Monthly Archives

April 2020

ଗୋଟିଏ ନାଁରେ ଦୁଇ ଖେଳାଳି

ମୁମ୍ବାଇ,: ଭାରତ ପାଇଁ ଏଭଳି ଦୁଇଜଣ କ୍ରିକେଟର ଖେଳିଛନ୍ତି ଯାହାଙ୍କ ନାମ ସମାନ । ସେହି ନାମଟି ହେଉଛି "ରବିନ ସିଂ' । ତ୍ରିନିଦାଦରେ ଜନ୍ମିତ ରବିନ ସିଂ ଭାରତ ପାଇଁ ୧୯୮୯ ମସିହାରେ ତାଙ୍କର ଡେବ୍ୟୁ ମ୍ୟାଚ୍ ଖେଳିଥିଲେ । ୧୯୯୮ରେ ମଧ୍ୟ ତାଙ୍କର ଟେଷ୍ଟ ଡେବ୍ୟୁ ମ୍ୟାଚ୍ ଖେଳିବା ପାଇଁ ସୁଯୋଗ
Read More...

ପୂର୍ବତନ ଦକ୍ଷିଣ ଆଫ୍ରିକା ସ୍ପିନରଙ୍କ ମୃତ୍ୟୁ

ଜୋହାନ୍ସବର୍ଗ: ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଯୋଗୁଁ ଦକ୍ଷିଣ ଆଫ୍ରିକାର ଜ୍ୟାକି ଡୁ ପ୍ରେଜ୍ ଗତକାଲି ମୃତ୍ୟୁବରଣ କରିଛନ୍ତି । ତାଙ୍କର ହାର୍ଟ ସମସ୍ୟା କିଛିଦିନ ହେଲା ଦେଖାଦେଇଥିଲା । ଗତକାଲି ସେ ନିଜ ସହର ଜିମ୍ବାୱେର ହରାରେଠାରେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି । କ୍ରିକେଟ୍
Read More...

ଢେଙ୍କାନାଳ ସହରବାସୀଙ୍କୁ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ନିବେଦନ

ଢେଙ୍କାନାଳ :ସାରା ଦେଶରେ କରୋନା ର ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ଏହାର ପଜେଟିଭ୍ ସଂଖ୍ୟା ୪୪ରେ ପହଞ୍ଚିଛି । ଢେଙ୍କାନାଲ ଜିଲ୍ଲାରେ ପ୍ରଥମ କରି ଜଣେ ମହିଳାଙ୍କ ଠାରେ କରୋନା ପଜେଟିଭ୍ ରହିଥିବା ସଂପର୍କରେ ଜଣାପଡିବା ପରେ ସହର ବାସି ଚିନ୍ତାରେ
Read More...

ଗ୍ରାମାଞ୍ଚଳରେ କରୋନା ସମ୍ପର୍କରେ ସଚେତନ କଲେ ପୂର୍ବତନ ବିଜେପି ସଭାପତି

ଭଦ୍ରକ: କରୋନା ମହାମାରୀ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତ ର ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟପ୍ରଣାଳୀ କୁ ଅନେକ ଦେଶ ପ୍ରଶଂସା କରୁଛନ୍ତି ।ଏହି ସମୟରେ ପ୍ରଧାନମନ୍ତ୍ରୀ ଙ୍କ ବାର୍ତ୍ତାକୁ ଗ୍ରାମାଞ୍ଚଳରେ ଥିବା ଆଦିବାସୀଙ୍କ ପାଖରେ ପହଞ୍ଚାଇବାକୁ ଅଣ୍ଟା
Read More...

ଗଜପତି ଏସ୍‌ପିଙ୍କ ନିର୍ଦ୍ଦେଶ: ନୋ ମାସ୍କ୍‌, ନୋ ପେଟ୍ରୋଲ, ଡିଜେଲ୍‌

ପାରଳାଖେମୁଣ୍ଡି: କରୋନା ଆକ୍ରାନ୍ତରୁ ଲୋକଙ୍କୁ ସୁରକ୍ଷା ରଖିବା ପାଇଁ ଆଜିଠାରୁ ବାହାରକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ମାସ୍କ୍ ବ୍ୟବହାର କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାକୁ ଗଜପତି ଜିଲ୍ଲାରେ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ପାଇଁ ଗଜପତି
Read More...

