Yearly Archives

2021

ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ ଜାରି ; ୫ ମୃତ

ଡେରାଡୁନ : ଉତ୍ତରାଖଣ୍ଡର ପାହାଡିଆ ଅଞ୍ଚଳରେ ବର୍ଷା ବିତ୍ପାତ ଜାରି ରହିଛି। ମଙ୍ଗଳବାର ସକାଳ ସମୟରେ ନୈନିତାଲ ଜିଲାର ଧାରୀ ବ୍ଲକ ଅନ୍ତର୍ଗତ ଚୌଖୁଟା ଗାଁରେ ବର୍ଷା ପ୍ରଭାବରେ ଶ୍ରମିକଙ୍କ ଘର ଉପରେ ରାସ୍ତାକଡରେ ଥିବା ସୁରକ୍ଷା ପ୍ରାଚୀର ଭୁଷୁଡି ପଡିଛି। ଏଥିରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ
Read More...

୨କୋଟି ୪୦ ଲକ୍ଷର ବ୍ରାଉନସୁଗର ଜବତ, ତିନି ଗିରଫ

ବାଲେଶ୍ୱର: ବ୍ରାଉନସୁଗରର ହବ ପାଲଟିଛି ଜଳେଶ୍ୱର। ଜଳେଶ୍ୱରରେ ବଡ଼ ଧରଣର ରେଡ଼ । ଝାଡେଶ୍ୱରପୁର ଅଞ୍ଚଳରୁ ୨କେଜି ଚାରିଶହ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗରର ଅନୁମାନିକ ମୂଲ୍ୟ ୨କୋଟି ୪୦ ଲକ୍ଷ ଟଙ୍କା ବୋଲି ସୂଚନା ରହିଛି
Read More...

ସ୍ପଷ୍ଟ କଲେ କୋହଲି, ଟି -୨୦ ବିଶ୍ୱକପରେ ଏହି ଯୋଡି ଓପନିଂ କରିବେ

ଦୁବାଇ : ଇଂଲଣ୍ଡ ବିପକ୍ଷ ୱାର୍ମ ଅପ୍‌ ମ୍ୟାଚ୍‌କୁ ୭ ୱିକେଟ୍‌ ଜିତି ନେଇଛି ଭାରତ । ଏହି ମ୍ୟାଚରେ ଇଶାନ କିଶନ ହୁଏତ ୭୦ ରନର ଏକ ଓପନିଂ ଇନିଂସ ଖେଳିଥାଇ ପାରନ୍ତି, କିନ୍ତୁ ଟି -୨୦ ବିଶ୍ୱକପରେ ତାଙ୍କର ଖେଳିବାର ସନ୍ଦେହ ରହିଛି । ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି
Read More...

୬୫ବର୍ଷରେ ପଦାର୍ପଣ କଲେ ସନ୍ନି, ଏମିତି ଢଙ୍ଗରେ ଭାଇ ବବି ଜଣାଇଲେ ଶୁଭେଚ୍ଛା

ଅଭିନେତା ସନ୍ନି ଦେଓଲ ଆଜି ତାଙ୍କର ୬୫ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ତାଙ୍କ ପ୍ରଶଂସକ, ବନ୍ଧୁ, ପରିବାର ସଦସ୍ୟ ଏବଂ ସେଲିବ୍ରେଟମାନେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ସନ୍ନିଙ୍କ ସାନଭାଇ ବବି ଦେଓଲ ମଧ୍ୟ ତାଙ୍କ ବଡ
Read More...

ଶପଥ ନେଲେ ୩ ନୂଆ ବିଚାରପତି

କଟକ: ଓଡ଼ିଶା ହାଇକୋର୍ଟରେ ଶପଥ ନେଲେ ୩ ନୂଆ ବିଚାରପତି। ବିଚାରପତି ଭାବେ ମୃଗାଙ୍କ ଶେଖର ସାହୁ, ରାଧାକ୍ରୀଷ୍ଣ ପଟନାୟକ ଓ ଶଶିକାନ୍ତ ମିଶ୍ର ଆଜି ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ନୂଆ କନଫରେନ୍ସ ହଲରେ ଏହି ଶପଥଗ୍ରହଣ ଉତ୍ସବର ଆୟୋଜିତ ହୋଇଯାଇଛି।   ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ
Read More...

ବିଜେଡି ହିଁ ଏକମାତ୍ର ବିକଳ୍ପ

ଦଶପଲ୍ଲା : ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ନୟାଗଡ ଜିଲ୍ଲାରେ ବିଜୁ ଜନତା ଦଳ ନିଜର ଦବ୍‌ଦବା ଜାହିର୍‌ କରିବା ଓ ନିର୍ବାଚନ ମଣ୍ଡଳୀକୁ ବିରୋଧି ଶୂନ୍ୟ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଓ ଜିଲ୍ଲା ବିଜେଡି ସଭାପତି ରମେଶ
Read More...

କରୋନା ନେଲା ଆଉ ୪ ଜଣଙ୍କ ଜୀବନ

ଭୁବନେଶ୍ୱର : ରାଜ୍ୟରେ ଆଉ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ କଟକ ଓ ଜଗତସିଂହପୁର ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୯୪ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ
Read More...

ଆଲୋକ ବୋଷଙ୍କୁ ଡକ୍ଟରେଟ ସମ୍ମାନ

ପାରଳାଖେମୁଣ୍ଡି : ବଡବ୍ରାହ୍ୱଂନ ସାହି ସ୍ଥିତ ସ୍ଥାନୀୟ ବୋଷ ଡାନ୍ସ ଷ୍ଟୁଡିଓ ପରିସରରେ ଏକ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇ । ମୁଖ୍ୟ ଅତିଥି ଭାବେ ଆଇନଜୀବୀ ପ୍ରଦୀପ କୁମାର ଦାଶ (ରାୟଗଡ଼ା), ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ, ଗଜପତି, ବିଚିତ୍ରାନନ୍ଦ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୫୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୨୪ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୨୩୨ ଜଣ ଲୋକାଲ୍‌ କେସ୍‌
Read More...

ପାରଳାରେ କାଞ୍ଚି କାମାକ୍ଷୀ ପୂଜା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମାଟିଆ ସାହି ଛକ ନିକଟରେ କାଞ୍ଚି କାମାକ୍ଷୀ ପୂଜା ଅନୁଷ୍ଠିତ ହୋଇଛି । ଏହା ପ୍ରତି ବର୍ଷ କରାଯାଏ । ଏହି ପୂଜା ଦଶହରା ଦିନ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ହୋଇ ଥାଏ । ସାତଦିନ ଚଣ୍ଡୀ ପାଠ କରାଯାଏ ।
Read More...