Monthly Archives

October 2020

ଭୂମିହୀନଙ୍କ ପାଇଁ ଭୂମି ଯୋଗ୍ୟତା ପ୍ରମାଣପତ୍ର

ବୌଦ୍ଧ,୧୪/୧୦- ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଜାଗାମିଶନ ଯୋଜନାରେ ଏକ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ଜାଗା ମିଶନ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଏହି ଅବସରରେ ଭୂମି ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ
Read More...

ଦାରିଙ୍ଗବାଡ଼ି ଶିବମନ୍ଦିର ସାହିରୁ ପାଗଳର ମୃତଦେହ ଉଦ୍ଧାର

ଦାରିଙ୍ଗବାଡ଼ି,୧୪/୧୦:ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଶିବମନ୍ଦିର ସାହି ନିକଟ ଜାତୀୟ ରାଜପଥ କଡ଼ ଡ୍ରେନ ନିକଟରୁ ଜଣେ ପାଗଳର ମୃତଦେହ ଉଦ୍ଧାର କରାଯାଇଥିବା ଦେଖିବାକୁ ମିଳିଛି । ମୃତକ ଜଣକ ହେଲେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଅଂଚଳର ଏସ ଶ୍ରୀନୁ । ମୃତ ଦେହ ପଡିଥିବା ଦେଖି ସ୍ଥାନୀୟ ଅଂଚଳ ଲୋକ
Read More...

୫ ବର୍ଷୀୟ ଶିଶୁ କନ୍ୟାକୁ ବଳାତ୍କାର ଉଦ୍ୟମ, ଯୁବକ ଗିରଫ

ଦାରିଙ୍ଗବାଡ଼ି,୧୪/୧୦: ଦାରିଙ୍ଗବାଡ଼ି ଥାନା ଅଂଚଳରେ ଘଟିଛି ଏକ ଅଭାବନୀୟ ଅମାନବୀୟ ଘଟଣା । ଜଣେ ୫ ବର୍ଷୀୟ ଶିଶୁ କନ୍ୟା କୁ ବଳାତ୍କାର ଉଦ୍ୟମ କରି ଜଣେ ଯୁବକ ଗିରଫ ହୋଇଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଗିରଫ ଯୁବକ ଜଣକ ହେଲେ ଦନେକବାଡ଼ି ପଂଚାୟତ
Read More...

ତାହିର ମିଳିବ ସୁଯୋଗ,ମିଳିଲା ସଂକେତ

ଦୁବାଇ : ଆଇପିଏଲ୍‌ର ୨୦୧୯ ସଂସ୍କରଣରେ ଇମ୍ରାନ୍ ତାହିର ଚମତ୍କାର ବୋଲିଂ ପ୍ରଦର୍ଶନ ଦେଖାଇଥିଲେ । ୧୭ଟି ଗେମ୍‌ରୁ ସେ ୨୬ଟି ୱିକେଟ୍ ନେଇ ଚେନ୍ନାଇ ସୁପରକିଙ୍ଗିସ୍‌ର ଏହି ସ୍ପିନର କିନ୍ତୁ ବର୍ତ୍ତମାନର ସିଜିନ୍‌ରେ ଏପର୍ଯ୍ୟନ୍ତ ପଡ଼ିଆକୁ ଓହ୍ଲାଇ ନାହାନ୍ତି । ଆଠୋଟି ମ୍ୟାଚ୍ ଶେଷ ହୋଇଯାଇଥିଲେ
Read More...

ଆମ ଦଳରେ ଦକ୍ଷତାର ଅଭାବ ନାହିଁ: ସାମି

ଦୁବାଇ : ଚଳିତ ଆଇପିଏଲ୍‌ରେ କିଙ୍ଗିସ୍ ଏକାଦଶ ପଞ୍ଜାବର ସ୍ଥିତି ଶୋଚନୀୟ ରହିଛି । ଆରମ୍ଭରୁ କେତୋଟି ମ୍ୟାଚ୍‌ରେ ଏହା ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପରାଜୟର ସମ୍ମୁଖୀନ ହୋଇଥିଲା । ଏବେ ଦଳ ପଏଣ୍ଟ ଟେବୁଲ୍‌ର ନିମ୍ନଭାଗରେ ରହିଛି । ତେବେ ଏହି ବିପର୍ଯ୍ୟୟର ଅର୍ଥ ଏହା ନୁହେଁ ଯେ, ଦଳରେ
Read More...