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରଦାମ ବୃଦ୍ଧିରେ ଅଙ୍କୁଶ ଲଗାଇବାକୁ ଦାବି

ବୌଦ୍ଧ : କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଲକଡାଉନ ଅବଧି ବୃଦ୍ଧି କରିଛନ୍ତି । ସମସ୍ତ ଜିଲ୍ଲା ପ୍ରଶାସନ ମଧ୍ୟ ଲକଡାଉନ ଗାଇଡ୍ ଲାଇନକୁ ଜନସାଧାରଣ ପାଳନ କରିବା ପାଇଁ ବାରମ୍ବାର ଆହ୍ୱାନ ଦେବା ସହ ସଚେତନତା ସୃଷ୍ଟି କରିଚାଲିଛି । ଅମାନିଆ ଲୋକଙ୍କୁ ସବାଡ୍ କରିବା ପାଇଁ ପ୍ରଶାସନ ଓ ପୁଲିସ
Read More...

ତ୍ରିପୂରା ରାଜ୍ୟରୁ ଆସିଥିବା ମିନାବଜାର କର୍ମଚାରୀଙ୍କୁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ

ଓ ଆର ଡିଏ ବନବାସୀ କଳା ସାଂସ୍କୃତିକ ବିକାଶ ପରିଷଦ ଓ ବିଜୁ ଯୁବ ବାହିନୀ ଅନୁଷ୍ଟାନ ଟିକାବାଲି ରୟାଲ ଯୁବକ ସଂଘ ଟିିପାରିଗାଁ ଓ ଦଳଗୋବିନ୍ଦ ଯୁବକ ସଂଘ ଛତିଝାର ଙ୍କ ମିଳିତ ଉଦ୍ୟମ ସହିତ ସମାଜ ସେବୀ କ୍ରିଷ୍ଟା ଚନ୍ଦ୍ର ଦିଗାଲଙ୍କ ନେତୃତ୍ୱରେ ଟିକାବାଲି, ଛାତିଝାର ଓ ଆଖ ପାଖ ଗ୍ରାମରେ ଖାଦ୍ୟ
Read More...

ମାନବିକତାର ମହତ୍ୱ ଦେଖାଇଲେ ସ୍ୱେଚ୍ଛାସେବୀ ପ୍ରିୟଦର୍ଶନୀ

ଫୁଲବାଣୀ :ସମ୍ପ୍ରତି ସମଗ୍ର ବିଶ୍ୱରେ ମହାମାରୀ କୋରୋନା କୋକୁଆ ଭୟ ସୃଷ୍ଟି କରିବା ସହ ଏହାର କାୟା ବିସ୍ତାର କରିଥିବା ବେଳେ ଏହାକୁ ରୋକିବା ପାଇଁ ଭାରତରେ ୨୧ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା ହୋଇଛି । ସେହିପରି ଓଡ଼ିଶାରେ ଆଜି ଆଗାମୀ ଅପ୍ରେଲ ୩୦ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଘୋଷଣା ହୋଇଛି ।
Read More...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 6000 ଟଙ୍କାର ଚେକ ପ୍ରଦାନ କରିଛନ୍ତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପା ଙ୍କୁ ସାକ୍ଷାତ କରି ଗଜପତି ଜିଲ୍ଲା କୃଷକ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ କୋରନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଜନ କଲ୍ୟାଣ ନିମନ୍ତେ 6000 ଟଙ୍କାର ଚେକ ପ୍ରଦାନ
Read More...

ସ୍କୁଲ ଫି’ ହ୍ରାସ କିମ୍ବା ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଅପ୍ରେଲ୍‌ରୁ ଜୁନ୍ ସ୍କୁଲ ଫି' (ଦରମା) କମାଇବା କିମ୍ବା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇ ରାଜ୍ୟର ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି । କରୋନା ମହାମାରୀର
Read More...