Monthly Archives

July 2021

ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ

ବ୍ରହ୍ମପୁର,୧୨/୭: ସ୍ଥାନୀୟ ସାନ ବଜାର ଛକ ସନ୍ନିକଟ ଜଂଘମବାରି ସାହି ଠାରେ କୋଭିଡ୍‌ ନିୟମ ଅନୂପାଳନ ସହ ପଞ୍ଚମୁଖୀ ହନୁମାନ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ବୈଦିକ ରୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଧର୍ମପ୍ରାଣା ବ୍ୟକ୍ତିତ୍ୱ ତାରା ପ୍ରସାଦ ସ୍ୱାଇଁ ଏବଂ
Read More...

ମୂଷା ପଞ୍ଜୁରୀରେ ନାଗସାପ, ଅଧଘଣ୍ଟା ଲଢେଇ ପରେ ସାପ ଦଂଶନରେ ମୂଷାର ମୃତ୍ୟୁ

ଖୋର୍ଦ୍ଧା୧୨/୦୭: ଖୋର୍ଦ୍ଧା ପୈାରପରିଷଦ ଅନ୍ତର୍ଗତ ଚଣ୍ଡିଚୁଆ ନିକଟସ୍ଥ ସ୍ୱସ୍ତିକ ସୁମନ ପଟ୍ଟନାୟକଙ୍କ ଘରେ ଥିବା ପୋଷା ଧଳା ମୂଷା ପଞ୍ଜୁରୀରେ ଏକ ନାଗସାପ ପଶିଯାଇଥିଲା । ନାଗକୁ ଦେଖି ମୂଷାଟି ଅସ୍ତବ୍ୟସ୍ତ ହୋଇ ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିଲା । ପ୍ରାୟ ଦୀର୍ଘ ଅଧଘଣ୍ଟା ଧରି ଶ୍ରୀ
Read More...

ପାତାଳି ଶ୍ରୀକ୍ଷେତ୍ର ଠାରେ ରଥଯାତ୍ରା ସଂପର୍ଣ୍ଣ

ସୁବର୍ଣ୍ଣପୁର ୧୨/୭- ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଭିଡ୍‌ କଟକଣା ମଧ୍ୟରେ ତ୍ରିକୂଟ ପର୍ବତର ଛଳିଆ ଶିଖର ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାଦଦେଶକୁ ଧାଡିପହଣ୍ଡିରେ ଅଣାଯାଇ
Read More...

ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

ନୂଆପଡା : ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା । ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ । ନୂଆପଡା ଜିଲ୍ଲା କୋମନା ଥାନା ଜଡାମୁଣ୍ଡା ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା ।ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା କୋମନା ଥାନା ଜଡାମୁଣ୍ଡା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
Read More...

କରୋନା କଟକଣା ଯୋଗୁଁ ଚଳିତବର୍ଷ ମଧ୍ୟ ରହିଲା ଉଲ୍ଲାସ ବିହୀନ ରଥଯାତ୍ରା

କଣ୍ଟାବାଞ୍ଜି,୧୨/୭- କରୋନା କଟକଣା ଯୋଗୁଁ ଚଳିତବର୍ଷ ମଧ୍ୟ ରଥଯାତ୍ରା ଉଲ୍ଲାସ ବିହୀନ ରହିଛି । ବିନା ଭକ୍ତ ଓ ରଥରେ ପାଳନ ସେବାୟତ ଓ ବ୍ରାହ୍ମଣ ସମାଜର କର୍ମକର୍ତ୍ତାଙ୍କୁ ନେଇ ମନ୍ଦିର ପରିସରରେ ହିଁ ପାଳନ କରାଯାଇଛି । ସକାଳ ସମୟ ରେ ମନ୍ଦିର ପୂଜାରୀଙ୍କ ଦ୍ୱାରା ଶ୍ରୀଜିଉମାନଙ୍କ
Read More...

୫୩ ବର୍ଷ ପରେ ଇଟାଲି ଜିତିଲା ୟୁରୋ କପ, ଇଂଲଣ୍ଡକୁ ଶୁଟ ଆଉଟ୍‌ରେ ହରାଇଲା

ନୂଆଦିଲ୍ଲୀ:  ୟୁରୋ କପ୍ ୨୦୨୦ର ଫାଇନାଲ ମୁକାବିଲାରେ ଇଟାଲି ଇଂଲଣ୍ଡକୁ ପେନାଲ୍ଟି ଶୁଟଆଉଟ୍‌ରେ ୩-୨ରେ ହରାଇ ଟାଇଟଲ ହାସଲ କରିଛି । ଇଟାଲି ଟିମ୍ ଦ୍ୱିତୀୟ ଥର ପାଇଁ ୟୁରୋ କପ ବିଜୟୀ ହୋଇଛି । ଘରୋଇ ଦର୍ଶକଙ୍କସାମ୍ନାରେ ଖେଳୁଥିବା ଇଂଲଣ୍ଡ ୫୫ ବର୍ଷ ପରେ ପାଇଥିବା ସୁଯୋଗକୁ ହାତଛଡା କରିଛି ।
Read More...

ଆଉ ରାଜନୀତି କରିବେନି ଏହି ସୁପରଷ୍ଟାର

ନୂଆଦିଲ୍ଲୀ : ରାଜନୀତିକୁ ଗୁଡବାୟ କହିଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ରଜନୀକାନ୍ତ ରଜନୀ ମକ୍କଲ ମନ୍ଦ୍ରମଙ୍କ ଅଫିସ୍ କର୍ମକର୍ତ୍ତାଙ୍କ ସହ କଥାବାର୍ତ୍ତା କରିଛନ୍ତି । ଏହା ପରେ ସେ ଆଉ କେବେ ବି ରାଜନୀତିରେ ଫେରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି । ରଜନୀକାନ୍ତ ତାଙ୍କ ପାର୍ଟି ‘ରଜନୀ
Read More...

ବିଜେଡିର ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର : ପବିତ୍ର ଘୋଷଯାତ୍ରା ଅବସରରେ ବିଜେଡିର ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ । ଅତ୍ୟାଧୁନିକ ବ୍ୟବସ୍ଥାରେ ନିର୍ମାଣ ହେବାକୁ ଥିବା ବିଜେଡି କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୂମି ପୂଜନ ପରେ
Read More...

ବୌଦ୍ଧରେ ନୂତନ ଏସ୍‌ପି ଜ୍ଞାନରଞ୍ଜନ ମହାନ୍ତିଙ୍କ କାର୍ଯ୍ୟରେ ଯୋଗଦାନ

ବୌଦ୍ଧ,୧୨/୭: ଆଜି ବୌଦ୍ଧରେ ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ଜ୍ଞାନରଞ୍ଜନ ମହାନ୍ତି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଗତ ଜୁନ୍‌ ୩୦ ତାରିଖରେ ଭି. ରଘୁନାଥ ରାଓଙ୍କ ଅବସର ଗ୍ରହଣ କରିବାପରେ କନ୍ଧମାଳ ଏସ୍‌ପି ଭୀନିତ ଅଗ୍ରୱାଲ ଦାୟିତ୍ୱରେ ରହିଥିଲେ । ବୌଦ୍ଧଜିଲ୍ଲାରେ ନୂତନ ଏସ୍‌ପି ଶ୍ରୀ
Read More...

ବାଲିଗୁଡ଼ାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡ଼ା: ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୁଲ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସଭାଗୃହ ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ଅଞ୍ଚଳର ଯୁବ ଗୋଷ୍ଠୀ ସ୍ୱେଚ୍ଛାକୃତ
Read More...