Monthly Archives

December 2021

ରାଜ୍ୟରେ ଏକାଥରେ ଚିହ୍ନଟ ହେଲେ ୫ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଲମ୍ବା ଡିଆଁ ମାରିଲା ଓମିକ୍ରନ୍‌। ଏକାଥରେ ଚିହ୍ନଟ ହେଲେ ୫ ଆକ୍ରାନ୍ତ । ଫଳରେ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ୧୦ ଦିନରେ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌ (ଆଇଏଲ୍‌ଏସ୍‌)…
Read More...

କୁଆପଥର ବୃଷ୍ଟି ଯୋଗୁଁ ବ୍ୟାପକ ଫସଲ ଓ ପନିପରିବା ନଷ୍ଟ

ବୌଦ୍ଧ,୩୦/୧୨- ଗତକାଲି ରାତି ପ୍ରାୟ ସାଢେ ୯ଟା ସମୟରେ ବୌଦ୍ଧସହର ତଥା ବିଭିନ୍ନ ଅଞ୍ଚଳରେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ହୋଇଥିଲା । ଏହି କୁଆପଥର ମାଡରେ ସମଗ୍ର ଜିଲ୍ଲାରେ ବ୍ୟାପକ ଫସଲ ଓ ପନିପରିବା ନଷ୍ଟ ହୋଇଯାଇଛି । ଏଥିସହିତ ବିଭିନ୍ନ ମଣ୍ଡିରେ ପଡିରହିଥିବା ଧାନବସ୍ତା ଗୁଡିକ…
Read More...

ସାଂପ୍ରତିକ ପରିସ୍ଥିତିରେ ସାମ୍ବାଦିକଙ୍କର ଭୂମିକା ସଂପର୍କରେ ଆଲୋଚନାଚକ୍ର,ସାମ୍ବାଦିକତା ସମାଜର ଏକ ଅବିଛେଦ ଅଙ୍ଗ :…

ନବରଙ୍ଗପୁର: ଜିଲା ପ୍ରଶାସନ ପକ୍ଷରୁ ଜିଲାପଞ୍ଚାୟତ ସାଧନକେନ୍ଦ୍ର ଠାରେ ସାଂପ୍ରତିକ ପରିସ୍ଥିତିରେ ସାମ୍ବାଦିକମାନଙ୍କର ଭୂମିକା ସଂପର୍କରେ ଏକ ଜିଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଡଃ. କମଳଲୋଚନ ମିଶ୍ର ଯୋଗଦେଇ ସମାଜର ବିକାଶରେ ସାମ୍ବାଦିକ…
Read More...

ଅବ୍ୟବସ୍ଥା ଘେରରେ ମହାରାଜା ଉଚ୍ଚବିଦ୍ୟାଳୟ

ସୁବର୍ଣ୍ଣପୁର,୩୦/୧୨- ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱହେଲା ମହାରାଜା ଉଚ୍ଚବିଦ୍ୟାଳୟରେ ନିୟମିତ ପ୍ରଧାନ ଶିକ୍ଷକ ନାହାନ୍ତି । ରାଜ୍ୟର ଶତାୟୁ ଏହି ଶିକ୍ଷା ଅନୁଷ୍ଠାନ ଏବେ ବିନା କିରାଣୀରେ ଚାଲୁଛି । ଆବଶ୍ୟକ ଶିକ୍ଷକ ଅଭାବରେ ଏହି ପୁରାତନ ଶିକ୍ଷାନୁଷ୍ଠାନର ଶୈକ୍ଷିକ ସୌଧ ସମ୍ପୂର୍ଣ୍ଣ ଭୁଶୁଡି…
Read More...

ଫିରିଙ୍ଗିଆ ଘାଟିସାହିରେ କୁଣ୍ଡ ଜରିଆରେ ମାଛଚାଷ ପ୍ରକଳ୍ପ ଶୁଭାରମ୍ଭ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଘାଟିସାହିଠାରେ ଓଡିଶା ଜିବୀକା ମିଶନ ତରଫରୁ କୁଣ୍ଡ ଜରିଆରେ ମାଛ ଚାଷ କାର୍ଯ୍ୟକ୍ରମ ପାଇଁ ଏକ ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫିରିଙ୍ଗିଆ ଘାଟିସାହି ଠାରେ ଥିବା କୁଙ୍ଗୁର କୁପଡା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏହି…
Read More...

