Monthly Archives

April 2021

ସୁପ୍ରିମକୋର୍ଟର ବିଚାରପତିଙ୍କ ପରଲୋକ

ନୂଆଦିଲ୍ଲୀ : ଶନିବାର ଦିନ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ମୋହନ ଏମ ଶାନ୍ତନାଗୌଡାରଙ୍କ ପରଲୋକ ହୋଇଯାଇଛି । ହରିୟାଣାର ଗୁରୁଗ୍ରାମର ମେଡାଣ୍ଟା ହସ୍ପିଟାଲରେ ୬୨ ବର୍ଷିୟ ଶାନ୍ତନାଗୌଡାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଫୁସ୍‌ଫୁସ ରୋଗରେ ପୀଡିତ ଥିଲେ ଏବଂ ନିମୋନିଆରେ ସଂକ୍ରମିତ
Read More...

ଲଙ୍କା ମିନାର : ଯେଉଁଠିକୁ ଭାଇଭଉଣୀ ଏକାଠି ଯାଇପାରିବେନି, ଜାଣନ୍ତୁ ଏହାର କାରଣ

ଉତ୍ତରପ୍ରଦେଶର ଜାଲାଉନ୍ ଜିଲ୍ଲାର କଲପି ନାମକ ଏକ ସ୍ଥାନ ଅଛି ଯେଉଁଠାରେ ଲଙ୍କା ମିନାର ନାମକ ଏକ ଟାୱାର ଅଛି ଯାହା ମଥୁରା ପ୍ରସାଦ ଦ୍ୱାରା ନିର୍ମିତ ହୋଇଥିଲା । ପ୍ରାୟ ୨୧୦ ଫୁଟ ଉଚ୍ଚରେ ଥିବା ଏହି ଟାୱାରକୁ ଯାଇ ଆପଣ ଦେଖିପାରିବେ ଯେ ରାବଣ ଏବଂ ତାଙ୍କ ପରିବାରର ପ୍ରତିମୂର୍ତ୍ତି ସ୍ଥାପିତ
Read More...

କୋଭିଡରେ ଶିକ୍ଷକ ପ୍ରମୋଦ କୁମାର ଧରୁଆଙ୍କ ପରଲୋକ

ଖପ୍ରାଖୋଲ,୨୫/୪- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଧରୁଆଙ୍କ ସ୍ୱାମୀ ଶିକ୍ଷକ ପ୍ରମୋଦ କୁମାର ଧରୁଆଙ୍କ ଗତକାଲି ଭୁବନେଶ୍ୱରସ୍ଥିତ ଏମସ ହସ୍ପିଟାଲରେ କରୋନରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ସ୍ୱର୍ଗତ ଧରୁଆଙ୍କ ଦେହ
Read More...

ଗଜପତିରେ ପୁଣି 96 ଜଣ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ  ଆଜି ପୁଣି 96 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ 64 ଜଣ, ଗୋଶାଣି ବ୍ଳକରେ 9 ଜଣ,ଗୁମ୍ମା ବ୍ଳକରୁ ଜଣେ କାଶୀ ନଗର ବ୍ଳକରୁ 4 ଜଣ,ମୋହନା ବ୍ଳକରୁ 9 ଜଣ,ନୂଆଗଡ଼
Read More...

ପାରଳାରେ ସଟଡାଉନ କଡ଼ାକଡ଼ି

ପାରଳାଖେମୁଣ୍ଡି ; ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସଟଡାଉନ ହୋଇଛି। ଶନିବାର ଓ ରବିବାର ଏହି ସଟଡାଉନ ରହିବ ଆଜି ପୋଲିସ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଛକ ଜାଗାରେ ପୋଲିସ ମୃତୟନ ହୋଇଛି ଓ ଯାଞ୍ଚ କଡ଼ାକଡ଼ି କରା ଯାଇଛି।କାରଣ ନଥାଇ ବାହାରେ ବୁଲାବୁଲି ନ କରିବା ଓ
Read More...

