Yearly Archives

2021

ନଭେମ୍ବର ୯ରୁ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର : ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ । ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ନେଇ ନଭେମ୍ବର ୯ ତାରିଖରୁ ମତାମତ ଗ୍ରହଣ କରାଯିବ । ନଭେମ୍ବର ୧୮ ତାରିଖ ମତାମତ ଦଖଲର ଶେଷ ଦିନ ରହିଛି । ନଭେମ୍ବର ୨୯ ତାରିଖରେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ୨୯
Read More...

ରଜନୀକାନ୍ତଙ୍କୁ ମିଳିଲା ‘ଦାଦା ସାହେବ ଫାଲକେ’ ପୁରସ୍କାର

ନୂଆଦିଲ୍ଲୀ : ଦାଦା ସାହେବ ଫାଲକେ ପୁରସ୍କାର ପାଇଲେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ । ଆଜି ଦିଲ୍ଲୀର ବିଜ୍ଞାନ ଭବନରେ ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଭାରତୀୟ ସିନେମାରେ ତାଙ୍କର ୪୫
Read More...

ପାନୀୟ ଜଳ ପ୍ରକଳ୍ପ ଉଦଘାଟନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ତରବା ଗ୍ରାମ ପଞ୍ଚାୟତର ବୁରୁଡିଙ୍ଗି ପଲ୍ଲୀଏରିଆ କାର୍ଯ୍ୟାଳୟ ଠାରେ ବିଧାୟକ କେ. ନାରାୟଣ ରାଓ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପ ବିଧାୟକ ପାଣ୍ଠିରୁ ନିର୍ମାଣ ହୋଇ ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ବିଜେପିର
Read More...

ଜଗା ଦର୍ଶନରୁ ବଞ୍ଚିତ ହେଉଛନ୍ତି ପୁରୀବାସୀ

ପୁରୀ : ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତି ଯୋଗୁ ପୁରୀ ବାସିନ୍ଦା ଏବେ ପ୍ରତିଦିନ ଜାଗା ଦର୍ଶନରୁ ବଂଚିତ ହେଉଛନ୍ତି । ମହାପ୍ରଭୁଙ୍କ ଟିକେ ଦର୍ଶନ ପାଇଁ ବାହାରୁ ଆସୁଥିବା ଭକ୍ତଙ୍କ ସହ ଲାଇନରେ ଦୀର୍ଘ ସମୟ ଅପେକ୍ଷା କରି ଶ୍ରୀମନ୍ଦିର ପ୍ରବେଶ କରୁଛନ୍ତି । ଫଳରେ ମହାପ୍ରଭୁଙ୍କର ପ୍ରତିଦିନ
Read More...

ଗଜପତିରେ ନୂତନ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଥିବା ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗର ନୂତନ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଭାବେ ସ୍ୱରାଜ୍ୟ ଶୀଶା ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କୁ ବିଭାଗ ପକ୍ଷରୁ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ
Read More...

ପେକ୍ସରେ ଦୁର୍ନୀତି, ଅସନ୍ତୋଷ ଚାଷୀ ଘେରିଲେ ପେକ୍ସ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଇରାସର ପେକ୍ସରେ ଚାଷୀଙ୍କୁ ଅନ୍ଧାରରେ ରଖି କୋଟିକୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣି ଚାଷୀ କାର୍ଯ୍ୟାଳୟ ଘେରିଛନ୍ତି । ଅଭିଯୋଗ ଅନୁସାରେ, କାହାର ଅଜାଣତରେ ଲକ୍ଷ ଲକ୍ଷ ଋଣ ଉଠିଛି ତ ଆହୁରି କାହା ପାଇଥିବା ଟଙ୍କା ଓ ଋଣରାଶି ତାଳମେଳ ନାହିଁ । ବିଭିନ୍ନ
Read More...

ଗଜପତିରେ ନୂତନ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଥିବା ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଭାବେ ସ୍ୱରାଜ୍ୟ ଶୀଶା ଦାୟିତ୍ବ ଗ୍ରହଣ କରିଛନ୍ତି। ତାଙ୍କୁ ବିଭାଗ ପକ୍ଷରୁ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଛନ୍ତି। ପ୍ରକାଶଥାଉକି କିଛିଦିନ ତଳେ ନୂତନ ଭାବେ ଦାୟିତ୍ବ
Read More...

ଭିଜିଲାନ୍ସ କବଜାରେ ସିଡିପିଓ

ଭବାନୀପାଟଣା: ଭିଜିଲାନ୍ସ କବଜାରେ ଜିଲ୍ଲାର ଥୁଆମୂଳ ରାମପୁର ସିଡିପିଓ ପୁଷ୍ପାଞ୍ଜଳି ରଥ । ସେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ଟିମ ଖବର ପାଇ ତାଙ୍କ ବାସଭବନରେ ଚଢାଉ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଥୁଆମୂଳ ରାମପୁର ବ୍ଲକ ମେଲରଫା
Read More...

ମୃତ୍ୟୁର ପରୱାନା ଧରି ଅପେକ୍ଷା କରିଛି, କଣ୍ଟାମାଳବ୍ଳକ ବଡବାହାଲ-କୁନାଶିଲା ରାସ୍ତା

କଣ୍ଟାମାଳ,୨୫/୧୦- ଗ୍ରାମୀଣ ବିକାଶ ପାଇଁ ସରକାରଙ୍କ ପାଖରେ ଯୋଜନାର ଅଭାବ ନାହିଁ ହେଲେ ଆବଶ୍ୟକ ଯୋଜନାର ଅଭାବ ଯୋଗୁଁ ଗ୍ରାମ୍ୟ ରାସ୍ତା ଗୁଡିକ ମରଣଯନ୍ତା ହୋଇ ପଡିରହିଛି । ଏଭଳି ରାସ୍ତାଗୁଡିକୁ ଦେଖିଲେ ମନେ ହୁଏ ସତେଯେମିତି ରାସ୍ତାଟି ମୃତ୍ୟୁର ପରୱାନା ଧରି ଅପେକ୍ଷା କରିଛି, ଟିକିଏ
Read More...

ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ ବୈଠକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବାର୍ଷିକ ସାଧାରଣ ସଭା କୋଭିଡ୍‌-୧୯ ନିୟମ ଅନୁଯାୟୀ କରିବା ପାଇଁ
Read More...