Yearly Archives

2021

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୧୮ ତାରିଖ ସାରାଦେଶରେ ଦିଆଯାଇଥିବା ରେଳରୋକ ଡାକରାକୁ କଂଗ୍ରେସର ସମର୍ଥନ

ଭୁବନେଶ୍ୱର, ୧୬/୧୦- ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟା ଘଟଣାରେ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ମନ୍ତ୍ରୀ ପରିଷଦ ରୁ ବହିଷ୍କାର କରିବା, ଅପରାଧୀ ମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ଏବଂ କୃଷକ ବିରୋଧୀ ତିନି କଳା କୃଷି ଆଇନ ପ୍ରତ୍ୟାହାର
Read More...

ପୁରୀରେ ଗୋଶାଣୀ ଦେବୀଙ୍କ ଭଷାଣୀ ଉତ୍ସବ

ପୁରୀ,୧୬/୧୦- ପାରମ୍ପରିକ ବାଦ୍ୟରେ ଗୋଶାଣୀ ଦେବୀଙ୍କୁ ଶ୍ରୀମନ୍ଦିର ସିଂହଦ୍ୱାର ସମୁଖକୁ ଅଣାଯାଉଛି । ସେଠାରେ ପରମ୍ପରା ଅନୁଯାୟୀ ଦେବ ସଭା ଅନୁଷ୍ଠିତ ହୋଇଥାଏ । ସବୁ ଗୋଶାଣୀ ମୂର୍ତି ଙ୍କୁ ଧାଡିରେ ସିଂହଦ୍ୱାର ସମୁଖରେ ରଖାଯାଇଥାଏ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ପରେ
Read More...

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

ଗଜପତି,୧୬/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଓସିଏସ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାଟି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ
Read More...

ଜିଲ୍ଲା କିଷାନ କଂଗ୍ରେସ କମିଟିର ସମ୍ବର୍ଦ୍ଧନା ସଭା

ବୌଦ୍ଧ,୧୬/୧୦ - ବୌଦ୍ଧବ୍ଲକ ଶଗଡା ବାଘ ପ୍ରକଳ୍ପ ବଙ୍ଗଳାଠାରେ ଜିଲ୍ଲା କିଷାନ କଂଗ୍ରେସ କମିଟିର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ରଘୁନାଥ ପଲିଆଙ୍କ ଅଧକ୍ଷତାରେ ଉକ୍ତ ସଭାରେ ରାଜ୍ୟ କିଷାନ କଂଗ୍ରେସ ସାଧାରଣ ସମ୍ପାଦକ ତଥା ବୌଦ୍ଧଜିଲ୍ଲା କିଷାନ କଂଗ୍ରେସର ଜିଲ୍ଲା ପ୍ରଭାରୀ
Read More...

ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ନିଯୁକ୍ତ

ଭୁବନେଶ୍ୱର:ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଭାପତି ଶ୍ରୀ ନିରଜ କୁନ୍ଦନ ଭୁବନେଶ୍ୱର ଛାତ୍ର କଂଗ୍ରେସ ସଭାପତି ଭାବରେ ଶ୍ରୀ ଜଗଦିଶ ଗଜେନ୍ଦ୍ର, ମଧ୍ୟ ଭୁବନେଶ୍ୱର ଛାତ୍ର କଂଗ୍ରେସ ସଭାପତି ଭାବରେ ଅବଦୁଲ ସାହରୁଖ ଖାନ, ଏକାମ୍ର ଭୁବନେଶ୍ୱରର ଛାତ୍ର କଂଗ୍ରେସ ସଭାପତି ଭାବରେ ନିୟାଜୁଲ ଇସଲାମ ତଥା
Read More...

