Yearly Archives

2020

ଲକଡାଉନରେ ଲତାଙ୍କ ଗୀତ ଶୁଣୁଛନ୍ତି ବଲିଉଡ ନିର୍ଦ୍ଦେଶକ

ବର୍ତ୍ତମାନ ଲକଡାଉନ ଚାଲିଥିବାରୁ ଅନ୍ୟ ଲୋକମାନଙ୍କ ଭଳି ବଲିଉଡର ବ୍ୟକ୍ତିବିଶେଷମାନେ ମଧ୍ୟ ନିରାପଦା ଦୃଷ୍ଟିରୁ ନିଜକୁ ଆଇସୋଲେସନ ରଖିଛନ୍ତି । ବଲିଉଡ ବ୍ୟକ୍ତିମାନଙ୍କ ପାଇଁ ଆଇସୋଲେସନ ଏକ ଦଣ୍ଡ ଭଳି । କାରଣ ବାହାରେ ବୁଲିବା ଏବଂ ସୁଟିଂ କରିବା ସେମାନଙ୍କୁ ଆନନ୍ଦ ଦେଇଥାଏ । ବର୍ତ୍ତମାନ
Read More...

ୱାର୍ଣ୍ଣେଙ୍କ ଶ୍ରେଷ୍ଠ ଭାରତ ଏକାଦଶର ଅଧିନାୟକ ଗାଙ୍ଗୁଲି

ସିଡନୀ : କିମ୍ବଦନ୍ତୀ ଅଷ୍ଟ୍ରେଲିଅ କ୍ରିକେଟର ତଥା ଅନ୍ୟତମ ଶ୍ରେଷ୍ଠ ସ୍ପିନର ସେନ ୱାର୍ଣ୍ଣେ ତାଙ୍କର ଶ୍ରେଷ୍ଠ ଭାରତ ଏକାଦଶ ଟିମ୍ ଘୋଷଣା କରିଛନ୍ତି । ଏହି ଟିମ ପାଇଁ ସେ ତାଙ୍କର ପ୍ରିୟ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦେଇଛନ୍ତି । ତେବେ ଆଶ୍ଚର୍ଯ୍ୟ
Read More...

ଉତ୍କଳ ଦିବସର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଭାଷାଭିତ୍ତିରେ ୮୪ ବର୍ଷ ତଳେ ଜନ୍ମ ନେଇଥିବା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପୂର୍ତ୍ତି ଅବସରରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟେଲିଫୋନ୍ ଯୋଗେ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ବାର୍ତ୍ତା
Read More...

ଗଡ଼ିଲାନି ରୁକ୍କୁଣା ରଥ

ଭୁବନେଶ୍ୱର : ଆଜି ଅଶୋକାଷ୍ଣମୀ ତିଥିରେ ରାଜଧାନୀ ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ଯାତ୍ରା ସହିତ ରୁକ୍କୁଣା ରଥା ଗଡ଼ିତାଏ । କିନ୍ତୁ ଚଳିତ ବର୍ଷ ସମଗ୍ର ବିଶ୍ୱରେ କରୋନାର ଦୟନୀୟ ସ୍ଥିତି କାରଣରୁ ସାରା ଦେଶ ଏବେ ଲକ୍‌ଡାଉନରେ ଥିବାରୁ ଏହି ଧର୍ମୀୟ ଉତ୍ସବକୁ ବନ୍ଦ
Read More...

ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍‌) ଘୁଞ୍ଚିଲା

ଭୁବନେଶ୍ୱର : ଆସନ୍ତା ଅପ୍ରେଲ୍ ୫,୭, ଓ ୧୧ ତାରିଖରେ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍‌)କୁ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ଏହି ତାରିଖରେ ପରୀକ୍ଷା ହେବ ବୋଲିଗତ ୧୮ ତାରିଖରେ ଏନ୍‌ଟିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ତେବେ ଏନ୍‌ଟିଏ ର ସଦ୍ୟତମ
Read More...

