Monthly Archives

April 2020

ପାରଳା ପୌରପରିଷଦ ପକ୍ଷରୁ ବୁଲା ଗାଈଗୋରୁ ଓ କୁକୁର ମାନଙ୍କୁ ଖାଦ୍ୟ ବଣ୍ଟନ

ଲକଡାଉନ ଯୋଗୁଁ ବୁଲା ଗାଈ ଗୋରୁ ଓ କୁକୁରମାନଙ୍କର ଖାଦ୍ୟ ପାଇବା କଷ୍ଟକର ହୋଇପଡିଛି ଏହି ଆଶଙ୍କା ଦୁର କରିବା ପାଇଁ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ବୁଲା ଗାଈ ଗୋରୁ ମାନଙ୍କୁ ପନିପରିବା ଓ କୁକୁର ମାନଙ୍କୁ ବିସ୍କୁଟ ପ୍ରଦାନ କରା ଯାଉଛି।ପାରଳା ପୌରପରିଷଦର କାର୍ଯ୍ୟ ନିର୍ବାହୀ…
Read More...

କୋଇଲା ଟ୍ରକ୍ ଜବତ ଘଟଣା : ପୁଲିସକୁ ସୂଚନା ଦେଇଥିବା ସନ୍ଦେହରେ ଆକ୍ରମଣ

ବୌଦ୍ଧ : ଗତ ବୁଧବାର ଦିନ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅଂଚଳରୁ ଦୁଇଟି କୋଇଲା ବୋଝେଇ ଟ୍ରକ୍ ଜବତ ହୋଇ ଉଭୟ ଟ୍ରକର ଡ୍ରାଇଭର ଅଟକ ହେବା ମାମଲା ଭିନ୍ନ ମୋଡ ନେଇଛି । କୋଇଲା ଚୋରାଚାଲାଣ ହେଉଥିବା ସଂପର୍କରେ ପୁଲିସକୁ ସୂଚନା ଦେଇଥିବା ସନ୍ଦେହ କରି ବାଉଁଶୁଣୀ ଥାନା ସଂପର୍କରେ ପୁଲିସକୁ…
Read More...

ରାଜ୍ୟବାସୀଙ୍କୁ ଗଜପତି ମହାରାଜାଙ୍କ ବାର୍ତ୍ତା

ଭୁବନେଶ୍ୱର : ରଜ୍ୟାବାସୀଙ୍କ ଉଦ୍ଦେଶ୍ୟରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହଦେବ ବାର୍ତ୍ତା ଦେଇଛନ୍ତି । ରାଜ୍ୟ ସରକାର ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ସମୟକୁ ବୃଦ୍ଧି କରିଥିବାରୁ ଆମେ ସମସ୍ତେ ସମସ୍ତ ସରକାରୀ ନିୟମକୁ ମାନି ଚଳିବା । ଆନ୍ତରିକତା ସହ ଆମେ ଏହାକୁ ମାନିଲେ ପ୍ରଭୁ…
Read More...

ଶିତଳାପଲ୍ଲୀ କୋଭିଡ୍‌-୧୯ ହସ୍ପିଟାଲ ଲୋକାର୍ପିତ

ଭୁବନେଶ୍ୱର: ୨୦୦ ଶଯ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲା ଶିତଳାପଲ୍ଳୀ କୋଭିଡ୍‌-୧୯ ହସ୍ପିଟାଲ ଆଜି ଲୋକାର୍ପିତ ହୋଇଛି । ଟାଟାଷ୍ଟିଲ୍ ମେଡ଼ିକା ହସ୍ପିଟାଲକୁ ଗଂଜାମ ଜିଲ୍ଲପାଳ ଲୋକାର୍ପିତ କରିଥିଲେ । କରୋନା ପୀଡ଼ିତଙ୍କ ପାଇଁ ଆଜିଠାରୁ ଉତ୍ସର୍ଗିକୃତ ସେବା ଯୋଗାଇବେ । ଡାକ୍ତର, ସେବିକା, ଏଥିପାଇଁ…
Read More...

କୋଭିଡ୍‌-୧୯ ନେଇ ଆଡଭାଇଜରି ଜାରି କଲା କ୍ରାଇମବ୍ରାଞ୍ଚ୍‌

ଭୁବନେଶ୍ୱର: କୋଭିଡ୍‌-୧୯ର ଭୟାବହତା ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ ହେଉଥିବା ବିଭିନ୍ନ ଫେକ୍ (ଜାଲ୍‌) ଖବର ପରିପ୍ରେକ୍ଷୀରେ ଜନମତ ବିଭ୍ରାନ୍ତ ହେଉଥିବାରୁ ରାଜ୍ୟ କ୍ରାଇମବ୍ରାଞ୍ଚ୍ ସାମାଜିକ ଗଣମାଧ୍ୟମମାନଙ୍କ ଉଦ୍ଦେଶ୍ୟରେ ଆଡଭାଇଜରି (ମାର୍ଗଦର୍ଶିକା) ଜାରି କରିଛି ।…
Read More...

