Monthly Archives

December 2021

ନେହେରୁ ଯୁବ କେନ୍ଦ୍ର ତରଫରୁ ଜିଲ୍ଲାସ୍ତରୀୟ ନୃତ୍ୟ, ଗୀତ ଓ ଅଭିନୟ ପ୍ରତିଯୋଗୀତା

ପାରଳାଖେମୁଣ୍ଡି : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ନୃତ୍ୟ ଗୀତ ଓ ଅଭିନୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମୋଟ ୭ଗୋଟି ବ୍ଲକ ଏବଂ ପାରଳାଖେମୁଣ୍ଡି ପୌରାଞ୍ଚଳର…
Read More...

ଦୁରାରୋଗ୍ୟରେ ପୀଡିତ ମୁନୁ ନାୟକ ଚିକିତ୍ସା ପାଇଁ ଅର୍ଥର ଅଭାବ, ସହାୟତା ପାଇଁ ନିବେଦନ

ଘୁ.ଉଦୟଗିରି,୩୦/୧୨- ଜଣେ ଦରଦୀ ମଣିଷ । ଗରିବ ହେଲେ ମଧ୍ୟ ସ୍ୱାଭିମାନ ଅଛି । ନିଃସନ୍ତାନ ମୁନୁ ନାୟକ । ଘର ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଲିକାପୋଡି ପଞ୍ଚାୟତ ର କୁମ୍ଭାରକୁପା ଗ୍ରାମର ବ୍ରଡିନାଜୁରେ । ପେଶାରେ ସେ ଜଣେ ଦିନମଜୁରିଆ । କିଛିଦିନ ତଳେ ଗୋଟେ କନ୍ୟା ସନ୍ତାନକୁ ପୋଷ୍ୟ…
Read More...

ବ୍ରଜରାଜନଗରର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ବ୍ରଜରାଜନଗରର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ହୋଇଛି। ହୃଦଘାତରେ ଆକ୍ରାନ୍ତ ହୋଇ ସେ ଝାରସୁଗୁଡ଼ାରେ ଏକ ଘରୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ କିଶୋର ମହାନ୍ତି ଝାରସୁଗୁଡ଼ା…
Read More...

ୟୁଥସ୍ପୋର୍ଟିଂ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ: ମକୁନ୍ଦପୁର, ବୁରକଟା,ଚାରିଶମ୍ଭୁ ଓ ପଦ୍ମନପୁର ସେମିଫାଇନାଲରେ

ବୌଦ୍ଧ,୩୦/୧୨:ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନ ।ପଙ୍କ ମେଡିକାଲ ପଡ଼ିଆରେ ୟୁଥ ସ୍ପୋର୍ଟିଂ କ୍ରିକେଟ ଗ୍ରାମାଞ୍ଚଳ କ୍ରିକେଟ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବ୍ଳକ ଉପାଧ୍ୟକ୍ଷ ମନରଞ୍ଜନ ପୁରୋହିତ ଯୋଗଦେଇ ମ୍ୟାଚକୁ ଉଦଘାଟନ କରିଥିଲେ । ସମ୍ମାନିତ…
Read More...

ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠାରୁ ପୁରୀ ପୋଲିସ ଆଦାୟ କଲା ଫାଇନ

ପୁରୀ : ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟରେ ଖଜା ବିକ୍ରୀ କରି ନିଜର ଗୁଜୁରାଣ ମେଣ୍ଟାଉ ଥିବା ଦିବ୍ୟାଙ୍ଗ ହରିହର ସାହୁଙ୍କୁ ପୁରୀ ପୁଲିସ ଫାଇନ କରିଛି । ପୁରୀ ପୋଲିସ ପକ୍ଷରୁ ଯାଞ୍ଚ ଚାଲିଥିବା ବେଳେ ଦୁଇ ହାତ ନଥିବା ଏକ ଗରିବ ବ୍ୟବସାୟୀ ଠାରୁ ଫାଇନ ଆଦାୟ କଲା ପୋଲିସ । ତେବେ ଫାଇନ ନ…
Read More...

