୨କୋଟି ୪୦ ଲକ୍ଷର ବ୍ରାଉନସୁଗର ଜବତ, ତିନି ଗିରଫ

0 50

ବାଲେଶ୍ୱର: ବ୍ରାଉନସୁଗରର ହବ ପାଲଟିଛି ଜଳେଶ୍ୱର। ଜଳେଶ୍ୱରରେ ବଡ଼ ଧରଣର ରେଡ଼ । ଝାଡେଶ୍ୱରପୁର ଅଞ୍ଚଳରୁ ୨କେଜି ଚାରିଶହ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗରର ଅନୁମାନିକ ମୂଲ୍ୟ ୨କୋଟି ୪୦ ଲକ୍ଷ ଟଙ୍କା ବୋଲି ସୂଚନା ରହିଛି ।ଜଳେଶ୍ୱର ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢ଼ାଉ କରିଥିଲା । ହୋଟେଲ ଡାଇମଣ୍ଡ ସାମ୍ନାରୁ ଡିଲ ସମୟରେ ରେଡ଼ କରିଥିଲା ଟିମ୍ ।

hiranchal ad1
Leave A Reply

Your email address will not be published.

seventeen − fifteen =