Monthly Archives

April 2021

ଦେଶରେ ମୃତ୍ୟୁ ସଂଖ୍ୟା ୨ଲକ୍ଷ ପାର, ଦିନକରେ ରେକର୍ଡ ୩.୬୨ ଲକ୍ଷ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ମଙ୍ଗଳବାର ଦିନ ୨ ଲକ୍ଷ ଅତିକ୍ରମ କରିଛି । ଏହା ସହିତ ଭାରତ ବିଶ୍ୱର ଚତୁର୍ଥ ଦେଶ ହୋଇପାରିଛି, ଯେଉଁଠାରେ ଏହି ମହାମାରୀ ଯୋଗୁଁ ୨ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହି ମହାମାରୀ ଯୋଗୁଁ ଏପର୍ଯ୍ୟନ୍ତ ୨…
Read More...

ବୌଦ୍ଧ:୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମଣ ଉଦବେଗଜନକ

ବୌଦ୍ଧ,୨୮/୪- ଆଜି ବୌଦ୍ଧଜିଲ୍ଲାରେ ନୂତନ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ବୌଦ୍ଧ ଏନ.ଏ.ସି. ଅଂଚଳ ମଧ୍ୟରୁ ୨୬ ଜଣ, ବୌଦ୍ଧବ୍ଲକ୍‌ ମଧ୍ୟରୁ ୯ ଜଣ, ହରଭଙ୍ଗା ବ୍ଲକ ମଧ୍ୟରୁ ୧୩ ଜଣ ଓ କଣ୍ଟାମାଳ ବ୍ଲକ ଅଂଚଳ…
Read More...

ରେକର୍ଡ ଭାଙ୍ଗିଲା କରୋନା : ଦିନକରେ ୮୩୮୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର ୨୮ ।୦୪ : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୩୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍…
Read More...

କଣ୍ଟାମାଳ,ହରଭଙ୍ଗା ଓ ଏନ.ଏ.ସି.ର କିଛି ଅଞ୍ଚଳ ହେଲା କଣ୍ଟେନମେଣ୍ଟ ଜୋନ

ବୌଦ୍ଧ,୨୭/୪ - ବହୁ ସଂଖ୍ୟାରେ କରୋନା ପଜିଟିଭ ମାମଲା ଆସିବା ପରେ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କଣ୍ଟାମାଳ ଓ ହରଭଙ୍ଗା ବ୍ଲକର କିଛି ସ୍ଥାନ ସମେତ ବୌଦ୍ଧ ଏନଏସିର ବିଭିନ୍ନ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି | ବୌଦ୍ଧ ଜିଲ୍ଲା ବଢିଗାଁ ଗ୍ରାମ ସମେତ…
Read More...

ବ୍ଳକ କନ୍‌ଫରେନ୍ସ ହଲରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

ଦାରିଙ୍ଗବାଡି,୨୭/୪: କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ କନଫରେନ୍ସ ହଲରେ ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନୂତନ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଳକ ଅଧକ୍ଷା ରୁଦା ମଲିକ ମୁଖ୍ୟଅତିଥି ଭାବେ…
Read More...

ସାପ୍ତାହିକ ହାଟରେ କରୋନା କଟକଣାକୁ ମାନୁନାହାନ୍ତି ଜନସାଧାରଣ

ଜହ୍ନାପଙ୍କ,୨୭/୪:ବର୍ତ୍ତମାନ ଦେଶ ଓ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ବେଗରେ ବଢ଼ିଚାଲିଥିବା ବେଳେ ରାଜ୍ୟ ସରକାର ଏଥିପାଇଁ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ରାତ୍ରି କର୍ଫ୍ୟୁ ସହିତ ଦୋକାନ ବଜାରରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧୁନଥିବା ବ୍ୟକ୍ତିଙ୍କୁ ଜୋରିମାନା ପୋଲିସ ମାଧ୍ୟମରେ…
Read More...

ବିଦ୍ୟୁତ୍ କଟା ଯାଇଥିବାରୁ ବlଉଁଶୁଣି ଉପ ଡାକଘର ଅଚଳ

ବୌଦ୍ଧ/ବାଉଁଶୁଣୀ,୨୭/୪- ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଠାରେ ଥିବା ଉପ ଡାକଘରର ବିଦ୍ୟୁତ୍ ସଂଯୋଗ ଗତକାଲି ଠାରୁ ଗ୍ରାମ ପଞ୍ଚାୟତ ଛିନ୍ନ କରି ଦେଇଥିବା ହେତୁ ଦୈନନ୍ଦିନ କାର୍ଯ୍ୟ ଠପ ହୋଇ ଯାଇଛି | ବାଉଁଶୁଣୀ ଡାକଘର ଜିଲ୍ଲାର ଏକ ଗୁରୁତ୍ୱପୁର୍ଣ୍ଣ ଉପ ଡାକଘର l ବୌଦ୍ଧ ବ୍ଲକର 19 ଗୋଟି ଶାଖା…
Read More...

ପାଣି ପାଇଁ ଡ଼ହକ ବିକଳ ୨ଟି ଗାଁର ଗ୍ରାମବାସୀ

ଦାରିଙ୍ଗବାଡ଼ି,୨୭/୪: ଦାରିଙ୍ଗବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହାଟପଦା ସାହି ଓ ରୁକାନବାଡ଼ି ସାହି ବ୍ଲକ ହେଡ଼କ୍ୱାଟର ଠାରୁ ମାତ୍ର ଅଧା କିଲୋମିଟର ବାଟ ହୋଇଥିବା ବେଳେ ଗ୍ରାମବାସୀ କିନ୍ତୁ ପାନୀୟ ଜଳ ସମସ୍ୟାରେ ଛଟପଟ ହେଉଛନ୍ତି । ହାଟପଦା ସାହିରେ ୩୦ ପରିବାର ରହୁଥିବା ବେଳେ ରୁକାନବାଡ଼ି…
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧କୋଟି ଟଙ୍କା ପ୍ରଦାନ କଲା ଏମ୍‌ଜିଏମ୍‌, ପଙ୍କଜ ମହାନ୍ତିଙ୍କଠାରୁ ଚେକ୍ ଗ୍ରହଣ…

ଭୁବନେଶ୍ୱର: ରାଜ୍ୟରେ କୋଭିଡ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଏମ୍‌ଜିଏମ୍ ମେନେରାଲ୍‌ସ ଲିଃ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧କୋଟି ଟଙ୍କା ଦାନ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ କଂପାନୀର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ…
Read More...

ଆପ୍‌ ଗଜପତି ତରଫରୁ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୦ ତମ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି,୨୭/୪- ପାରଳାଖେମୁଣ୍ଡି ସ୍ଥିତ ଓମ୍‌ ଶାନ୍ତି କଲୋନୀ ଠାରେ ଆପ୍‌ ଗଜପତି ତରଫରୁ ନବ ଉତ୍କଳ ନିର୍ମାତା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍‌ବରେ…
Read More...