ତିନି ମାଓବାଦୀ ନିହତ

0 79

ନୂଆଦିଲ୍ଲୀ: ଆଜି ତିନି ମାଓବାଦୀ ନିହତ ହୋଇଛନ୍ତି । ଛତିଶଗଡ ବିଜାପୁର ଓ ତେଲେଙ୍ଗାନା ମୁଳୁଗା ସୀମାରେ ଉଭୟ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ତେବେ ଛତିଶଗଡ ଓ ତେଲେଙ୍ଗାନା ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ତିନି ଜଣ ମାଓବାଦୀଙ୍କ ମୃତୁ୍ୟ ହୋଇଥିବା ଜଣା ପଡିଛି ।
ଏହା ସହିତ ପୋଲିସ ଅନେକ ମାଓ ସାମଗ୍ରୀ ଜବତ କରିଥିବା ଜଣାପଡିଛି ।

hiranchal ad1

Leave A Reply

Your email address will not be published.

five − three =