Yearly Archives

2021

୨୬ରେ ନବୀନ ନିବାସ ଘେରିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖ ଭିତରେ ଯଦି ମମିତାଙ୍କ ପରିବାରକୁ ନ୍ୟାୟ ନ ମିଳେ ଏବଂ ସରକାର ଏକ କୋଟି ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନ କରନ୍ତି, ତେବେ ସେହି ଦିନ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବ । ଛାତ୍ର କଂଗ୍ରେସ ସଭାପତି ୟାସିର୍‌ ନୱାଜ  ଏଭଳି ଚେତାବନୀ ଦେଇଛନ୍ତି ।
Read More...

ସତ ହେଲା ଧୋନୀଙ୍କ ଭବିଷ୍ୟତବାଣୀ, କହିଥିଲେ ଏମିତି ହେବ ବୋଲି…

ଦୁବାଇ : ଗତକାଲି ରାତିରେ ଯାହା ଘଟିଲା ତାହାକୁ ଭାରତୀୟ କ୍ରିକେଟ ପ୍ରେମୀ ଶୀଘ୍ର ଭୁଲିବାକୁ ନିଶ୍ଚୟ ଚାହିଁବେ । ଦୀର୍ଘ ୨୯ ବର୍ଷ ପରେ ଭାରତ ଦଳ ବିଶ୍ୱକପରେ ପାକିସ୍ତାନଠାରୁ ହାରିଛି । ଗତକାଲି ମ୍ୟାଚରେ ଭାରତ ପାକିସ୍ତାନଠାରେ ଆତ୍ମସମର୍ପଣ କରିଥିଲା । ଦଳ ୧୦ ଉଇକେଟ ହାରିଥିଲା ଯାହା ଏକ
Read More...

ପ୍ରିୟଙ୍କାଙ୍କ ଆଉ ଏକ ବଡ ଘୋଷଣା, ୟୁପିରେ ସରକାର ଗଠନ ହେଲେ ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା

ସୋମବାର କଂଗ୍ରେସ ଆଉ ଏକ ପ୍ରତିଶ୍ରୁତି ଘୋଷଣା କରିଛି । କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ତଥା ୟୁପି ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଯଦି ତାଙ୍କ ଦଳ ସରକାର ଗଠନ କରେ ତେବେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସରକାରୀ ଚିକିତ୍ସା ଲୋକଙ୍କୁ ଦିଆଯିବ ।
Read More...

ବିଶ୍ୱକପ୍‌ରେ ପ୍ରଥମ ଥର ପାକିସ୍ତାନଠାରୁ ହାରିଲା ଟିମ୍‌ ଇଣ୍ଡିଆ, ପରାଜୟର ପାଞ୍ଚଟି ବଡ଼ କାରଣ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମରେ ଚାଲିଥିବା ଟି -୨୦ ବିଶ୍ୱକପ ୨୦୨୧ ଏକ ମ୍ୟାଚରେ ପାକିସ୍ତାନ ଦଳ ଭାରତକୁ ୧୦ ୱିକେଟରେ ପରାସ୍ତ କରିଛି । ବିଶ୍ୱକପରେ ୬-୦ ରେକର୍ଡ ନିଜ ନାମରେ କରିବାକୁ ଓହ୍ଲାଇଥିବା ଭାରତୀୟ ଦଳ ଦେଶର କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଥିଲେ ।
Read More...

ଜେଲ୍ ଗଲା ଗୋବିନ୍ଦ ସାହୁ

ଭୁବନେଶ୍ୱର: ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଜେଲ ଗଲେ ଗୋବିନ୍ଦ ସାହୁ। ଗୋବିନ୍ଦଙ୍କୁ ଆଜି କଂଟାବାଞ୍ଜି ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଇଥିଲା ପୋଲିସ। ଏହା ପରେ ଗୋବିନ୍ଦ ସାହୁଙ୍କୁ ଜେଲ ପଠାଇ ଦିଆଯାଇଛି।
Read More...

