Monthly Archives

December 2021

ଝଲସିବ ଓଡଗାଁ ବ୍ଲକ୍‌ର ବିଦ୍ୟାଳୟ

ଦଶପଲ୍ଲା : ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କମାର ସାହୁ ଓଡ଼ଗାଁ ବ୍ଲକରେ ୫ଟି ବିଦ୍ୟାଳୟ ରୁପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । କୁରୁମ ବାଙ୍କତରା, ପାଣ୍ଡେରୀପଡା, ବାଉଁଶଗାଡ଼ିଆ, ନନ୍ଦିଘୋର, ରୋହିବାଙ୍କ, କୋମଣ୍ଡ, ସୁନାମୁହଁ ଓ ଗୌଡପୁଟ ହାଇସ୍କୁଲ ଗୁଡିକର ରୂପାନ୍ତରୀକରଣ…
Read More...

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଦୁଇଜଣ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ କୋଟଗଡ଼ ଅଭୟାରଣ୍ୟରୁ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି କୋଟଗଡ଼ ବନବିଭାଗ । ଶିକାରୀମାନେ ଜଙ୍ଗଲରୁ ବଜ୍ରକାପ୍ତା ଧରି ବିକ୍ରି ପାଇଁ ଚକ୍ରାନ୍ତ ଚଳାଇଥିବା ଖବରପାଇ କୋଟାଗଡ଼ ବନବିଭାଗ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରାଙ୍କ…
Read More...

ଶାମିଙ୍କ ବିଷୟରେ ଏହି ବଡ କଥା କହିଲେ ବିରାଟ

ସେଞ୍ଚୁରିଅନ : ସେଞ୍ଚୁରିଅନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ବୋଲରମାନଙ୍କ ପ୍ରଦର୍ଶନକୁ ଉଚ୍ଚ ପ୍ରଶଂସା କରିଛନ୍ତି ଅଧିନାୟକ ବିରାଟ କୋହଲି । ବିଶେଷକରି ସିମରମାନଙ୍କୁ ନେଇ ସେ ବହୁତ ଖୁସି । ମହମ୍ମଦ ଶାମିଙ୍କ ଚମକ୍ରାର ବୋଲିଂ ପରେ କୋହଲି ତାଙ୍କୁ ପ୍ରଶଂସାରେ ପୋତି…
Read More...

ଆସିଲା ଗାଇଡଲାଇନ, ଜାନୁଆରୀ ମାସ ସାରା ପିକ୍‌ନିକ୍‌ ମନା

ଭୁବନେଶ୍ୱର : ଜାନୁଆରୀ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ପୂର୍ବ ମାସ ତୁଳନାରେ ନୂଆ ଗାଇଡଲାଇନରେ ରାଜ୍ୟ ସରକାର ସଂଶୋଧନ ଆଣିଛନ୍ତି। ବିଶେଷକରି ଜାନୁଆରୀ ମାସ ପାଇଁ ଅଧିକ କଟକଣା କରାଯାଇଛି। ପୂର୍ବ ମାସ ଭଳି ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଜାରି ରଖିବାକୁ ରାଜ୍ୟ…
Read More...

ନେତାଜୀ ସୁବାଷ ଚନ୍ଦ୍ର ବୋଷ ୟଥ କ୍ଳବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ଼ ଗ୍ରାମପଞ୍ଚାୟତର ତେଜମାହା ମା ବରାଳଦେବୀ ଖେଳ ପଡ଼ିଆ ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ୟଥ କ୍ଳବ ଦ୍ୱାରା ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପିତ ହୋଇଯାଇଛି । ଫାଇନାଲ୍‌ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଜାଗ୍ରତ…
Read More...

ଟିମ ଚୟନରେ କୋଚ ଓ ଅଧିନାୟକଙ୍କୁ ଉପଯୁକ୍ତ ଗୁରୁତ୍ୱ ଦିଆଯିବା ଉଚିତ : ଶାସ୍ତ୍ରୀ

ମୁମ୍ବାଇ : ସେଞ୍ଚୁରିଆନରେ ଦକ୍ଷିତ ଆଫ୍ରିକା ବିପକ୍ଷରେ ଭାରତର ଐତିହାସିକ ବିଜୟ ହାସଲକୁ ନେଇ ଖୁସିର ମାହୋଲ ରହିଥିବାବେଳେ ପୂର୍ବତନ କୋଚ ରବି ଶାସ୍ତ୍ରୀ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ଦଳ ଚୟନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ତେଣୁ ଏହି ପ୍ରକ୍ରିୟାରେ…
Read More...

ଯୁକ୍ତ ୩ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଟିକାବାଲି ଏମ ସି ଏସ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ଼ଃ ବସନ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦ୍ୱୀପ ପ୍ରଜ୍ୱଳନ କରି ଅଧ୍ୟକ୍ଷ ଏହି ଉତ୍ସବକୁ ଉଦଘାଟନ କରିଥିଲେ । ଅଧ୍ୟାପକ ଅଧ୍ୟାପିକା ନୂତନ ଭାବରେ ଯୋଗ…
Read More...

ଆସନ୍ତାକାଲିଠାରୁ ତିନିଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ : ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ନେଇ ଶ୍ରୀମନ୍ଦିରଭକ୍ତଙ୍କ ର ଅତ୍ୟଧିକ ଭିଡ଼ ସମ୍ଭାବନା ରହିଛି । ଅତ୍ୟଧିକ ଭିଡ଼ ହେଲେ କୋଭିଡ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି । ଏଣୁ କୋଭିଡ କଟକଣା ଦୃଷ୍ଟିରୁ ଡିସେମ୍ବର ୩୧, ଜାନୁଆରୀ ୧ ଓ ୨ ତାରିଖରେ ଶ୍ରୀମନ୍ଦିରରେ ଭକ୍ତଙ୍କ…
Read More...

ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଦୁଃଖଦ ଖବରରେ ସେ ଗଭୀର ଭାବରେ ମର୍ମାହତ ହୋଇଛନ୍ତି । ସେ ଜଣେ ଜନପ୍ରିୟ ନେତା ଭାବରେ…
Read More...

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାଥମିକ ଶିକ୍ଷା ବର୍ଗ ଉଦଯାପିତ

ବୌଦ୍ଧ,୩୦/୧୨- ବୌଦ୍ଧବ୍ଲକ ମନମୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଗତ ୨୨ତାରିଖରୁ ଆରମ୍ଭ ହୋଇଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାଥମିକ ଶିକ୍ଷା ବର୍ଗ ଆଜି ଉଦଯାପିତ ହୋଇଯାଇଛି । ଓଡ଼ିଶା ପଶ୍ଚିମ ସହ ପ୍ରାନ୍ତ ପ୍ରଚାରକ ଶଙ୍କର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀ…
Read More...