Monthly Archives

September 2020

ରାଜ୍ୟ ଯୁବ ବିଜେଡି ସାଧାରଣ ସଂପାଦକ ବାଣୀ କଲ୍ୟାଣ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ

ବିଜୁ ଜନତା ଦଳ ଯୁବ ସଂଗଠନକୁ ଅଧିକ ମଝବୁତ୍ କରିବା ଲକ୍ଷ୍ୟ ନେଇ ବିଜେଡି ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟ ବିଜୁ ଯୁବ ଜନତା ଦଳକୁ ସଂପ୍ରସାରଣ କରିଛନ୍ତି l ବାଣୀ କଲ୍ୟାଣଙ୍କୁ ନୂତନ ଭାବେ ଯୁବ ବିଜେଡିର ରାଜ୍ୟ ସାଧାରଣ ସଂପାଦକ ଭାବେ ମନୋନୀତ କରିଛନ୍ତି l
Read More...

ଥମୁନି କରୋନା ଦିନକରେ ୩୯୨୨ନୂଆ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି । ରାଜ୍ୟ ସରକାର କରୋନା ସ୍ଥିତି ସମୀକ୍ଷା ବୈଠକରେ କରୋନା ନିୟନ୍ତ୍ରଣକୁ ଆସୁଛି, ଧିରେ ଧିରେ ସଂକ୍ରମଣ କମୁଛି ଏହିଭଳି କହୁଥିବା ବେଳେ ପ୍ରତ୍ୟେକ ଦିନ ତିନି ହଜାରରୁ ଊଦ୍ଧ୍ୱର୍ ସଂକ୍ରମିତ ରୋଗୀ ବାହାରୁଛନ୍ତି । ଆଜି ରାଜ୍ୟରେ ୩୯୨୨
Read More...

କୋଭିଡ୍‌ ପରିଚାଳନାରେ ତୃଟି ନେଇ ଶାସକ ଦଳ ବିଧାୟକଙ୍କ ବିଷୋଦଗାର

ଭୁବନେଶ୍ୱର: କୋଭିଡ୍‌ ପରିଚାଳନା ନେଇ ବିରୋଧୀ ସବୁବେଳେ ଅଭିଯୋଗ ଆଣୁଥିବା ବେଳେ ଆଜି ଶାସକ ଦଳର ବିଧାୟକ ଉମାକାନ୍ତ ସାମନ୍ତରାୟ ବିଷୋଦଗାର କରିଛନ୍ତି । ଶ୍ରୀ ସାମନ୍ତରାୟ କୋଭିଡ୍‌ ପରିଚାଳନାକୁ ନେଇ ବିରୋଧୀ ଯେଉଁ ଅଭିଯୋଗ କରୁଛନ୍ତି ତାହା ସଂପୂର୍ଣ୍ଣ ମିଛ ନୁହେଁ ବୋଲି ସ୍ୱୀକାର କରିବା
Read More...

ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇନି

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ଦୀର୍ଘ ସାତ ମାସ ହେବ ରାଜ୍ୟର ସମସ୍ତ ସାଂସ୍କୃତିକ ଓ ଧାର୍ମିକ ପୀଠଗୁଡ଼ିକ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି । ଏବେ ଏହା ଖୋଲିବା ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ । କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ପରେ ରାଜ୍ୟ ସରକାର ଏ ସଂପର୍କରେ ନିଷ୍ପତ୍ତି
Read More...

ପୁରୀ ଓ କୋଣାର୍କକୁ ଆଜିଠୁ ଆରମ୍ଭ ହେଲା ମୋ ବସ୍‌ ସେବା

ଭୁବନେଶ୍ୱର: ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆଜିଠାରୁ ପୁରୀ ଓ କୋଣାର୍କକୁ ଆରମ୍ଭ ହୋଇଛି ମୋ ବସ୍‌ ସେବା । ପୂର୍ବରୁ କଟକ-ଭୁବନେଶ୍ୱର ଓ ଖୋର୍ଦ୍ଧାରେ ମୋ ବସ ସେବା ଚଳପ୍ରଚଳ କରୁଥିଲା । ଏବେ ପୁରୀ ଓ କୋଣାର୍କ ଯାତ୍ରୀମାନେ ଏହି ସୁବିଧା ପାଇବେ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା
Read More...

