Monthly Archives

April 2020

ବିସିସିଆଇର ଉପସଭାପତି ପଦ ଛାଡ଼ିଲେ ମହିମ ବର୍ମା

ନୂଆଦିଲ୍ଲୀ : ଜଣେ ବ୍ୟକ୍ତି ଦୁଇ ଦୁଇଟି ପଦପଦବୀ ନିୟମ ବିରୁଦ୍ଧ । ଏହାକୁ ନଜରରେ ରଖି ବିସିସିଆଇର ଉପସଭାପତି ମହିମ ବର୍ମା ତାଙ୍କ ପଦ ଛାଡ଼ିଛନ୍ତି । ସେ ବର୍ତ୍ତମାନ ମଧ୍ୟ ଉତ୍ତରାଖଣ୍ଡ କ୍ରିକେଟ ସଂଘର ସଚିବ ଦାୟିତ୍ୱରେ ରହିଛନ୍ତି । ବର୍ମା କହିଛନ୍ତି ଯେ, ମୋତେ ନିଜ ରାଜ୍ୟର କ୍ରିକେଟ୍ ସଂଘ
Read More...

ଲକଡାଉନ ପ୍ରଭାବ : କଞ୍ଚାମାଲ ମିଲୁନଥିବାରୁ ଅସୁବିଧାରେ ବୁଣାକାର ପରିବାର

ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ଯୁବା ପଞ୍ଚାୟତ ଅଧିନସ୍ଥ ଖଲିପଥର ଗ୍ରାମରେ ବସବାସ କରୁଥିବା ୧୦୦ରୁ ଉର୍ଦ୍ଧ୍ୱ ବୁଣାକାର ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶ୍ୱବ୍ୟାପୀ ମହାମାରୀ କରୋନା ପାଇଁ ସାରା ବିଶ୍ୱ କରୋନା ମୁକାବିଲା ପାଇଁ ଲକଡାଉନ
Read More...

ପୂର୍ବତନ ବିଧାୟକ ଭରତ ପାଇକଙ୍କୁ ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବିଜୁ ଜନତା ଦଳ ଗଜପତି ଜିଲ୍ଲା କାର୍ଯ୍ୟାଳୟ ଠାରେ ପୂର୍ବତନ ବିଧାୟକ ଭରତ ପାଇକଙ୍କୁ ଶ୍ରଦ୍ଧାଞ୍ଜଳି ବିଜେଡି ପକ୍ଷରୁ ଦିଆଯାଇଅଛି ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ,ଯୁବ ବିଜେଡି ସଭାପତି S ଲିଙ୍ଗରାଜୁ, ବିଜେଡି
Read More...

ପରିବା ବଜାରରେ ଗହଳି କମିଛି କିନ୍ତୁ ଦୂରତା ରହୁନାହିଁ

ସମ୍ବଲପୁର: ସ୍ଥାନୀୟ ଗୋଲବଜାରରେ ପନିପରିବା କିଣାବିକା ପାଇଁ ଜନଗହଳି ହେଉଥିବାରୁ ସେଠାରେ ସାମାଜିକ ଦୂରତା ରକ୍ଷା ହେଉନଥିଲା । ଏହି ପରିପ୍ରେକ୍ଷୀରେ ଏହାକୁ ନଗରୀୟ ଅଞ୍ଚଳ ବାହାରେ ପ୍ରାୟ ୪କିମି ଦୂର ମନ୍ଦଲିଆ ପଡିଆକୁ ରାତାରାତି ସ୍ଥାନାନ୍ତର କରାଗଲା । ଜନସାଧାରଣଙ୍କୁ ସେତେ ଦୂରକୁ ଯାଇ
Read More...

ଗଜପତି ବିଜେପି ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳିତ ଓ ଗଣମାଧ୍ୟମକୁ ସାନିଟାଇଜର ପ୍ରଦାନ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବିଜେପି କାର୍ଯ୍ୟାଳୟ ଠାରେ ଆଜି ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି।ପାରଳା ବିଧାୟକ କେ ନାରାୟଣ ରାଓଙ୍କ ଅଧ୍ୟକ୍ଷତାରେଆମ୍ବେଦକରଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଜେପି ସଭାପତି ମୁରଲୀ ଗୋପାଳ
Read More...

