Monthly Archives

October 2021

ଟାକରାରେ ପାଳିତ ହେଲା ସ୍ୱାଧିନତାର ଅମୃତ ମହୋତ୍ସବ

ଦଶପଲ୍ଲା,୨୮/୧୦- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଟାକରାର ବାବା ସିଦେ୍ଧଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ସ୍ୱାଧିନତାର ଅମୃତ ମହୋତ୍ସବ ଇଣ୍ଡିଆ, କରୋନା ନିୟମ ଅନୁପାଳନପୂର୍ବକ ୨୭ ଓ ୨୮ ତାରିଖ ଦୁଇଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମ ଦିବସରେ ଟାକରା
Read More...

ଲାଞ୍ଜିଆରେ ଦୁଇଦିନିଆ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ,୨୮/୧୦- କୁକୁଡ଼ାଖଣ୍ଡି ତହସିଲ ଅନ୍ତର୍ଗତ ଲାଞ୍ଜିଆ ଗ୍ରାମ ପଞ୍ଚାୟତରେ ପଥର ଉତ୍ତୋଳନ ନିମନ୍ତେ ଦୁଇଦିନିଆ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ଲାଞ୍ଜିଆ ପଞ୍ଚାୟତ ଅନ୍ତର୍ଗତ ୫୦୭ ଭଗବାନପୁର ମୌଜାର ଭଗବାନପୁର ପଥରଖଣିରୁ ବାର୍ଷିକ ୩୧.୮୦୮
Read More...

ଏକତା ପାଇଁ ସର୍ବଭାରତୀୟ ବିଞ୍ଝାଲ ସମାଜ ଖପ୍ରାଖୋଲ ବ୍ଳକ ସଂକଳ୍ପବଦ୍ଧ

ପାଟଣାଗଡ : ସର୍ବଭାରତୀୟ ବିଞ୍ଝାଲ ସମାଜ ଖପ୍ରାଖୋଲ ବ୍ଳକର ଦୁଇଟି ଭିନ୍ନ ଗୋଷ୍ଠୀ ମଧ୍ୟରେ ଲାଗିଥିବା ବିବାଦର ଅବସାନ ଘଟିଛି । ଆଗକୁ ସମସ୍ତେ ଏକାଠି ହୋଇ ସମାଜକୁ ମଜଭୁତ କରିବା ପାଇଁ ଖପ୍ରାଖୋଲ ଥାନା ପରିସରରେ ସଂକଳ୍ପ ନେଇଛନ୍ତି ଉଭୟ ଗୋଷ୍ଠୀ ସଦସ୍ୟ । ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା
Read More...

୧୭ବର୍ଷର ଝିଅ ହେଲେ ଗର୍ଭବତୀ, ୟୁଟ୍ୟୁବ ଦେଖି ଜନ୍ମ କଲେ ପିଲା

ତିରୁବନନ୍ତପୁରମ : କେରଳର ମଲାପ୍ପୁରମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏଠାକାର ଜଣେ ୧୭ ବର୍ଷିୟ ଯୁବତୀ ପ୍ରେମିକଙ୍କ ସହ ଶାରୀରିକ ସଂପର୍କ ରଖି ଗର୍ଭବତୀ ହୋଇଥିଲେ । ଗର୍ଭ ଯନ୍ତ୍ରଣା ହେବାରୁ ସେ ନିଜେ ୟୁଟ୍ୟୁବ ଦେଖି ନିଜର ପ୍ରସବ କରାଇଛନ୍ତି । ପରିବାର ଲୋକଙ୍କ ଏହାର କୌଣସି ସୁରାକ
Read More...

ବଢିପାରେ ଏଲ୍‌ପିଜି ଦର

ନୂଆଦିଲ୍ଲୀ : ଦେଶର ବଢୁଥିବା ଦରଦାମ ଦେଖି ଗ୍ରାହକଙ୍କ ଉପରେ ପଡିଛି ଚଡକ । ପେଟ୍ରୋଲ, ପନିପରିବା ପରେ ଏବେ ପୁଣିଥରେ ବଢିବାକୁ ଯାଉଛି ଏଲ୍‌ପିଜି ସିଲିଣ୍ଡର । ଆସନ୍ତା ସପ୍ତାହ‌ରେ ଆହୁରି ଦରବୃଦ୍ଧି ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । କୁହାଯାଉଛି ଯେ, ଏବେ ପ୍ରତି ସିଲିଣ୍ଡର ପିଛା
Read More...