କୋଲ ସ୍କାମ୍ ପ୍ରସଂଗ : ୨୬କୁ ଘୁଞ୍ଚିଲା ଦଣ୍ଡ ଶୁଣାଣି

ଭୁବନେଶ୍ୱର: ପୂର୍ବତନ କୋଇଲା ମନ୍ତ୍ରୀ ଦିଲୀପ ରାୟଙ୍କ ବିରୋଧରେ କୋଲ୍ ସ୍କାମ ଦୁର୍ନୀତି ଘଟଣାର ଦଣ୍ଡ ଶୁଣାଣିକୁ ଆସନ୍ତା ୨୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଦଣ୍ଡବିଧାନ ଦିନ ଦିଲ୍ଲୀପ ରାୟଙ୍କ ସମେତ ଅନ୍ୟ ୩ ଦୋଷୀ ଅଧିକାରୀ କୋର୍ଟରେ ଉପସ୍ଥିତି ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ
Read More...

ଗଜପତିରେ ପୁଣି ୮ ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୮ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆଜି ଚିହ୍ନଟଙ୍କ ମଧ୍ୟରୁ ପାରଳା ପୌର ପରିଷଦରୁ ୭ ଜଣ ମୋହନା ବ୍ଳକରୁ ଜଣେ, ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମ ଆସୋଲେସନ କୋଭିଡ
Read More...

କଣ୍ଟାବାଞ୍ଜି ଏନଏସି ପକ୍ଷରୁ ଭୂମି ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ

କଣ୍ଟାବାଞ୍ଜି,୧୪/୧୦- କଣ୍ଟାବାଞ୍ଜି ଏନଏସି ସଭାଗୃହରେ କାର୍ଯ୍ୟନିର୍ବାହୀ ଅଧିକାରୀ ସେମି ଜୟଶ୍ରୀ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବସ୍ତିବାସିନ୍ଦାକୁ ଭୂମି ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ସନ୍ତୋଷ ସିଂ ସାଲୁଜା
Read More...

ସ୍ୱାସ୍ଥ୍ୟ ସଚେତନତା ପାଇଁ ମହିଳାଙ୍କ ସଂକଳ୍ପ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମର ଦୁର୍ଗାପାଲି ଠାରେ ମହିଳା ଆରୋଗ୍ୟ ସମିତି(ମାସ)ର ସଦସ୍ୟା ମାନେ ନିରୋଗ ଜୀବନ ପାଇଁ ଆଜି ସଂକଳ୍ପ ନେଇଛନ୍ତି । ନଗର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା(ୟୁଏମଏଚ) ୟୁନିଟ ଓ ଦୁର୍ଗାପାଲି ମହିଳା ଆରୋଗ୍ୟ ସମିତିର ମିଳିତ ଆନୁକୁଲ୍ୟରେ ଅନୁଷ୍ଟିତ ଏହି ସ୍ୱାସ୍ଥ୍ୟ
Read More...

ବୌଦ୍ଧ: ଆଜି ୩୧ କରୋନା ପଜିଟିଭ ଚିହ୍ନଟ, କୁଟିଝାରରୁ ୮

ବୌଦ୍ଧ,୧୪/୧୦- ଆଜି ବୌଦ୍ଧଜିଲ୍ଲାରେ ପୁଣି ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା କରୋନା ପଜିଟିଭ ମାନଙ୍କ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୪, ହରଭଙ୍ଗା ବ୍ଲକ୍‌ ରାଧାନଗର
Read More...