Yearly Archives

2020

କରୋନା ମୁକାବିଲା ପାଇଁ ‘ପିଏମ କେୟାରସ୍’ ଫଣ୍ଡକୁ ବିସିସିଆଇ ଦାନ କଲା ୫୧କୋଟି

ମୁମ୍ବାଇ : କରୋନା ଭାଇରସ୍ ପରିସ୍ଥିତିର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ‘ପିଏମ କେୟାରସ୍’ ଫଣ୍ଡର ସ୍ଥାପନା କରିଥିବା ବେଳେ ସଂଗ୍ରାମରେ ସମସ୍ତେ ସହଯୋଗର ହାତ ବଢାଇଛନ୍ତି। ଏଥିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୫୧ କୋଟି ଟଙ୍କା ସହଯୋଗ
Read More...

କରୋନା ସଂକ୍ରମଣ ରୋକିବାକୁ ଭାରତର ପ୍ରୟାସ

ନୂଆଦିଲ୍ଲୀ : କୋଭିଡ-୧୯ ବା କରୋନା ସଂକ୍ରମଣ ରୋକିବାକୁ ଭାରତର ପ୍ରୟାସ, ଆରମ୍ଭରୁ ସକ୍ରିୟ ଭାବେ ଚାଲୁରହିଛି । ଜାନୁଆରୀ ୩୦ରେ କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଏକ ସ୍ୱାସ୍ଥ୍ୟଗତ ଜରୁରୀ ଅବସ୍ଥା ଘୋଷଣା କରିବା ପୂର୍ବରୁ ଭାରତ ଏହି ରୋଗର ମୁକାବିଲା ପାଇଁ ଏକ
Read More...

ପ୍ରବାସୀ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହାୟତା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ : ଶାହ

ନୂଆଦିଲ୍ଲୀ : କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦେଶବ୍ୟାପୀ ଗ୍ରହଣ କରାଯାଇଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ
Read More...

କିଟ୍‍ ଓ କିସ୍‍ ପକ୍ଷରୁ ବୁଲା ପଶୁ ଓ ବସ୍ତିରେ ଖାଦ୍ୟ ବଣ୍ଟନ

ଭୁବନେଶ୍ୱର : କରୋନା ଯୋଗୁଁ ବିଭିନ୍ନ ହୋଟେଲ୍‍, ଜଳଖିଆ ଦୋକାନ ଓ ପର୍ଯ୍ୟଟନ ସ୍ଥଳ ଆଦି ବନ୍ଦ ହୋଇଯାଇଥିବା ଯୋଗୁଁ ଏଗୁଡ଼ିକ ଉପରେ ନିର୍ଭର କରି ବଞ୍ଚୁଥିବା ବୁଲା କୁକୁର, ଗୋରୁ, ମାଙ୍କଡ଼ମାନେ ଖାଦ୍ୟ ପାଇ ପାରୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ବୁଲା ପଶୁଙ୍କୁ ଖାଦ୍ୟ ଯୋଗାଇ ଦେବା ନିମନ୍ତେ
Read More...

କରୋନା ମୁକାବିଲାରେ ସାମିଲ ଥିବା ପୁଲିସ କର୍ମଚାରୀଙ୍କୁ ପାଣି ବୋତଲ ଓ ଫଳ ବାଣ୍ଟିଲେ ପାରାଳା ବିଧାୟକ

କରୋନା ଭାଇରସ କୋଭିଡ-୧୯’କୁ ନେଇ ପାରଳାଖେମୁଣ୍ଡି ସହର’ରେ ନିଜ ଜୀବନ’କୁ ବାଜି ଲଗାଇ ଦିନରାତି’କୁ ଏକ କରିଦେଇ ସହର ବାସୀଙ୍କୁ ସତର୍କତା ଓ ସଚେତନତା’ କରାଉଥିବା ଜାଗ୍ରତ ପୋଲିସ ବାହିନୀ’ଙ୍କ ପ୍ରତି ଅଶେଷ ସମ୍ମାନ ଜଣାଇ ପାରଳା ବିଧାୟକ ତଥା ଭାଜପା ଜିଲ୍ଲା ସଭାପତି ଶ୍ରୀ କେ:- ନାରାୟଣ
Read More...

କରୋନା ମୁକାବିଲା ପାଇଁ ପୁଣି ଏକ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ କ’ଣ

ଭୁବନେଶ୍ୱର : ସାରାରାଜ୍ୟରେ କରୋନା ଭାଇରସ ନେଇ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଲକ୍‌ ଡାଉନ ପାଇଁ ପ୍ରଭାବିତ ହେଉଥିବା ଗରିବମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା  କରିଛନ୍ତି । ରାଜ୍ୟର ପ୍ରତି ପଞ୍ଚାୟତରେ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯିବ ବୋଲି ଘୋଷଣା କରିଛନ୍ତି
Read More...

ଲକ୍ ଡାଉନ୍‌ ସତ୍ତ୍ୱେ ଥମୁନି ସଂକ୍ରମଣ : ୨୪ ଘଣ୍ଟାରେ ଦେଶରେ ୧୪୯ କରୋନା ପଜେଟିଭ

ନୂଆଦିଲ୍ଲୀ : କରୋନା ଭୂତାଣୁ ଲାଗି ସାରା ଦେଶ ଏବେ ଲକ୍ ଡାଉନ୍‌ରେ। ତଥାପି ଥମୁନି ସଂକ୍ରମଣ। ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ୧୪୯ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୧୮ରେ ପହଞ୍ଚିଛି। ସେହିଭଳି ଦେଶରେ ଶନିବାର ୨ଟି କରୋନା ମୃତ୍ୟୁ ହୋଇଥିବା ବେଳେ
Read More...

କରୋନା ଭାଇରସ ଭଳି ହେଲମେଟ୍‌ ପିନ୍ଧି ସଚେତନତା ସୃଷ୍ଟି କଲେ ପୋଲିସ

ଚେନ୍ନାଇ: କରୋନା ଭାଇରସ ସଂକ୍ରମଣ ସମୟରେ ଘରେ ରହିବା କେତେ ଜରୁରୀ ତାହା ଏପର୍ଯ୍ୟନ୍ତ ଅଧିକାଂଶ ଲୋକେ ବୁଝି ପାରି ନ ଥିବା କୁହାଯାଏ। ସବୁ ରାଜ୍ୟରେ ପୋଲିସ ବାହାରକୁ ବାହାରୁଥିବା ଲୋକଙ୍କୁ ଏ ସମ୍ପର୍କରେ ବୁଝାଉଥିବା ବେଳେ ଅନେକ ଲୋକ କିନ୍ତୁ ଏପର୍ଯ୍ୟନ୍ତ ଏହାକୁ ବୁଝି ପାରୁ ନ ଥିବା
Read More...

୧୧୨ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ତୃତୀୟ କରୋନା ଆକ୍ରାନ୍ତ : ବାଗଚୀ

ଭୁବନେଶ୍ୱର: ଭୁବନେଶ୍ୱର ତୃତୀୟ ‘କରୋନା’ ଆକ୍ରାନ୍ତ ୧୧୨ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେମାନଙ୍କ ଭିତରୁ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କ ପତ୍ତା ମିଳିନି। ତେବେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧଙ୍କ ଭିତରୁ ୧୧ ଜଣଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଇଛି। ଜଣଙ୍କର ନେଗେଟିଭ୍‌ ଆସିଥିବା ବେଳେ
Read More...