Monthly Archives

September 2021

ଅଦ୍ଭୁତ ଭକ୍ତ, ୬ ଲକ୍ଷ ଟଙ୍କାରେ କିଣିଲେ ନଡ଼ିଆ

ଲୋକଙ୍କ ଭକ୍ତି ଓ ବିଶ୍ୱାସକୁ ମାପିବା ଅସମ୍ଭବ । ଏହି କ୍ରମରେ କର୍ଣ୍ଣାଟକର ଜଣେ ବ୍ୟକ୍ତି ଏକ ଭାଗ୍ୟଶାଳୀ ନଡ଼ିଆ ପାଇଛନ୍ତି । ବାଗଲକୋଟ ଜିଲ୍ଲାର ଜାମଖଣ୍ଡି ସ୍ଥିତ ଚିକ୍କଲକି ଗ୍ରାମରେ ଅବସ୍ଥିତ ୧୨ଶ ଶତାବ୍ଦୀର ମନ୍ଦିରରେ ପ୍ରଭୁ ମଲିମଙ୍ଗରାୟଙ୍କ ଗାଦିରେ ଥିବା ଏକ ନଡ଼ିଆ ପାଇବାର ସୁଯୋଗ
Read More...

କଙ୍କାଳ ସହିତ ଖେଳୁଛନ୍ତି ମହିଳା,ଭାଇରାଲ ହେଲା ଫଟୋ

ଶ୍ମଶାନର ନାଁ ଶୁଣିବା ମାତ୍ରେ । ଆମ ସମସ୍ତଙ୍କ ମନରେ ଏକ ଭୟ ସୃଷ୍ଟି ହୋଇଥାଏ । ମାତ୍ର ବର୍ତ୍ତମାନ ଏମିତି ଏକ ଫୋଟ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ନିଶ୍ଚୟ ଭାବରେ ଡରିଯିବେ। ଏହି ଭାଇରାଲ ଫଟୋରେ ଦେଖିବାକୁ ମିଳିଛି କି ଜଣେ ମୃହିଳା ଶ୍ମଶାନରେ ଥାଇ ହାତରେ କଙ୍କାଳଟିଏ ଧରିଥନ୍ତି । ଆଉ
Read More...

ଲଗାଣ ବର୍ଷାରେ ଧୋଇଗଲା ଡାଇଭର୍ସନ୍‌ ରୋଡ୍‌

ଦରିଙ୍ଗବାଡି : ଲଗାଣ ବର୍ଷାରେ ଧୋଇଗଲା ଡାଇଭର୍ସନ୍‌ ରୋଡ୍‌ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ୫୯ ନଂ ଜାତୀୟ ରାଜପଥ ସିମନବାଡ଼ି ନିକଟ ଡାବୁଲମାହାରେ ନିର୍ମାଣଧୀନ ପୋଲ କଡ଼ରେ ହୋଇଥିଲା ଡାଇଭର୍ସନ୍‌ ରୋଡ୍‌ । ଯାତାୟତ ସ୍ୱାଭାବିକ କରିବାପାଇଁ ମରାମତି କାର୍ଯ୍ୟ ଗତକାଲିଠାରୁ ଜାରି
Read More...

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ!

ଗଞ୍ଜାମ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଣିଆ ପଞ୍ଚ଼ାୟତର ବି .ନୂଆପାଲି ଗ୍ରାମରେ ଗୁଣି ଗାରେଡିକୁ ସନ୍ଦେହ କରି ଗ୍ରାମର ଜଣେ ୬୦ ବର୍ଷର ବୃଦ୍ଧଙ୍କୁ ଅତି ନୃଶଂସ ଭାବେ ହତ୍ୟା କରି ମୁଣ୍ଡ ଗଣ୍ଡି ଅଲଗା କରି ଗାତ ଖୋଳି ଏକ ଜଙ୍ଗଲ ପାଦଦେଶରେ ପୋତା ଯାଇଥିବା ଜଣାପଡିଛି । ଏନେଇ ମୃତକଙ୍କ ଭାଇ
Read More...

ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ସବୁ ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ…

ଭୁବନେଶ୍ୱର : ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ। ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଉଛି । ଯେଉଁ ସ୍ଥାନରେ ପାଣି ପଶିଛି କିମ୍ବା ଯେଉଁଠି ପାଣି ଘେରରେ ଲୋକେ ଅଛନ୍ତି । ସେଠି ସର୍ଭିଲାନ୍ସ
Read More...