ତିନି ମାଓବାଦୀ ନିହତ

ନୂଆଦିଲ୍ଲୀ: ଆଜି ତିନି ମାଓବାଦୀ ନିହତ ହୋଇଛନ୍ତି । ଛତିଶଗଡ ବିଜାପୁର ଓ ତେଲେଙ୍ଗାନା ମୁଳୁଗା ସୀମାରେ ଉଭୟ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ତେବେ ଛତିଶଗଡ ଓ ତେଲେଙ୍ଗାନା ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ତିନି ଜଣ ମାଓବାଦୀଙ୍କ ମୃତୁ୍ୟ ହୋଇଥିବା
Read More...

ଆବର୍ଜନାରୁ ସବୁଜିମା :ଆବର୍ଜନାରୁ ସଂଗ୍ରହ କରୁଛନ୍ତି ଅମୂଲ୍ୟ ଜୀବନ

ଭୁବନେଶ୍ୱର : ପର୍ଯ୍ୟାବରଣକୁ ସୁସ୍ଥ, ସୁନ୍ଦର ଓ ସବୁଜିମା ରଖିବା ଲାଗି ରାଜଧାନୀ ଭୁବନେଶ୍ୱରର ରାସ୍ତାକଡରେ ଲାଗିଛି ଶହ ଶହ ପ୍ରଜାତିର ବୃକ୍ଷ । ପ୍ରତ୍ୟେହ ବୃକ୍ଷ ଗୁଡିକରୁ ଫୁଲ, ପତ୍ର, ବିହନ, ଝଡି ତଳେ ପଡିଥାଏ । ସକାଳ ପାହିଲେ ସଫେଇ କର୍ମ·ରୀ ଏହାକୁ ଓଳାଇ ଗଛ ମୂଳରେ ହେଉ ଅଥବା ରାସ୍ତା
Read More...

ରାଜନେତାଙ୍କ ବିରୋଧରେ ମାଳମାଳ ଅଭିଯୋଗ, ତଦନ୍ତ ନିମନ୍ତେ ଦାବି

ଗଞ୍ଜାମ/କୁକୁଡ଼ାଖଣ୍ଡି:ଗୋପାଳପୁର ନିର୍ବାଚନ ମଣ୍ଡଳୀର କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଣ୍ଠି ପଞ୍ଚାୟତର ଜଣେ ଛତାଦଳିଆ ରାଜନେତା କୁକୁଡ଼ାଖଣ୍ଡି ତହସିଲ ଅନ୍ତର୍ଗତ ବରପଲ୍ଲୀ ଅଞ୍ଚଳରେ ଏକ ବେଆଇନ ପୋଡାଇଟାଭାଟି ଚଳାଇ ଜିଲ୍ଲା ବାହାରୁ ଏବଂ ଅନ୍ୟରାଜ୍ୟରୁ ଶ୍ରମିକ ଆଣି କମ ମଜୁରୀ ପ୍ରଦାନ
Read More...

ଛାତ୍ରଛାତ୍ରୀ ବୁଲିଲେ ଐତିହ୍ୟସ୍ଥଳୀ

ପୁରୀ: ସହରର ଛାତ୍ରଛାତ୍ରୀମାନେ ବୁଲି ଦେଖିଛନ୍ତି ବିଭିନ୍ନ ଐତିହ୍ୟ ସ୍ଥଳୀ । ଆଜି ସକାଳ ସମୟରେ ନୀଳାଦ୍ରି ବେଳାଭୂମିରୁ ବଳଗଣ୍ଠି ଉଚ୍ଚ ବିଦ୍ୟାଳୟର ୨୦ ଜଣ ଛାତ୍ରଛାତ୍ରୀ ନିଳାଦ୍ରି ବେଳାଭୂମିରୁ ବାହାରି ଐତିହାସିକ ସମ୍ପର୍ଣ୍ଣ ଶଙ୍କରାଚାର୍ଯ୍ୟ ମଠ, ତୋଟା ଗୋପିନାଥ, ବାଉଳି ମଠ, ବିଦୁର ମଠ
Read More...

କରୋନା ନେଲା ଆଉ ୩ ଜଣଙ୍କ ଜୀବନ

ଭୁବନେଶ୍ୱର : ରାଜ୍ୟରେ ଆଉ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ କେନ୍ଦୁଝର, ଭଦ୍ରକ, ମୟୁରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୧୨ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ
Read More...