Monthly Archives

April 2020

ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍‌-୧୯ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢ଼ି ବଢ଼ି ଚାଲିଛି । ଯାହା କେବଳ ସରକାରଙ୍କ ପାଇଁ ନୁହେଁ, ଜନସାଧାରଣଙ୍କ ମଧ୍ୟରେ ମଧ୍ୟ ପ୍ରବଳ ଚିନ୍ତା ରହିଛି । ଗତକାଲି କେନ୍ଦ୍ରାପଡ଼ାରୁ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ଭୁବନେଶ୍ୱର ୟୁନିଟ୍‌-୪
Read More...

ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ୭୨ ବର୍ଷୀୟ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତା\'ର ଟ୍ୱିଟର ହ୍ୟାଣ୍ଡେଲରେ ମାତ୍ର ପାଞ୍ଚ ମିନିଟ୍ ତଳେ ଏହା ଦର୍ଶାଇଛି । ମୃତକ ଜଣକ ହେଉଛନ୍ତି ଭୁବନେଶ୍ୱର-କଟକ ରୋଡ୍‌ସ୍ଥିତ ଝାରପଡ଼ା
Read More...

ଅମାନିଆଙ୍କୁ ସଚେତନ କରୁଛି ପ୍ରଶାସନ : ୧୭ବାଇକ ଜବତ, ୨୨ହଜାର ୫ଶହଟଙ୍କା ଫାଇନ ଆଦାୟ

ବୌଦ୍ଧ,: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗତକାଲି ନିୟମକୁ ଆହୁରି କଡାକଡି କରାଯାଇଛି । ସରକାରୀ ନିୟମ ଅନୁଯାୟୀ ଆଜିଠାରୁ ବୌଦ୍ଧଜିଲ୍ଲାରେ ବାଇକ ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରାଯାଇଥିବାବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବାକୁ ସକାଳ ୬ଟାରୁ ୧୧ଟା
Read More...

ଏଣିକି କରୋନା ମୁକାବିଲାରେ ସହାୟତା କରିବେ ଶିକ୍ଷକ/ଶିକ୍ଷୟତ୍ରୀ

ବୌଦ୍ଧ : ଏଣିକି ଶିକ୍ଷକ, ଶିକ୍ଷୟତ୍ରୀମାନେ ମହାମାରୀ କରୋନାକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ମୁତୟନ ହେବେ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ବୌଦ୍ଧ ଜିଲ୍ଲାପାଳ ଏକ ଆଦେଶ ଜାରୀ କରିଥିବା ଜଣାପଡିଛି । କେଉଁ ଶିକ୍ଷକ କେଉଁ ଗ୍ରାମରେ କ'ଣ କ'ଣ କାମ କରିବେ ସେ
Read More...

କେବଳ କୋଭିଡ୍‌-୧୯ ହସ୍ପିଟାଲରେ ହେବ କରୋନା ଚିକିତ୍ସା

ଭୁବନେଶ୍ୱର : କେବଳ କୋଭିଡ୍‌-୧୯ ହସ୍ପିଟାଲରେ ହେବ କରୋନା ଚିକିତ୍ସା । ଏହା କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ । ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀ ଡକାଇ ସେ କହିଥବଲେ ଯେ, ରାଜ୍ୟର ୭ଟି କୋଭିଡ୍ ହସ୍ପିଟାଲ୍ ପ୍ରସ୍ତୁତ ହୋଇଗଲାଣି । ଏଥିରେ ପାଖାପାଖି ୧୩୫୦ ବେଡ୍ ଓ
Read More...

ସ୍ବୟଂ ସହାୟକ ଗୋଷ୍ଠୀ ସାହାଯ୍ୟରେ ମାସ୍କ ଉତ୍ପାଦନ

ସମ୍ବଲପୁର :ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଅଧିସୂଚନା ଜାରି କରି ଜନସାଧାରଣ ଙ୍କ ପାଇଁ ଘରବାହାରେ ମାସ୍କ ପିନ୍ଧିବା ବାଧ୍ଯ କରି ଦିଆଯାଇଛି, ଯାହାକି ଆଗାମୀ ୯ମାର୍ଚ୍ଚ ସକାଳ ୭ଟାରୁ ଲାଗୁ କରାଯାଉଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ନିଜ ତରଫରୁ ସକ୍ରିୟତା ଦର୍ଶାଇ
Read More...

ଲକ୍ ଡାଉନର ପ୍ରଭାବ : ବଜାର ଅଭାବରୁ କ୍ଷତି ସହୁଛନ୍ତି ତରଭୁଜ ଚାଷୀ

ବୌଦ୍ଧ : ଫେବୃଆରୀ ମାସରେ ଅଦିନିଆ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ତରଭୁଜ ଚାଷ କେତେକାଂଶରେ ନଷ୍ଟ ହୋଇଥିଲା । ଯାହାକିଛି ଚାଷ ରକ୍ଷା ପାଇଥିଲା ଏବଂ କରୋନା ପାଇଁ ହୋଇଥିବା ଲକଡାଉନ ଯୋଗୁଁ ଉତ୍ପାଦିତ ତରଭୁଜ ବିକ୍ରି କରିନପାରିବା ତରଭୁଜ ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । ବଜାର ଅଭାବରୁ
Read More...

ଜାଣନ୍ତୁ କେତେ ଦରମା ପାଆନ୍ତି ଆମର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି, ବେତନ କଟିବା ପରେ ସରକାରଙ୍କୁ କେତେ ମିଳିବ ଫାଇଦା

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିପାରେ ଲାଗିଥିବା ବେଳେ ମୃତ୍ୟୁସଂଖ୍ୟା ଆଜି ୧୧୪ରେ ପହଞ୍ଚିଛି । ୨୧ଦିନର ଲକଡାଉନ, ବ୍ୟବସାୟ-ବାଣିଜ୍ୟ କାରବାର ବନ୍ଦ କରିବା ପରେ କେନ୍ଦ୍ର ସରକାର ଆଉ ବଡ ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଅନୁଯାୟୀ ଲୋକସଭା ଓ ରାଜ୍ୟସଭାର ସମସ୍ତ
Read More...

ଆଇସିୟୁକୁ ଗଲେ ବୋରିସ୍ ଜନସନ୍‌

ଲଣ୍ଡନ: କରୋନା ମହାମାରୀରେ ସଂକ୍ରମିତ ହୋଇଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କଠାରେପୁଣି ଥରେ କରୋନା ଭାଇରସ୍ ଲକ୍ଷଣ ଦେଖାଯିବା ପରେ ଗତକାଲିଠାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି
Read More...

ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ, ତିନି ଦୋକାନ ସିଲ

ସମ୍ବଲପୁର :ବାରମ୍ବାର ତାଗିଦ ସତ୍ତ୍ୱେ କିଛି ଲୋକେ କରୋନା କଟକଣା ଓ ଲକଡାଉନ ନିୟମ କୁ ବେଖାତିର କରୁଛନ୍ତି ତଥା ପୁଲିସ ନଜର ଅଢୁଆଳରେ ଦୋକାନ ଖୋଲୁଛନ୍ତି । ଏଣୁ ପୁଲିସ ପକ୍ଷରୁ କଠୋର ଆଭିମୁଖ୍ୟ ପ୍ରଦର୍ଶନ ସହିତ ଏପରି ଦୋକାନଗୁଡିକ ସିଲ କରି ଦିଆଯାଉଛି ଓ ଖିଲାପକାରୀ ଙ୍କ ବିରୁଦ୍ଧରେ ମାମଲା
Read More...