ଅଜଣା ବ୍ୟକ୍ତିଙ୍କ ଶବସତ୍କାର କଲା ସ୍ୱେଚ୍ଛାସେବୀ ସଂଗଠନ ‘ସମ୍ବଳ’

ସମ୍ବଲପୁର: ସ୍ଥାନୀୟ ବୁର୍ଲା ସ୍ଥିତ ବଡ଼ ମେଡିକାଲର ମେଡିସିନ ୱାର୍ଡରେ ମୃତ୍ୟୁବରଣ କରିଥିବା ଜଣେ ଅଜଣା ବ୍ୟକ୍ତିଙ୍କ ଶବସତ୍କାର ସ୍ୱେଚ୍ଛାସେବୀ ସଂଗଠନ ‘ସମ୍ବଳ' ପକ୍ଷରୁ ରାଜଘାଟ ଶ୍ମଶାନରେ କରାଯାଇଛି । ଗୁରୁତର ଅସୁସ୍ଥ ଅବସ୍ଥାରେ ତାହାର ଚିକିତ୍ସା ପାଇଁ କେହି ଜଣେ ଦୟା ପୂର୍ବକ ଆଣି
Read More...

ଲଘୁଚାପଜନିତ ଲଗାଣ ବର୍ଷାରେ ବୌଦ୍ଧର ହାଲ୍‌ ବେହାଲ୍‌

ବୌଦ୍ଧ,୧୪ /୯- ତିନିଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଲୋକେ ଘରୁ ପଦାକୁ ବାହାରି ପାରୁନଥିବାବେଳେ ଯାତାୟାତ ଠପ୍‌ ହୋଇପଡିଛି । ଅବିଶ୍ରାନ୍ତ ବର୍ଷା ଲାଗିରହିବା ଫଳରେ ବୌଦ୍ଧ ସହରରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା । ସହରର ଡ୍ରେନ ଏବଂ
Read More...

ସୁନ୍ଦରଗଡରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁନ୍ଦରଗଡ ଜିଲ୍ଲାବାସୀଙ୍କ ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନରେ ସୁନ୍ଦରଗଡ ହେଉଛି ଦ୍ବିତୀୟ ଜିଲ୍ଲା ।   ସୂଚନାଯୋଗ୍ୟ ଯେ
Read More...

ମାୟାବତୀ ନଦୀରେ ବନ୍ୟା : ବାସଗୃହ ଓ ଅଫିସରେ ପଶିଲା ପାଣି

ପାଟଣାଗଡ : ପାଟଣାଗଡ ସହର ନିକଟବର୍ତ୍ତୀ ମାୟାବତୀ ନଦୀରେ ବନ୍ୟା ଭଳିଆ ସ୍ଥିତି ସୃଷ୍ଟି ହୋଇଛି । ପାଟଣାଗଡରୁ ବରଗଡ଼କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥରେ ମାୟାବତୀ ନଦୀ ରହିଛି । ଏହି ନଦୀରେ ଏକ ବ୍ରିଜ ନିର୍ମାଣ ହୋଇଛି । ନଦୀଜଳକୁ ସଂରକ୍ଷଣ କରିବା ପାଇଁ ବ୍ରିଜ ନିକଟରେ ଗେଟ କରାଯାଇଛି ।
Read More...

ନୂତନ ବୁଢିମା ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ

ସୁବର୍ଣ୍ଣପୁର : ସହରର ଢେରାପଡା ଠାରେ ନୂତନ ବୁଢିମା ମନ୍ଦିର ନିର୍ମାଣ ପାଇଁ ଆଜି ଭୁମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଆଜି ସକାଳୁ ପଣ୍ଡିତ କୈଳାସ ଚନ୍ଦ୍ର ରଥଙ୍କ ଦ୍ୱାରା ପୂଜନୋତ୍ସବ କାର୍ଯ୍ୟରେ କର୍ତ୍ତାଭାବରେ ବି.ଶିବରାଓ କାର୍ଯ୍ୟ ତୁଳାଇଥିଲେ । ଏହି ମନ୍ଦିରଟି
Read More...