Monthly Archives

July 2021

ଶୃଙ୍ଖଳିତ ଭାବେ ବିନା ଭକ୍ତରେ ଶେଷ ହୋଇଛି ମହାପ୍ରଭୁଙ୍କର ନିଳାଦ୍ରିବିଜେ ନୀତି

ପୁରୀ,୨୩/୭- ନବଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡି ଯାଇଛନ୍ତି ନିଳାଦ୍ରୀ ନାଥ । ନିର୍ଦ୍ଧାରିତ ସମୟରେ ପହଣ୍ଡି ଆରମ୍ଭ କରାଯାଇଥିବା ବେଳେ,ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବା ପରେ ରତ୍ନବେଦୀରେ ବିରାଜ ମାନ କରିଛନ୍ତି ମହାବାହୁ । ଘୋଷଯାତ୍ରାର ଏହି
Read More...

ମା ବ୍ୟାଘ୍ରଦେବୀଙ୍କ ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା

ଦଶପଲ୍ଲା,୨୩/୭ - ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ତେଣ୍ଡାବାଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁଣ୍ଠାପାଜୁ ଗ୍ରାମ ନିକଟ ରେ ମା” ବ୍ୟାଘ୍ର ଦେବୀ ଠାକୁରାଣୀ ଙ୍କ ମନ୍ଦିର ରହିଛି । ମା” ଙ୍କର ମହିମା ଏହି ଅଞ୍ଚଳ ରେ ବେଶ୍‌ ପ୍ରସିଦ୍ଧ । ପ୍ରତ୍ୟେକ ବର୍ଷ ଏହି ପୀଠରେ ଅଞ୍ଚଳବାସୀଙ୍କ ଉଦ୍ୟମରେ ବହୁ
Read More...

ପାତାଳି ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ରତ୍ନବେଦୀକୁ ବିଜେ

ସୁବର୍ଣ୍ଣପୁର ୨୩/୭- ସୁବର୍ଣ୍ଣ ପୁର ଜିଲ୍ଲା କୋଟସମଲାଇସ୍ଥିତ ପାତାଳି ଶ୍ରୀ କ୍ଷେତ୍ରରେ ନବଦିନାତ୍ମକ ଯାତ୍ରା ସାରି ଶ୍ରୀଜୀଉମାନଙ୍କ ମନ୍ଦିର ବିଜେ ସମାପନ ହୋଇଛି । ପ୍ରଥମେ ରଥ ଅବତରଣ ପରେ ଛଳିଆ କନ୍ଦର ଶ୍ରୀ ମନ୍ଦିର ଅଭିମୁଖେ ଗୋଟି ପହଣ୍ଡିରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।
Read More...

କୋଇଣ୍ଡାପାଲିର ବିସ୍ଥାପିତଙ୍କୁ ଘରଡିହ ପଟ୍ଟା ବଣ୍ଟନ

ବଲାଙ୍ଗୀର, ୨୩/୭- ଲୋୟର ଜଳସେଚନ ପ୍ରକଳ୍ପ ପାଇଁ ବିସ୍ଥାପିତ କୋଇଣ୍ଡାପାଲିର ୩୪ଜଣଙ୍କୁ ଘରଡିହ ପଟ୍ଟା ବଣ୍ଟନ କରାଯାଇଛି । ଲୋୟର ଜଳସେଚନ ପ୍ରକଳ୍ପ ମୁଖ୍ୟଯନ୍ତୀଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟାକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା ଯୋଗାଦାନ କରି ବିସ୍ଥାପିତଙ୍କୁ
Read More...

ଶୁଆକାଠି ସ୍ଥିତ ଓଏମସି ଖଣିରେ ସରକାରଙ୍କ ନିୟମ କୁ ଉଲଂଘନ କରି ଲୁହାପଥର ପରିବହନ

କେନ୍ଦୁଝର,୨୩/୭ - ଜିଲ୍ଲାରେ ଖଣି ଚୋରି କିଛି ନୁଆ କଥା ନୁହେଁ, ପୂର୍ବରୁ ଜିଲାରେ ହଜାର ହଜାର କୋଟି ଟଙ୍କାର ଖଣି ଚୋରି ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସାହା କମିଶନ ଏହାର ତଦନ୍ତ କରି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ । ସୁପ୍ରିମକୋର୍ଟ ମଧ୍ୟ ଖଣି ଚୋରି ହୋଇଥିବା ଅନୁଭବ
Read More...