ଝିମିଟି ଖେଳରୁ ମହାଭାରତ, ବାପାଙ୍କଠାରୁ ବାରମ୍ବାର ହାରି ଅଦାଲତକୁ ଗଲା ଝିଅ

ଭୋପାଳ: ମଧ୍ୟ ପ୍ରଦେଶର ଭୋପାଳରେ ଏଭଳି ଏକ ଘଟଣା ଘଟିଛି, ଯାହା ଅନେକଙ୍କୁ ବିସ୍ମିତ ଓ ଚିନ୍ତିତ କରାଇଛି । ଘଟଣାଟି ଝିମିଟି ଖେଳରୁ ମହାଭାରତ ହେଲା ଭଳି । ଜଣେ ଯୁବତୀ ଲୁଡୁ ଖେଳରେ ତାଙ୍କ ବାପାଙ୍କଠାରୁ ବାରମ୍ବାର ହାରିବା ପରେ ଭୀଷଣ ଭାବରେ ବାପାଙ୍କ ଉପରେ ରାଗି ଯାଇଥିଲେ । ତାଙ୍କ ପ୍ରତି
Read More...

ଟେଲି ନିର୍ଦ୍ଦେଶକ ଏବେ ପରିବା ବିକାଳି

ମୁମ୍ବାଇ: ଏହି ଶିରୋନାମା ଦେଖି ଅନେକ ପାଠକ ଆଶ୍ଚର୍ଯ୍ୟ ହୋଇପାରନ୍ତି; କିନ୍ତୁ ଏହା ନିରାଟ ସତ୍ୟ । କରୋନା ପରିସ୍ଥିତି ବହୁ ଲୋକଙ୍କ ଜୀବନଶୈଳୀ ବଦଳାଇ ଦେଇଛି ଏବଂ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି, ଯେଉଁମାନେ କି ହଜାର ହଜାର , ଲକ୍ଷ ଲକ୍ଷ ଟଙ୍କା
Read More...

ବଡଘରା ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ ସୁଡୃକୁମ୍ପା ପଂଚାୟତର ବଡଘରା ଗ୍ରାମରେ ୫ଜଣଙ୍କ କରୋନା ଆକ୍ରାନ୍ତ ଚିହ୍ନଟ ଜଣାପଡିଲା ପରେ ଶୁକ୍ରବାର ଦିନ ବିଡିଓ ରବିନ୍ଦ୍ର ନାଥ କହଁର ଓ ଖଜୁରୀପଡ଼ା ଡାକ୍ତର ଦଳ ବଡଘରା ଗ୍ରାମରେ ପହଂଚି ଚାରିଆଡେ ସାନିଟାଇଜର ସିଂଚନ କରିବା ସହିତ ଜୀବାଣୁ ନାସକ
Read More...

ରାଗିକି ପଳେଇଥିଲେ, ଏବେ ଫେରିବାକୁ ଉଚ୍ଛନ୍ନ

ଦୁବାଇ : ଚେନ୍ନାଇର ଷ୍ଟାର୍‌ ଅଲରାଉଣ୍ଡର ସୁରେଶ ରାଇନା ନିଜ ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲ ନଖେଳି ଦୁବାଇରୁ ଚାଲି ଆସିଥିଲେ । ତେବେ ରାଇନା କେବେ ଫେରିବେ ତାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ରାଇନା ଫେରିବେ ନା ନାହିଁ ତାହା ସ୍ପଷ୍ଟ କରିଛନ୍ତି ଦଳର ସିଇଓ କାଶୀ
Read More...

ଭାରତ-ପାକିସ୍ତାନ ମ୍ୟାଚ୍‌ କ’ଣ ପାଇଁ ହୋଇପାରୁନି ମୁହଁ ଖୋଲିଲେ ଆଫ୍ରିଦି

ନୂଆଦିଲ୍ଲୀ : ଭାରତ ପାକିସ୍ତାନ ମଧ୍ୟରେ ଗତ ୧୩ ବର୍ଷ ହେଲା କୌଣସି ଟେଷ୍ଟ ସିରିଜ ହୋଇନାହିଁ । ଶେଷଥର ୨୦୦୭ ମସିହାରେ ଉଭୟ ଦେଶ ମଧ୍ୟରେ ଟେଷ୍ଟ ସିରିଜ ହୋଇଥିଲା । ଭାରତ ଏହି ସିରିଜ ୧-୦ରେ ଜିତିଥିଲା । ଏହାସହ ଉଭୟ ଟିମ ମଧ୍ୟରେ ଗତ ୭ ବର୍ଷ ହେଲା ଏକଦିବସୀୟ ଦ୍ୱିପାକ୍ଷିକ ସିରିଜ୍‌
Read More...