମହାମାରୀ କରୋନା ଭୂତାଣୁ ବିରୋଧରେ ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତୀୟ ଏକ ହୋଇ ଲଢ଼େଇ ଜାରୀ ରଖିଛନ୍ତି । ଏଥିରୁ ବାଦ ପଡ଼ିନି ଭଦ୍ରକ ବ୍ଲକ୍‌ର କେଦାରପୁର ପଞ୍ଚାୟତ । ପୌରାଞ୍ଚଳ ଠାରୁ ମାତ୍ର ୬କିମି ଦୂରରେ ଅବସ୍ଥିତ ଏହି ପଞ୍ଚାୟତରେ
Read More...