ନିଡି ୱାଲ ତରଫରୁ ଅବହେଳିତ ବର୍ଗଙ୍କୁ ତାଲାବନ୍ଦୀ ସମୟରେ ସହାୟତା ପ୍ରଦାନ

ବଲାଙ୍ଗୀର:ନିସ୍ୱାର୍ଥପର ଭାବରେ ଦୀର୍ଘ ଦୁଇ ବର୍ଷ ଧରି ପ୍ରତ୍ୟେକ ରବିବାର ସ୍ଥାନୀୟ ପି.ପି.ଏକାଡେମୀ ଛକ ଠାରେ ସମାଜର ଅବହେଳିତ ଲୋକମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ଯୋଗାଇ ଆସୁଥିବା ସ୍ୱେଚ୍ଛାସେବୀ ସଂଗଠନ “ନିଡି ୱାଲ”ତରଫରୁ ସଦର ବ୍ଲକ ଅନ୍ତର୍ଗତ ସଦାଇପାଲିର ଖାଡିଆପଡାର ବୃଦ୍ଧା
Read More...

ସୟିଦ୍ ଆଫ୍ରିଦ୍ ଫାଉଣ୍ଡେସନକୁ ସାହାଯ୍ୟ କରିବାକୁ କହି ଯୁବରାଜ ଆକ୍ରୋଶର ଶିକାର

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱର ୧୯୮ଟି ଦେ କରୋନାରେ କବଳିତ । ସେଥିମଧ୍ୟରୁ ପାକିସ୍ତାନ ବି ବାଦ୍ ଯାଇନାହିଁ । ବର୍ତ୍ତମାନ ପାକିସ୍ତାନରେ କରୋନା ମୃତ୍ୟୁସଂଖ୍ୟା ୨୪ରେ ପହଞ୍ଚିଲାଣି । କରୋନାକୁ ମୁକାବିଲା କରିବା ପାଇଁ ଦେବାଳିଆ ସ୍ଥିତିରେ ଥିବା ପାକିସ୍ତାନ ହାତ ଟେକି ଦେଇଛି । ଏଭଳି
Read More...

କରୋନା ରୋଗୀଙ୍କୁ ରୋବର୍ଟ ଦେବ ଔଷଧ, ଫଳ

ମୁମ୍ବାଇ: କରୋନା ରୋଗରେ ପୀଡ଼ିତ ରୋଗୀମାନଙ୍କୁ ଚିକିତ୍ସା କରିବା, ସେମାନଙ୍କୁ ଔଷଧ ଠିକ୍ ସମୟରେ ଦେବା, ଫଳ ଦେବା ଆଦି କାର୍ଯ୍ୟକୁ ଡାକ୍ତର, ଅନ୍ୟ ସାହାଯ୍ୟକାରୀ କର୍ମଚାରୀମାନେ କରୁଛନ୍ତି । କିନ୍ତୁ ସେମାନଙ୍କ ଭିତରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହେଉଛି ଯେ, କାଳେ କେତେବେଳେ
Read More...

କରୋନା ମୁକାବିଲା : ଆଦିବାସୀଙ୍କୁ କୁଇ ଓ ଓଡିଆ ଭାଷାରେ କରାଯାଉଛି ସଚେତନ, ଦେଖନ୍ତୁ ଭିଡିଓ

ବାଲିଗୁଡ଼ା: ଲକ୍ ଡାଉନ୍ କୁ ନେଇ ସାରା ବିଶ୍ବ ଚିନ୍ତିତ । ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଏପ୍ରିଲ୍ ୧୪ ତାରିଖ ଯାଏଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି । ଏଥିସହିତ ବିନା କାରଣରେ ଘରୁ ବାହାରକୁ ନବାହାରିବାପାଇଁ
Read More...

କଂଗ୍ରେସ ଭବନରେ ପାଳନ ହେଲା ଉତ୍କଳ ଦିବସ

ଭୁବନେଶ୍ୱର : ଆଜି କଂଗ୍ରେସ ଭବନରେ ନିରାଡ଼ମ୍ବର ସହକାରେ ପାଳନ ହେଲା ଉତ୍କଳ ଦିବସ।ଆଜି ଉତ୍କଳ ଦିବସ ଅବସରରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଅନ୍ୟ କିଛି ନେତୃବୃନ୍ଦଙ୍କ ସହ କଂଗ୍ରେସ ଭବନରେ ଥିବା ଦେଶର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ
Read More...