କୁମ୍ଭମେଳା ଫେରନ୍ତା ଶିକ୍ଷକଙ୍କ କରୋନା ରିପୋର୍ଟ ଆସିବା ପୂର୍ବରୁ ମୃତ୍ୟୁ

ବୌଦ୍ଧ,୨୫/୪- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ଧଳପୁର ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁନୀଲ ଦାଶ (୪୧)ଙ୍କ ଗତକାଲି ବିଳମ୍ବିତ ରାତିରେ ଧଳପୁର ଠାରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସ୍ୱର୍ଗତ ଦାଶ କୁମ୍ଭମେଳାକୁ ଯାଇଥିଲେ । ସେ ରେଳପଥରେ ସେଠାରୁ
Read More...

ଜାଣନ୍ତୁ, ହନୁମାନଙ୍କ ପୂଜାରେ କାହିଁକି ଶାନ୍ତି ହୁଅନ୍ତି ଶନିଦେବ

ଭଗବାନ ହନୁମାନଙ୍କୁ ଶିବଙ୍କ ଅବତାର ବୋଲି ବିବେଚନା କରାଯାଏ । ଏଥିସହିତ ଏହା ମଧ୍ୟ କୁହାଯାଇଛି ଯେ ହନୁମାନ ଜୀଙ୍କ ପୂଜାରେ ଶାନିଦେବ ଶାନ୍ତ ହୁଅନ୍ତି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ ଯେତେବେଳେ ହନୁମାନ ଜୀ ଶିବଙ୍କର ଅବତାର, ସେତେବେଳେ ହନୁମାନ ଜୀଙ୍କ ପୂଜା କରିବା ପରେ ଶନି ଦେବ
Read More...

ବହି ପଢିବାର ଫଟୋ ସେୟାର କଲେ ମୁନି ରୟ, ଲେଖିଲେ ଏହି ଖାସ୍ କ୍ୟାପ୍‌ସନ

ନୂଆଦିଲ୍ଲୀ : ଅଭିନେତ୍ରୀ ମୁନି ରୟ ତାଙ୍କର ହଟ ଏବଂ ବୋଲ୍ଡ ଲୁକ୍ ଯୋଗୁଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହୁନ୍ତି । ତାଙ୍କର ଫଟୋଗୁଡିକ ପ୍ରାୟତଃ ଇଣ୍ଟରନେଟରେ ଭାଇରାଲ ହୁଏ । ସେ ବର୍ତ୍ତମାନ ତାଙ୍କ ଫଟୋକୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ସେ ପୁସ୍ତକ
Read More...

ଦିଲ୍ଲୀ ଆଉ ସପ୍ତାହେ ବଢିଲା ଲକଡାଉନ ଅବଧି

ନୂଆଦିଲ୍ଲୀ : ଦିଲ୍ଲୀରେ ଲକଡାଉନକୁ ଆଉ ଏକ ସପ୍ତାହ ବଢାଇଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି ଯେ, ଦିଲ୍ଲୀରେ ଯେଉଁପରି ଭାବରେ କରୋନା ସଂକ୍ରମଣ ଦ୍ରୁତିଗତିରେ ବଢୁଛି ଏହି ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ ରହିଥିଲା । ତେଣୁ ଲକଡାଉନକୁ ଆଉ ଏକ ସପ୍ତାହ ତଥା
Read More...

ନିଆଁରେ ପୋଡ଼ିଯାଇ ନାବାଳକର ଶୋଚନୀୟ ମୃତ୍ୟୁ

ସୁବର୍ଣ୍ଣପୁର,୨୫/୪- ସୁବର୍ଣ୍ଣପୁର ଜିଲ୍ଲା ବିନିକାବ୍ଲକ ଶଙ୍କରା ଗାଁରେ ଆଜି ଭୋର ସକାଳୁ ଏକ ଅଗ୍ନିକାଣ୍ଡ ଘଟି ଜଣେ ନାବାଳକର ଶୋଚନୀୟ ମୃତ୍ୟୁ ହୋଇଛି । ଚା' ତିଆରି କରୁଥିବାବେଳେ ଅଚାନକ ଗ୍ୟାସ୍‌ଲିକ୍‌ ହୋଇଯିବାରୁ ଘର ପୋଡ଼ିଯିବା ସହ ଜଣେ ୧୦ବର୍ଷ ନାବାଳକ ବାବୁଶାନ୍‌ ଗୁଡୁରିଆ ଗ୍ୟାସରେ
Read More...