ବିବାହର ୧୫ଦିନ ପରେ କରୋନା ଯୁଦ୍ଧକୁ ଓହ୍ଲାଇଲେ ନର୍ସ, ଭିଡିଓ କଲିଂରେ ଦେଖନ୍ତି ପତିଙ୍କ ମୁହଁ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ତା'ର କାୟାବିସ୍ତାର ଆରମ୍ଭ କରିସାରିଲାଣି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦୦ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଏ ପର୍ଯ୍ୟନ୍ତ ପାଖାପାଖି ୬୪୧୨ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ ୧୯୯ଲୋକଙ୍କ ଜୀବନ ଯାଇଛି । କରୋନାକୁ ହରାଇବା…
Read More...

କୋଭିଡ୍‌-୧୯ ପାଇଁ ଶୁଭଲକ୍ଷ୍ମୀ ପକ୍ଷରୁ ୫୦ ହଜାର ମାସ୍କ୍ ପ୍ରସ୍ତୁତି

ଝାରସୁଗୁଡ଼ା : କରୋନା ଭୂତାଣୁ ସଂକ୍ରମଣ ପାଇଁ ଦେଶବ୍ୟାପି ଅନେକ ସର୍ତକତା ଅବଲମ୍ବନ କରାଯାଉଛି । ଏହି ପରିସ୍ଥିତିର ମୁକାବିଲା ପାଇଁ ଝାରସୁଗୁଡ଼ା ଗ୍ରାମାଞ୍ଚଳର ଲୋକମାନଙ୍କୁ ସୁରକ୍ଷା ପାଇଁ ବେଦାନ୍ତ ଲିଃ ରିୟୁଜେବୁଲ୍ ମାସ୍କ୍ ତିଆରି କରୁଛି । କମ୍ପାନୀ ପ୍ରୋତ୍ସାହିତ ଶୁଭଲକ୍ଷ୍ମୀ ସମବାୟ…
Read More...

ବିବାହ କରିବାର ଅର୍ଥ କ୍ୟାରିୟର ଶେଷ ନୁହେଁ

ବଲିଉଡର ଜଣେ ଅଭିନେତ୍ରୀ ବିବାହ କରିବା ପରେ ତାଙ୍କ କ୍ୟାରିୟର ଶେଷ ହୋଇଗଲା ବୋଲି ଭାବିବା ଠିକ୍ ନୁହେଁ । ପୂର୍ବରୁ ବିବାହ ପରେ ଅନେକ ଅଭିନେତ୍ରୀ ବଲିଉଡକୁ କମ୍ ବ୍ୟାକ୍ କରିଛନ୍ତି, ଏବଂ ସଫଳ ମଧ୍ୟ ହୋଇଛନ୍ତି ବୋଲି କହିଛନ୍ତି କାଜୋଲ । ପୁଣି ଥରେ କାଜୋଲ ବଲିଉଡ୍‌ରେ ଜୋରଦାର ଏଣ୍ଟ୍ରି…
Read More...

କୋଭିଡ ନମୁନା ରିପୋର୍ଟ ଆସିବାରେ ବିଳମ୍ବ ଚିନ୍ତା ବଢାଉଛି

ସମ୍ୱଲପୁର:କରୋନା ପ୍ରକୋପରେ ସମଗ୍ର ବିଶ୍ବ ଥରହର ହେଉଛି ଓ ସେହି ଅନୁସାରେ ଏଠାରେ ମଧ୍ୟ ସବୁଆଡେ ଭୟ ର ବାତାବରଣ ରହିଛି । ପ୍ରଶାସନ ପକ୍ଷରୁ ସମସ୍ତ ସତର୍କତା ଅବଲମ୍ବନ କରାଯାଉଛି ଓ ଏଠାରେ ସମଗ୍ର ପଶ୍ଚିମାଞ୍ଚଳ ପାଇଁ ଭିମସାର ହିଁ ଏକମାତ୍ର ଶାହା ଓ ଭରୋସା ହୋଇଛି । ଟିକିଏ ଶଙ୍କା ହେଲେ ଲୋକେ…
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବୌଦ୍ଧ ବିଧାୟକଙ୍କ ୩ମାସର ଦରମା ପ୍ରଦାନ

ବୈାଦ୍ଧ:ଆଜି ପୂର୍ବତନ ବାଚସ୍ପତି ତଥା ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ୩ମାସର ଦରମା ୧ଲକ୍ଷ ୫ହଜାର ଟଙ୍କା କରୋନା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଏହି ଅବସରରେ ଶ୍ରୀଯୁକ୍ତ ଅମାତ ରାଜ୍ୟସରକାରଙ୍କ ବିଭିନ୍ନ ସହାୟତା ସାଧାରଣଲୋକଙ୍କ ନିକଟରେ ପହଞ୍ଚିପାରିବ…
Read More...