ବଦଳିବ ପ୍ଲେଇଙ୍ଗ ଇଲେଭେନ୍‌, ମିଳିଲାଣି ସଂକେତ

ଦୁବାଇ : ଟି-୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତକୁ ଫେବରାଇଟ୍‌ ଆଖ୍ୟା ମିଳୁଥିଲା । କିନ୍ତୁ ଦଳ ପ୍ରଥମ ମ୍ୟାଚରେ ପାରଂପରିକ ପ୍ରତିଦ୍ୱନ୍ଦି ପାକିସ୍ତାନଠାରୁ ଲଜ୍ଜାଜନକ ପରାଜୟ ଭୋଗିଥିଲା । ଏହା ପରେ ଦଳ ସେମିଫାଇନାଲ ଯିବା ମଧ୍ୟ କଷ୍ଟକର ହୋଇପଡିଛି । ଆଗାମୀ ନ୍ୟୁଜିଲାଣ୍ଡ ମ୍ୟାଚ ଭାରତ
Read More...

ଘାଟିରୁ ଖସିଲା ବସ୍‌, ୮ ମୃତ

ଶ୍ରୀନଗର : ଗୁରୁବାର ଦିନ ଜାମ୍ମୁ କାଶ୍ମୀରର ଦୋଡା ଠାରେ ଏକ ବଡଧରଣର଼ ଦୁର୍ଘଟଣା ଘଟିଛି । ଥାଥ୍ରିରୁ ଦୋଡା ଯାଉଥିବା ଏକ ମିନି ବସ୍‌ ଘାଟିରୁ ଖସିପଡିଛି । ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି । କେନ୍ଦ୍ର
Read More...

ଓଡିଶାରେ ଚେଲ୍ଲାକୁମାର ଓ ସୁର୍ଯ୍ୟେୱାଲା

ଭୁବନେଶ୍ୱର : ଆଗକୁ ପଂଚାୟତ ନିର୍ବାଚନ  । ଆଗାମୀ ନିର୍ବାଚନ ପାଇଁ ଦଳ କିଭଳି ରଣନୀତି ପ୍ରସ୍ତୁତ କରିବ ତାହା ଅନୁଧ୍ୟାନ କରିବା ସହ ବ୍ଲୁପ୍ରିଂଟ ପ୍ରସ୍ତୁତି ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ଏ.ଚେଲ୍ଲାକୁମାର  । ଚେଲ୍ଲାକୁମାରଙ୍କ ତିନିଦିନିଆ ଓଡ଼ିଶା ଗସ୍ତକୁ ନେଇ କଂଗ୍ରେସ ଭବନ ଚଳଚଂଚଳ
Read More...

ନଭେମ୍ବର ପହିଲାରୁ ଶ୍ରୀମନ୍ଦିରକୁ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ ପୁରୀବାସୀ

ପୁରୀ : ନଭେମ୍ବର ୧ ତାରିଖରୁ ପୁରୀ ସହରବାସୀ ଶ୍ରୀମନ୍ଦିରକୁ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ । ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତି ନେଇଛି । ତେବେ ଏହି ନିଷ୍ପତକୁ ଶ୍ରୀଜଗନ୍ନାଥ ସେନା ନାପସନ୍ଦ କରିଛି । ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି ଆମର ଦାବି
Read More...

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା ଓ ପରୀକ୍ଷା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଦାନ୍ତ ସମ୍ବନ୍ଧୀୟ ସମସ୍ୟା, ଦୃଷ୍ଟିଶକ୍ତି ଇତ୍ୟାଦି ପରୀକ୍ଷା କରାଯାଇଥିଲା ।ଏହି ପରୀକ୍ଷା ଗୁରାଣ୍ଡି ସ୍ଥିତ ଚିକିତ୍ସାଳୟର
Read More...