ଗୋଚ୍ଛାପଡା ବନ ବିଭାଗ ପକ୍ଷରୁ ଜଙ୍ଗଲରେ ଚାରା ରୋପଣ ଓ ଜଙ୍ଗଲରେ ନିଆଁ ସମ୍ପର୍କିତ କର୍ମଶାଳା

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବନବିଭାଗ ରେଞ୍ଜ ଅଧିନରେ ଥିବା ଗୋଛାପଡା ବନବିଭାଗ ତରଫରୁ ଚାରା ରୋପଣ କାର୍ଯ୍ୟକ୍ରମ ଓ ଜଙ୍ଗଳକୁ ନିଆଁ ଦାଉରୁ କିଭଳି ରକ୍ଷା କରାଯାଇପାରିବ ସେନେଇ ଏକ ସଚେତନାତା କର୍ମଶାଳା ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଗୋଚ୍ଛାପଡା ଫରେଷ୍ଟର…
Read More...

ଦଶପଲ୍ଲା ଏନ୍‌ଏସିର ସ୍ୱଚ୍ଛତା ରାଲି

ଦଶପଲ୍ଲା : ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବବ୍ରତ କରଙ୍କ ସଂଯୋଜନାରେ ଏକ ସ୍ୱଚ୍ଛତା ରାଲି ମାଧ୍ୟମରେ ଜନ ସାଧାରଣଙ୍କୁ ସ୍ୱଚ୍ଛତା ସଂପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ସଚେତନ କରାଯାଇଥିଲା । ଲୋକେ କିପରି ସ୍ୱଚ୍ଛତା ପ୍ରତି ଅଧିକ ଧ୍ୟାନ ଦେବେ ଫଳରେ ବିଭିନ୍ନ…
Read More...

ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ

ଭୁବନେଶ୍ୱର ୨: ପଞ୍ଚାୟତ ନିର୍ବାଚନ ପାଇଁ ଚିହ୍ନ ଆସିଲା । ଚିହ୍ନଗୁଡିକ ସମ୍ପର୍କରେ ଅବଗତ କରାଗଲା। ରାଜ୍ୟ ନିର୍ବାଚନ କମିଶନର ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଖବର ଅନୁଯାୟୀ, ଆଉ କିଛି ଦିନ ମଧ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଏହାପୂର୍ବରୁ…
Read More...

ଖଣ୍ଡିଦେଉଳି ହାଇସ୍କୁଲରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ,ଶିକ୍ଷା ହେଉଛି ପ୍ରଗତିର ଚାବିକାଠି : ସୂର୍ଯ୍ୟ ନାରାୟଣ…

ଗଂଜାମ: ଶିକ୍ଷାହେଉଛି ପ୍ରଗତିର ଚାବିକାଠି । ଏଣୁ ଶିକ୍ଷାର ବିକାଶ ପାଇଁ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରିକରଣ ପାଇଁ ବର୍ତ୍ତମାନ ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀ, ସ୍ମାର୍ଟ ବିଜ୍ଞାନ ଗାର, ସହିତ ଉନ୍ନତ ଶୌଚାଳୟ ମାନ ସୁବନ୍ଦବସ୍ତ କରି ଭିତ୍ତିଭୂମିର ବିକାଶ ପ୍ରତି ଧ୍ୟାନ…
Read More...

କିଆକଟା ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ, ଚିନ୍ତାରେ ଚାଷୀ

କିଆକଟା : ଚାଷୀକୁ ଚିନ୍ତା ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ । ଖଳା ଓ ଚାଷ ଜମିରେ ପଡି ରହିଥିବା ଧାନ ପ୍ରତି ଅଧିକ ବିପଦ ସୃଷ୍ଟି କରିଛି ଅଦିନିଆ ବର୍ଷା ଓ କୁଆପଥର ମାଡ । ଗତକାଲି ସଂଧ୍ୟା ୯ଟା ବେଳେ ବର୍ଷା ସାଙ୍ଗକୁ କୁଆପଥର ମାଡ ହୋଇଥିଲା । ପ୍ରାୟ ଅଧଘଂଟା ଧରି ବର୍ଷା ଫଳରେ ଚାଷୀଙ୍କ…
Read More...