Monthly Archives

April 2020

କ୍ୱାରେଣ୍ଟାଇନ କେନ୍ଦ୍ରରୁ ଖସି ପଳାଇଲେ ୪ ଯୁବକ

ନୂଆଦିଲ୍ଲୀ : ଦିଲ୍ଲୀର ଉତ୍ତରାଞ୍ଚଳରେ ଥିବା କ୍ୱାରେଣ୍ଟାଇନ କେନ୍ଦ୍ରରୁ ୪ଜଣ ଯୁବକ ଖସି ପଳାଇଛନ୍ତି । ସିଭିଲ୍ସ ଲାଇନ ଥାନାଂଚଳରେ ଥିବା ଏକ ସ୍କୁଲ ଘରକୁ କ୍ୱାରେଣ୍ଟାଇନ କେନ୍ଦ୍ର କରାଯାଇଥିଲା । ସେଠାରେ ଗତ ମାର୍ଚ୍ଚ ଶେଷ ଭାଗରେ ଏହି ୪ ଯୁବକଙ୍କୁ ଭର୍ତ୍ତି କରାଯାଇଥିଲା । ସେମାନେ ବିହାର,
Read More...

ଜେଲ୍ ଭ୍ୟାନ୍ ହେଲା ଟେଷ୍ଟିଂ ଲାବ୍

ନୂଆଦିଲ୍ଲୀ : କରୋନା ଭାଇରସ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ଟେଷ୍ଟିଂ ଲାବୋରେଟୋରୀ ପାଇଁ ଏବେ ଭିତ୍ତିଭୂମିର ଅଭାବ ଦେଖା ଦେଇଛି । ଏହି କାରଣରୁ କେତେକ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉଛି । ବିଶେଷକରି ମହାରାଷ୍ଟ୍ର ଓ ଦିଲ୍ଲୀରେ ସଂକ୍ରମଣ ସମସ୍ୟା ଅତି ଗୁରୁତର ହୋଇପଡିଥିବାରୁ ଏହି
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ପାରାଦ୍ୱୀପ କୋଭିଡ-୧୯ ହସ୍ପିଟାଲ

ପାରାଦ୍ୱୀପ: ପାରାଦ୍ୱୀପରେ ଆଜିଠାରୁ କୋଭିଡ ହସ୍ପିଟାଲ ଆରମ୍ଭ ହୋଇଛି । ପାରାଦ୍ୱୀପ ବିଜୁ ଯାତ୍ରୀ ନିବାସରେ ହୋଇଥିବା ଏହି ଗୋଭିଡ ହସ୍ପିଟାଲ ପାରାଦ୍ୱାପ ବନ୍ଦର, ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ତ୍ରିପାକ୍ଷିକ ଚୁକ୍ତି ଅନୁସାରେ କରାଯାଇଛି । ଏହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ
Read More...

କରୋନା ରୋଗୀ ସଂଖ୍ୟା ୭୪କୁ ବୃଦ୍ଧି ଗୋଟିଏ ଦିନରେ ଚିହ୍ନଟ ହେଲେ ୧୩

ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ସକାଳେ ୭ଟି କରୋନା ପଜିଟିଭ୍ ସଂପର୍କରେ ସୂଚନା ଦିଆଯାଇଥିଲା । ଫଳରେ ଆଜି ଗୋଟିଏ ଦିନରେ ୧୩ କରୋନା ରୋଗୀ ରାଜ୍ୟରେ ଚିହ୍ନଟ ହୋଇଥିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରାଜ୍ୟରେ ମୋଟ କରୋନା ରୋଗୀଙ୍କ
Read More...

ମିଅାଁଦାଦଙ୍କ ବକ୍ତବ୍ୟ ମୋ ବାପାଙ୍କୁ ବହୁତ ଆଘାତ ଦେଇଥିଲା

ନୂଆଦିଲ୍ଲୀ: ୨୦୦୩-୦୪ରେ ଭାରତର ପାକିସ୍ତାନ ଗସ୍ତ ବେଳେ ତକôାଳୀନ ପାକିସ୍ତାନ କୋଚ୍ ଜାଭେଦ୍ ମିଅାଁଦାଦ୍ ଭାରତୀୟ ପେସର ଇର୍ଫାନ୍ ପଠାନଙ୍କୁ ଦେଇଥିବା ବକ୍ତବ୍ୟରେ ଇର୍ଫାନ୍ଙ୍କ ବାପାଙ୍କୁ ବହୁତ ଆଘାତ ଦେବା ସହ କ୍ରୋଧାନ୍ୱିତ କରିଥିଲା । ମିଅାଁଦାଦ୍ ଇର୍ଫାନ୍ଙ୍କୁ ଇଙ୍ଗିତ କରି କହିଥିଲେ ଯେ,
Read More...