ନିଜକୁ ପୂର୍ଣ୍ଣକାଳୀନ ସଭାପତି ଘୋଷଣା କଲେ ସୋନିଆ

ନୂଆଦିଲ୍ଲୀ : କଂଗ୍ରେସରେ କେହି ନିର୍ବାଚିତ ସଭାପତି ନଥିବାରୁ ଦଳ ଅସନ୍ତୁଷ୍ଟ । ଜି-୨୩ ଗୋଷ୍ଠୀକୁ ଆଜି କଣ ଜବାବ ଦେଇ ସୋନିଆ ଜାତୀୟ କଂଗ୍ରେସର ସେ ହିଁ ପୂର୍ଣ୍ଣକାଳୀନ ସଭାପତି ବୋଲି ଘୋଷଣା କରିଛନ୍ତି । ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ସୋନିଆ କହିଛନ୍ତି, ସେ ଦଳର ପୂର୍ଣ୍ଣ ସଭାପତି ଅଛନ୍ତି
Read More...

ଧୋନୀଙ୍କୁ ନେଇ ଆସିଲା ପୁଣି ଏକ ବଡ ଖବର

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ଜିତିବାର ଗୋଟିଏ ଦିନ ପରେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଆଉ ଗୋଟିଏ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ଧୋନି ପୁଣିଥରେ ବାପା ହେବାକୁ ଯାଉଥିବା ସୂଚନା ମିଳିଛି। ବର୍ତ୍ତମାନ ତାଙ୍କ ପତ୍ନୀ ସାକ୍ଷୀ ସିଂହ ଧୋନି ୪ ମାସର ଗର୍ଭବତୀ
Read More...

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଚିଠା ବିଜ୍ଞପ୍ତି ପ୍ରକାଶ: ପଛୁଆ ବର୍ଗଙ୍କ ପାଇଁ ରହିଛି ୪ ଜିଲ୍ଲା ସଂରକ୍ଷିତ

ଭୁବନେଶ୍ୱର : ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ୩୦ ଜିଲ୍ଲା ମଧ୍ୟରୁ ପଛୁଆବର୍ଗଙ୍କ ପାଇଁ ୪ ଜିଲ୍ଲା ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା ଅନୁଗୋଳ, କେନ୍ଦୁଝର, ଖୋର୍ଦ୍ଧା ଓ ଗଜପତି। ୧୨ ଜିଲ୍ଲା ପାଇଁ ଅଧ୍ୟକ୍ଷ ପଦ ଅଣ
Read More...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଉତ୍ତର ଭୁବନେଶ୍ୱରରେ ରକ୍ତଦାନ ଶିବିର

ଭୁବନେଶ୍ୱର :ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ସାଢେ଼ ଚାରି କୋଟି ଜନତାଙ୍କ ପ୍ରିୟ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କ ୭୬ତମ ଜନ୍ମ ଦିବସ ପାଳନ ଅବସରରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ୱାର୍ଡ ନମ୍ବର-୧୦ ଅନ୍ତର୍ଗତ ପାରାଡାଇଜ ମଣ୍ଡପରେ ପୂର୍ବତନ କର୍ପୋରେଟର ପ୍ରଣତି ନାୟକ ଓ
Read More...

ଆଇପିଏଲ-୨୦୨୧ : କାହାକୁ ମିଳିଲା କେଉଁ ପୁରସ୍କାର, ଦେଖନ୍ତୁ ପୁରା ଲିଷ୍ଟ

ନୂଆଦିଲ୍ଲୀ, :   ଆଇପିଏଲ ୨୦୨୧ ଶେଷ ହୋଇଛି । ଚଳିତ ଥର ଟୁର୍ଣ୍ଣାମେଣ୍ଟର ବିଜେତା ହୋଇଛି ଚେନ୍ନାଇ ସୁପର କିଙ୍ଗସ । ଦଳ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରି ଚତୁର୍ଥ ଥର ପାଇଁ ଆଇପିଏଲ ଟ୍ରଫି ହାସଲ କରିଛି ।ସୁପର ମୁକାବିଲାରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିଥିଲା । ଜବାବରେ କେକେଆର ୨୭
Read More...