Yearly Archives

2020

ଆମ୍ବଝରୀ ସମିତି ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ

ବୌଦ୍ଧ/ବାଉଁଶୁଣି ,୧୪/୧୦- ବିଭିନ୍ନ ଦୁର୍ନୀତି ଓ ଅବହେଳାର ଅଭିଯୋଗ କରି ବୌଦ୍ଧ ବ୍ଲକ୍ ଆମ୍ବଝରୀ ସେବା ସମବାୟ ସମିତିର ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ସମିତିର ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିବା ଜଣାପଡିଛି l ସଦସ୍ୟ ମାନଙ୍କ ଅଭିଯୋଗ
Read More...

ଭାରସାମ୍ୟ ହରାଇ ଗଛରେ ପିଟିଲା ଗ୍ୟାସ୍ ବୋଝେଇ ଟ୍ରକ

ବୌଦ୍ଧ,୧୪/୧୦ - ଆଜି ଭୋର ପ୍ରାୟ 3 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ଥାନା ମାର୍ଦ୍ଦିଙ୍ଗ ନିକଟରେ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ହିନ୍ଦୁସ୍ତାନ ପେଟ୍ରୋଲିୟମର ଗ୍ୟାସ
Read More...

ଦୁର୍ଘଟଣାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୁରୁତର

ବୌଦ୍ଧ - ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ଥାନା ବାରିଙ୍ଗ ନିକଟରେ ଟ୍ରକ୍ ଓ କାର୍ ମଧ୍ୟରେ ମୁହଁlମୁହିଁ ଧକ୍କା ହେବାରୁ କାରରେ ବସିଥିବା ବଲାଙ୍ଗୀର ଜିଲ୍ଲା କଣ୍ଟାବlଞ୍ଜିର ସହକାରୀ ନିର୍ବାହୀ ଯନ୍ତ୍ରୀ ନରସିଂହ ସ୍ୱାଇଁ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା
Read More...

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ " ରକ୍ତ ଅଭାବରୁ ଜୀବନ ହାନି ନହେଉ" ସଂକଳ୍ପକୁ ସଫଳ କରିବା ଉଦ୍ଦେଶ୍ୟରେ ଆଜି ଲଗାଣ ପ୍ରବଳ ବର୍ଷା ସତ୍ବେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର -୭ ମହର୍ଷି ମହିଳା ମହାବିଦ୍ୟାଳୟ ପରିସରରେ ଯୁବ
Read More...

ଚେନ୍ନାଇ ଟିମ୍‌ରେ ବ୍ୟାପକ ପରିବର୍ତ୍ତନ ଆବଶ୍ୟକ

ନୂଆଦିଲ୍ଲୀ : ଚଳିତ ଆଇପିଏଲ୍ ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗିସ୍‌ର ପ୍ରଦର୍ଶନକୁ ନେଇ କେବଳ ଏହି ଦଳର ମ୍ୟାନେଜମେଣ୍ଟ ନୁହେଁ, ଅନ୍ୟ ଦଳଗୁଡ଼ିକର ମ୍ୟାନେଜମେଣ୍ଟ ଏବଂ ବହୁ ପୂର୍ବତନ କ୍ରିକେଟର ଆଶ୍ଚର୍ଯ୍ୟ ଓ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏଥର ଏହି ଫ୍ରାଞ୍ଚାଇଜ୍ ଶୋଚନୀୟ ବିପର୍ଯ୍ୟୟର
Read More...

ଲାଗୁହେବ ନୂଆ ନିୟମ : ସୁଯୋଗ ପାଇବେ ଖେଳିନଥିବା କ୍ରିକେଟର

ଦୁବାଇ,:ଆଇପିଏଲ୍ ପାଇଁ ବିସିସିଆଇ ପ୍ରସ୍ତୁତ କରିଥିବା ନୂଆ ନିୟମକୁ ପୂର୍ବଥର ଭଳି ଏଥର ମଧ୍ୟ ଲାଗୁ କରାଯିବ । ଏହି ନିୟମକୁ ମିଡ୍ ସିଜିନ୍ ଟ୍ରାନ୍ସଫର ୱିଣ୍ଡୋ କୁହାଯାଉଛି । ଅର୍ଥାତ୍ ଆଇପିଏଲ୍‌ର ନିର୍ଦ୍ଦିଷ୍ଟ ସଂଖ୍ୟକ ମ୍ୟାଚ୍ ଶେଷ ହେବା ପର୍ଯ୍ୟନ୍ତ ଯଦି କୌଣସି ଖେଳାଳି ଖେଳିବାର ସୁଯୋଗ
Read More...

ସହରାଞ୍ଚଳର ବିକାଶ ପାଇଁ ୮୮୫କୋଟି : ଅଟଳ ମିଶନ ଅମୃତ ଯୋଜନା କାର୍ଯ୍ୟକାରିତାକୁ ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଅମୃତ ଯୋଜନା ମାଧ୍ୟମରେ ଓଡିଶାର ସହରାଞ୍ଚଳ ବିକାଶ ପାଇଁ କେନ୍ଦ୍ର ସରକାର ୫ ବର୍ଷ (୨୦୧୫-୨୦)ରେ ୮୮୫.୫୮ କୋଟି ଟଙ୍କା ଦେଇଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଜଣାଇଛନ୍ତି ।ଅଟଳ ମିଶନ ‘ଅମୃତ’ ଯୋଜନା ମାଧ୍ୟମରେ ଓଡିଶାର ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର,
Read More...

ସୁଜଳ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ଓ ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ ସୁଜଳ ଲୋକାର୍ପିତ କରିଛନ୍ତି । ଏହି ମିଶନ କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ । ଏହାଦ୍ୱାରା ଲୋକମାନେ ଉନ୍ନତ ଦେଶର ଲୋକମାନଙ୍କ ପରି ସିଧାସଳଖ ଟ୍ୟାପ୍‌ରୁ ପାଣି
Read More...

ଗଞ୍ଜେଇ ଚାଷ ଠାବ କରୁଛି ଇସ୍ରୋ

ଭୁବନେଶ୍ୱର: ଓଡିଶାର ଗଞ୍ଜେଇ ସବୁଠୁ ଭଲ । ଏକଥା ବଲିଉଡର ଅଭିନେତ୍ରୀ ରୀୟା ଚକ୍ରବର୍ତ୍ତୀ କହିଥିଲେ । ସୁଶାନ୍ତ ସିଂ ରାଜପୁତ ମାମଲାରେ ଖୋଲତାଡ କରୁକରୁ ଏନ୍‌ସିବି ରୀୟାଙ୍କୁ ନିଶା କାରବାର ବେପାରରେ ଗିରଫ କରିବା ପରେ ରାଜ୍ୟ ପୁଲିସ ଓଡିଶାରେ କେଉଁଠାରେ କିପରି ଗଞ୍ଜେଇ ଚାଷ ହେଉଛି ସେ
Read More...

ଗଜପତିରେ ପୁଣି ୬ ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୩/୧୦- ଗଜପତିରେ ପୁଣି ୬ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌର ପରିଷଦରୁ ୫ ଜଣ, ମୋହନା ବ୍ଳକରୁ ଜଣେ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କେତେ ଜଣଙ୍କୁ ହୋମଆସୋଲେସନ କୋଭିଡ ହସ୍ପିଟାଲ/କୋଭିଡ କେୟାର
Read More...