ଆଜିର ଦିନରେ ଲଗାତାର ଚତୁର୍ଥ ଥର ପାଇଁ ରେକର୍ଡ଼ କରିଥିଲା ଭାରତ

ନୂଆଦିଲ୍ଲୀ : ୧୯୯୫ ମସିହା ଅପ୍ରେଲ୍ ୧୪ ତାରିଖ । ଆଜିର ଦିନରେ ଲଗାତାର ଚତୁର୍ଥ ଥର ପାଇଁ ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ନେତୃତ୍ୱରେ ଖେଳୁଥିବା ସାରଜା କପ୍‌ରେ ଶ୍ରୀଲଙ୍କାକୁ ହରାଇ ରେକର୍ଡ଼ କରିଥିଲା । ଏହି ମ୍ୟାଚରେ ସଚିନ୍ ତେନ୍ଦୁଲକର ଓ ନଭଜୋତ୍ ସିଂ ସିଦ୍ଧୁଙ୍କ ବ୍ୟାଟିଂ ଚିତ୍ତାକର୍ଷକ ଥିଲା
Read More...

୨ ଭୋକିଲା ଭାଲୁ ଖାଦ୍ୟ ଅନ୍ୱେଷଣରେ ମନ୍ଦିରରେ ପହଞ୍ଚିଲା, ଗେଟ୍ ବନ୍ଦ ଥିବାରୁ ଡଷ୍ଟବିନ୍ ଫୋପାଡିଲେ : ଭିଡିଓ ଦେଖନ୍ତୁ

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶକୁ ୩ ମଇ ଯାଏଁ ଲକଡାଉନ ଘୋଷଣା କରିଛନ୍ତି । ପିଏମ ମୋଦି ସମସ୍ତଙ୍କୁ ଘରେ ରହିବାକୁ ନିବେଦନ କରିଛନ୍ତି । ଲକଡାଉନକୁ ନେଇ ମଣିଷ ସହ ପଶୁପକ୍ଷୀମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି ।
Read More...

ମୋଦିଙ୍କୁ କପିଲ୍ ଶିବଲଙ୍କ ଟାର୍ଗେଟ: ଗ୍ରାମାଞ୍ଚଳରେ ୨୦ ଓ ସହରାଞ୍ଚଳରେ ୩୧ ପ୍ରତିଶତ ଲୋକଙ୍କ ପାଖରେ ରୋଜଗାର ନାହିଁ

ନୂଆଦିଲ୍ଲୀ : ପ୍ରଥମ ଲକ୍‌ଡାଉନ୍ ଅବଧି ଶେଷ ହେବାକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନ୍ ଅବଧିକୁ ପୁନର୍ବାର ମଇ ୩ ପର୍ଯ୍ୟନ୍ତ ବୃଦ୍ଧି ଘଟାଇଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ଅଧ୍ୟକ୍ଷା ମୋଦିଙ୍କୁ ପ୍ରଶଂସା କରିଥିବା ବେଳେ କଂଗ୍ରେସର
Read More...

ଆଶ୍ଚର୍ଯ୍ୟ ହେଲେବି ସତ : ସବୁ ସାମାଜିକ ଯୋଜନାରୁ ବଞ୍ଚିତ ଅସହାୟ ବୃଦ୍ଧ ଦଂପତ୍ତି !

ବୈାଦ୍ଧ: ସରକାର ମାତୃଗର୍ଭରୁ ମଶାଣୀ ଯାଏଁ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଖଞ୍ଜି ଦେଇଥିବାର ଡିଣ୍ଡିମ ପିଟୁଥିବାବେଳେ ସବୁ ସାମାଜିକ ଯୋଜନାରୁ ବଞ୍ଚିତ ରହିଥିବା ଅସହାୟ ବୃଦ୍ଧ ଦଂପତ୍ତି ଆମଜିଲ୍ଲାରେ ଥିବା ଶୁଣିଲେ ଆପଣ କାନକୁ ବିଶ୍ୱାସ କରିବେନି । ଏଭଳି ଏକ ବୃଦ୍ଧ ଦଂପତ୍ତି ବାସ କରୁଛନ୍ତି
Read More...

ଲକ୍‌ଡାଉନ୍ ଅବଧି ବୃଦ୍ଧି ନେଇ ଲୋକଙ୍କୁ ଏପରି ପରାମର୍ଶ ଦେଲେ ସୋନିଆ

ନୂଆଦିଲ୍ଲୀ : ଆଜି ଦିନ ୧୦ଟା ବେଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ ପ୍ରଥମ ଲକ୍‌ଡାଉନ୍ ଅବଧି ଆସନ୍ତାକାଲି ଶେଷ ହୋଇଯାଉଥିବାରୁ ଏହାକୁ ପୁଣି ମଇ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଲକ୍‌ଡାଉନ୍ ସମୟରେ ଦେଶର ସମସ୍ତ ଜନସାଧାରଣ ବହୁ
Read More...