୨କୋଟି ୪୦ ଲକ୍ଷର ବ୍ରାଉନସୁଗର ଜବତ, ତିନି ଗିରଫ
ବାଲେଶ୍ୱର: ବ୍ରାଉନସୁଗରର ହବ ପାଲଟିଛି ଜଳେଶ୍ୱର। ଜଳେଶ୍ୱରରେ ବଡ଼ ଧରଣର ରେଡ଼ । ଝାଡେଶ୍ୱରପୁର ଅଞ୍ଚଳରୁ ୨କେଜି ଚାରିଶହ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗରର ଅନୁମାନିକ ମୂଲ୍ୟ ୨କୋଟି ୪୦ ଲକ୍ଷ ଟଙ୍କା ବୋଲି ସୂଚନା ରହିଛି!-->…
Read More...
Read More...