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ଲକ୍ଷ ଟଙ୍କା ପ୍ରଦାନ କଲେ ଆକାଶ ପାଠକ

ଭୁବନେଶ୍ୱର: ଓଡିଶାରେ କୋଭିଡ୍-୧୯ର ମୁକାବିଲା କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପୁନେଠାରେ ଥିବା ଟାଟାମୋଟର୍ସର ପାସେଞ୍ଜର ଡିଭିଜନର ଭାରପ୍ରାପ୍ତ ମ୍ୟାନେଜିଂ ଡାଇରେକ୍ଟର ଆକାଶ କୁମାର ପାଠକ ୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ସେ ହେଉଛନ୍ତି ବୌଦ୍ଧଜିଲ୍ଲାରେ
Read More...

ଭଦ୍ରକ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ଯାଜପୁରର ୬ଜଣ !

ଭୁବନେଶ୍ୱର, : ଭଦ୍ରକରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯାଜପୁର ସଠିପୁର ଅଞ୍ଚଳର ୬ଜଣ ଆସିଛନ୍ତି । ଏ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଳାପାଳ ରଂଜନ ଦାସ । ସେ କହିଛନ୍ତି ଯେ, ଗତ ୨୯ ତାରିଖରେ କୋଲକାତାର ବଡ଼ବଜାର ଅଞ୍ଚଳରୁ ଏକ କାର୍‌ରେ ୭ଜଣ ବ୍ୟକ୍ତି ଓଡ଼ିଶା ଆସିଥିଲେ ।
Read More...

ଲକ୍‌ଡାଉନ୍ ନିୟମ ଭାଙ୍ଗି ହରଡ଼ଘଣାରେ ବଡ଼ଚଣା ଆଇଆଇସି

ଭୁବନେଶ୍ୱର : ଲକ୍‌ଡାଉନ୍ ବେଳେ ସପରିବାର ମାସେ ତଳେ ଚୋରି ହୋଇଥିବା ଏକ ସ୍କର୍ପିଓ ଗାଡ଼ିରେ ଶ୍ରୀମନ୍ଦିର ଦର୍ଶନରେ ଆସି ବଡ଼ଚଣା ଆଇଆଇସି ଦୀପକ ଜେନା ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି । ଦକ୍ଷିଣ ଦ୍ୱାରରେ ନିୟୋଜିତ ପୁଲିସଙ୍କୁ ହୁରୁଡେଇ, କ୍ଷମତାର ଅପବ୍ୟବହାର କରି ସେ ଶ୍ରୀମନ୍ଦିର ଭିତରକୁ
Read More...

ନୂଆ ୭ ପଜିଟିଭ୍‌ଙ୍କ ବିବରଣୀ ଦେଲେ ସରକାର

ଭୁବନେଶ୍ୱର : ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ଚିହ୍ନଟ ହୋଇଥିବା ୭ ନୂଆ ପଜିଟିଭ୍‌ଙ୍କ ବିବରଣୀ ଦିଆଯାଇଛି । ବିବରଣୀ ଅନୁଯାୟୀ କରୋନା ରୋଗୀ ସଂଖ୍ୟା ୬୨,୬୩, ୬୪,୬୫ ଓ ୬୬ ଭଦ୍ରକ ଅଞ୍ଚଳର । ସେମାନେ ସମସ୍ତେ ପୁରୁଷ । ସେମାନଙ୍କର ବୟସ ଯଥାକ୍ରମେ ୪୮ ବର୍ଷ, ୫୫ ବର୍ଷ, ୫୭
Read More...

କାଳବୈଶାଖା ସମ୍ଭାବନା ଜାରିହେଲା ଅରେଞ୍ଜ୍ ୱାର୍ଣ୍ଣିଂ

ଭୁବନେଶ୍ୱର : ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଦେଖାଯାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ ୪୫ରୁ ୫୫ କିମି ବେଗରେ ପବନ ବୋହିବା ସହିତ ଝଡ଼ତୋଫାନ ସ୍ଥିତି ସୃଷ୍ଟି ହେବ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ
Read More...