ଜାମ୍ବୁନାଳ ଉପରେ ୨ ଫୁଟ ପାଣି, କମିରା ୬ ଘଣ୍ଟା ବାହ୍ୟ ଜଗତରୁ ବିଚ୍ଛିନ୍ନ

ଜହ୍ନାପଙ୍କ,୨୩/୭- ଆଜି ସକାଳେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବୌଦ୍ଧବ୍ଲକ ଅନ୍ତର୍ଗତ ଜାତୀୟ ରାଜପଥ ଜହ୍ନାପଙ୍କଠାରୁ କମିରା ରାସ୍ତାର ଦାମୋଦରପୁର ନିକଟସ୍ଥ ଜାମ୍ବୁପୋଲ ଉପରେ ପ୍ରାୟ ୨ ଫୁଟ ଉଚ୍ଚତାରେ ଜଳ ପ୍ରବାହିତ ହେଉଥିଲା । ଫଳରେ କମିରା ଗ୍ରାମବାସୀ ୬ ଘଣ୍ଟାରୁ ଉର୍ଦ୍ଧ୍ୱ ବାହ୍ୟଜଗତରୁ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଞ୍ଚଳିକ ବୈଷମ୍ୟର ପ୍ରତିବାଦରେ କୋସଲ ସ୍ୱାଭିମାନ ପଦଯାତ୍ରା ଭବାନୀପାଟଣାରୁ ଆରମ୍ଭ

ଭବାନୀପାଟଣା,୨୩/୭- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଶଳାଞ୍ଚଳକୁ ଉପେକ୍ଷା କରାଯାଇଥିବା ପ୍ରତିବାଦରେ ଆଜି କଳାହାଣ୍ଡି ମାଁ ମାଣିକେଶ୍ୱରୀ ପୀଠରୁ ଆରମ୍ଭ ହେଲା କୋସଲ ସ୍ୱାଭିମାନ ପଦଯାତ୍ରା । ବିଭିନ୍ନ ସ୍ଥାନରେ ଏହି ଯୁବ ସମନ୍ୱୟ ସମିତିର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।
Read More...

ପଲସାଗୋରା ଟ୍ରାକ୍ଟର ମାଲିକ ସଂଘ ବୈଠକ, ନୂତନ କର୍ମକର୍ତ୍ତା ଚୟନ: ଶିତିକଣ୍ଠ ସଭାପତି ଓ ଜୀତେନ୍ଦ୍ରୀୟ ସଂପାଦକ ଘୋଷିତ

କଣ୍ଟାମାଳ,୨୩/୭- ବୌଦ୍ଧଜିଲ୍ଲା ପଲସାଗୋରାଠାରେ ପଲସାଗୋରା ଓ ଏହାରି ଆଖପାଖ ଅଞ୍ଚଳରେ ଥିବା ଟ୍ରାକ୍ଟର ମାଲିକମାନଙ୍କୁ ନେଇ ଏକ ବୈଠକ ସ୍ଥାନୀୟ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁଶୀଲ କୁମାର ପ୍ରହରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଟ୍ରାକ୍ଟର ମାଲିକମାନେ ସେମାନଙ୍କ
Read More...

ଓଜେୟୁ ବୌଦ୍ଧଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ଚୟନ: ପୂର୍ଣ୍ଣଚନ୍ଦ୍ର ସାହୁ ସଭାପତି, ଭାଗବତ ମେହେର ସଂପାଦକ

ବୌଦ୍ଧ,୨୩/୭ - ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିୟନ ଓଜେୟୁ ବୌଦ୍ଧଜିଲ୍ଲା ଶାଖାର ଏକ ସାଧାରଣ ବୈଠକ ବୌଦ୍ଧଠାରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧଜିଲ୍ଲା ସଭାପତି ସୁକାନ୍ତ ପଟ୍ଟନାୟକଙ୍କ ଇସ୍ତଫାପରେ ସାଙ୍ଗଠାନିକ କର୍ମକର୍ତ୍ତା ପୁନଃ ଚୟନ କରାଯାଇଛି । ସୁକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ
Read More...

ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ : ଶିକ୍ଷକ ସଂଘର ଦୃଢ଼ ନିନ୍ଦା

ବଲାଙ୍ଗୀର : ବଲାଙ୍ଗୀର ଜିଲା ପୁଇନ୍ତଲା ବ୍ଲକ ଅନ୍ତର୍ଗତ ଅଏଲାସାରି ଗ୍ରାମର ଶିକ୍ଷକ ଉକାଲୁ ସା ବଲାଙ୍ଗୀରରୁ ନିଜ ଗାଁକୁ ଫେରୁଥିବା ବେଳେ କେତେ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିଲେ ଏବଂ ଲୁହା ଛଡରେ ତାଙ୍କୁ ମାଡ଼ମାରି ତାଙ୍କଠାରୁ ଟଙ୍କାପଇସା ଲୁଟି ନେଇ ତାଙ୍କର ହାତ ,ଗୋଡ଼ ଭାଙ୍ଗି ଦେଇଛନ୍ତି
Read More...