ସ୍ୱତନ୍ତ୍ର ଶୀତ କାଳୀନ ସପ୍ତ ଦିବସୀୟ ଶିବିର ଉଦଯାପିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଆଦର୍ଶ ସ୍ନାତକ ମହା ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସପ୍ତ ଦିବସୀୟ ଶିବିର ଉଜ୍ଜାପିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁକାନ୍ତ ପଟ୍ଟନାୟକ ଯୋଗ ଦେଇ ସମାଜ ସେବାରେ…
Read More...

ନୂତନ ଥାନାଧିକାରୀଙ୍କ ଯୋଗଦାନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସଦର ଥାନା ର ନୂତନ ଅଧିକାରୀ ଭାବେ ଶ୍ରୀ ନିରଞ୍ଜନ ଦାସ ଯୋଗ ଦେଇଛନ୍ତି । ମନ୍ଦିର, ମେଡିକାଲ, ରିଙ୍ଗରୋଡ଼ , ସାପ୍ତାହିକ ବଜାର ଓ ବିଭିନ୍ନ ସାହିବସ୍ତି ଅଂଚଳରେ ଘଟୁଥିବା ଚୋରି, ଲୁଟ ତରାଜ, ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଓଟ୍ରାଫିକ ସମସ୍ୟା ସବୁକୁ…
Read More...

ସେଞ୍ଚୁରିଅନ ଟେଷ୍ଟ ଜିତି ଇତିହାସ ରଚିଲା ଭାରତ

ସେଞ୍ଚୁରିଅନ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ଭାରତ ୧୧୩ ରନ୍‌ରେ ଜିତିଛି । ସେଞ୍ଚୁରିଅନର ସୁପରପୋର୍ଟ ପାର୍କ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚର ପଞ୍ଚମ ଦିନରେ ଦ୍ୱିତୀୟ ଇନିଂସରେ ଟିମ୍‌ ଇଣ୍ଡିଆ ୧୯୧…
Read More...

୫୫ହଜାର ଟପିବ ସୁନା ମୂଲ୍ୟ

ନୂଆଦିଲ୍ଲୀ: ଏବେ ବିବାହ ଋତୁ ଚାଲିଛି । ସ୍ୱାଭାବିକ ଭାବେ ସୁନାଗହଣା ବେପାର ମଧ୍ୟ ବଢି ଚାଲିଛି । ତେବେ ଆଗକୁ ଅର୍ଥାତ୍‌ ୨୦୨୨ରେ ଲୋକଙ୍କ ଉପରେ ଏ ବାବଦ ବୋଝ ଆହୁରି ଅଧିକ ପଡିବ । ମିଳିଥିବା ସୂଚନା ଅନୁସାରେ ୨୦୨୨ରେ ସୁନାଗହଣା ରେଟ୍‌ ପ୍ରାୟ ୭ହଜାର ଅଧିକ ହେବ । ଅର୍ଥାତ୍‌ ୧୦ ଗ୍ରାମ ସୁନା…
Read More...

୨୫ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ କପ, ଅହ୍ଲାବାଦକୁ ହରେଇ ଫରେଷ୍ଟ କ୍ଲବ ଛତିଶଗଡ ଚାମ୍ପିୟନ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ସ୍ଥିତ ହାଇସ୍କୁଲ ପଡିଆରେ ଚାଲିଥିବା ୨୫ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ କପର ଫାଇନାଲ ମ୍ୟାଚରେ ଅହ୍ଲାବାଦକୁ ହରେଇ ଫରେଷ୍ଟ କ୍ଲବ ଛତିଶଗଡ ବିଜୟୀ ହୋଇ ଚାମ୍ପିୟନ ହୋଇଛି । ମ୍ୟାଚଟି ଦୁଇଟି ଫର୍ମାଟରେ…
Read More...