Yearly Archives

2021

ସୁବର୍ଣ୍ଣପୁର ଜିଲ୍ଲା ଖବରକାଗଜ ହକରଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା

ସୁବର୍ଣ୍ଣପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ରାଜ୍ୟର ପଂଜିକୃତ ସମସ୍ତ ଖବର କାଗଜ ବିତରକ ଙ୍କ ନିମନ୍ତେ ସ୍ୱତନ୍ତ୍ର କୋଭିଡ ସହାୟତାର ଶୁଭାରମ୍ଭ କରିଛନ୍ତି । ଏହି ଉପଲକ୍ଷେ ଆଜି ସୁବର୍ଣ୍ଣପୁର ଜିଲ୍ଲା କିଲିଟାରି ସ୍ଥିତ ଓସ୍ୱାନ ହଲ ଠାର କରୋନା କଟକଣା ପାଳନ ପୂର୍ବକ…
Read More...

୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।…
Read More...

ସନରାଇଜର୍ସ ହାଇଦ୍ରାବାଦ ଦଳରେ ଯୋଗ ଦେଲେ ଲାରା ଓ ଷ୍ଟେନ

ନୂଆଦିଲ୍ଲୀ : କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ବ୍ରାଏନ୍‌ ଲାରା ଏବଂ ଦକ୍ଷିଣ ଆଫ୍ରିକାର ମାରାତ୍ମକ ବୋଲର ଡେଲ୍‌ ଷ୍ଟେନ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ରେ ଯୋଡି ହୋଇଯାଇଛି । ସନରାଇଜର୍ସ ହାଇଦ୍ରାବାଦ ଲାରାଙ୍କୁ ବ୍ୟାଟିଂ କୋଚ ଏବଂ ଷ୍ଟେନଙ୍କୁ ବୋଲିଂ କୋଚ ଭାବରେ ନିଯୁକ୍ତ…
Read More...

ଅନନ୍ତ ଦୀପ୍ତି ଆଶା ଟ୍ରଷ୍ଟ ତରଫରୁ ଅସହାୟଙ୍କୁ ରିଲିଫ ସହାୟତା ପ୍ରଦାନ

ବାଲିଗୁଡା : ଅନନ୍ତ ଦୀପ୍ତି ଆଶା ଟ୍ରଷ୍ଟ ଦ୍ୱାରା ଦାରିଙ୍ଗବାଡ଼ି ବ୍ଲକ ସୁଲୁମାହା ଠାରେ ଅସହାୟ ପରିବାରକୁ ଖାଦ୍ୟ ଏବଂ ସ୍ୱଚ୍ଛତା ସାମଗ୍ରୀ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟର ଟ୍ରଷ୍ଟି ସଦସ୍ୟ ସଚିବ ବିନୋୟ କିର୍ତ୍ତୀ ଟ୍ରଷ୍ଟର ସଭାପତି ସୁରେଖା ଦିଗାଲ ଏବଂ ବୋର୍ଡର ସଦସ୍ୟମାନେ…
Read More...

ଏକାଥରକେ ଚିହ୍ନଟ ହେଲେ ୩୩ ଓମିକ୍ରନ ଆକ୍ରାନ୍ତ

ଚେନ୍ନାଇ : ତାମିଲନାଡୁରେ ଗୁରୁବାର କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟର ୩୩ ନୂଆ ମାମଲା ସାମ୍ନା ଆସିବା ପରେ ରାଜ୍ୟରେ ଭୟର ବାତାବରଣ ଖେଳିଯାଇଛି । କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଥିବା ଲୋକଙ୍କ ଜିନମ ସିକ୍ୟୁନ୍ସିଂ ପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି । ଏହା ସହ ରାଜ୍ୟରେ ଓମିକ୍ରନ…
Read More...

ରାଜ୍ୟ କରାଟେ ଚମ୍ପିୟାନସିପରେ ନବରଙ୍ଗପୁର ଦଳ ଚମ୍ପିୟାନ

ନବରଙ୍ଗପୁର: ନବରଙ୍ଗପୁର ଏସିଆନ କରାଟେ ସ୍କୁଲରେ ଅନୁଷ୍ଠାନର ମୁଖ୍ୟ ସେଂସାଇ ଶରତ କୁମାର ରାଉତଙ୍କ ନେତୃତ୍ୱରେ ଏକ ବାର ଜଣିଆ ଦଳ ଗତ ୧୯ ତାରିଖରେ ଭୁବନେଶ୍ୱର ରେଳବାଇ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟ କରାଟେ ଚମ୍ପିୟାନସିପରେ ଭାଗ ନେଇଥିଲେ । ଏଥିରେ ବାର ବର୍ଷରୁ କମ ୪୦ କିଲୋଗ୍ରାମ…
Read More...

ଖବରକାଗଜ ହକରଙ୍କୁ ମିଳିଲା ସ୍ୱତନ୍ତ୍ର କୋଭିଡ୍ ସହାୟତା

ଭୁବନେଶ୍ୱର: ଖବରକାଗଜ ହକରଙ୍କୁ ମିଳିଲା ସ୍ୱତନ୍ତ୍ର କୋଭିଡ୍ ସହାୟତା । ହକରମାନଙ୍କୁ ୬ହଜାର ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଗଲା । ଲୋକସଭା ଭବନରେ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମୁଖ୍ୟମନ୍ତ୍ରୀ କହିଛନ୍ତି, ହକରମାନେ…
Read More...

ଟିକା ପ୍ରମାଣପତ୍ର ନଦେଖାଇଲେ ଦରମା ବନ୍ଦ

ଚଣ୍ଡିଗଡ: ଗତ ୨ ବର୍ଷ ଧରି ମହାମାରୀ କରୋନା ଯେଉଁଭଳି ତାଣ୍ଡବ ରଚିଛି ତାହା କେବେବି ଲୋକଙ୍କ ମନରୁ ଲିଭିବନି । ପୁଣି ଏହାର ତୃତୀୟ ଲହର ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ତେଣୁ ଏନେଇ ପ୍ରତି ରାଜ୍ୟର ସରକାର ସତର୍କ ହୋଇଉଠିଛନ୍ତି । ଏହାକୁ ଦୃଷ୍ଟିରେ ରଖି କଡା ନିଷ୍ପତ୍ତି ନେଇଛନ୍ତି…
Read More...

ରାଜ୍ୟରେ ଆଉ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପୁଣି ଆଉ ଦୁଇ ଜଣ କରୋନାର ନୂଆ ଭୂତାଣୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଆକ୍ରାନ୍ତ ବ୍ୟକ୍ତି ନାଇଜେରିଆ ଫେରନ୍ତା ବୋଲି ଜଣାପଡିଥିବା ବେଳେ ଉଭୟ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି…
Read More...

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୩୬କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କାୟା ମେଲାଇ ଚାଲିଛି ଓମିକ୍ରନ। ଦେଶରେ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ଏକ ସପ୍ତାହ ମଧ୍ୟରେ ଏହାର ସଂକ୍ରମଣ ବହୁଗୁଣିତ ହୋଇଛି । ବର୍ତ୍ତମାନ ୧୬ ଟି ରାଜ୍ୟ କରୋନା ର ଏହି ନୂତନ ପ୍ରକାରର ଭାରିଆଣ୍ଟ ଚିହ୍ନଟ ହୋଇଛି। ସାରା ଦେଶରେ ବର୍ତ୍ତମାନ ସୁଦ୍ଧା…
Read More...