Yearly Archives

2021

ଦୁର୍ନୀତି ନିବାରଣ କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ପୋଲିସ ସବ ଇନ୍ସପେକ୍ଟର ବୁଧୁନୀ ମିଞ୍ଜ

କେନ୍ଦୁଝର: ବର୍ତ୍ତମାନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ତଥା ମହିଳା ଥାନା ରାଉରକେଲାର ପୂର୍ବତନ ସବ ଇନ୍ସପେକ୍ଟର ବୁଧୁନି ମିଞ୍ଜ ସମ୍ବଲପୁର ମଣ୍ଡଳ ଅଧିନରେ ଥିବା ସୁନ୍ଦରଗଡ଼ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଲାଞ୍ଚ ନେଉଥିବା ସମୟରେ ଧରାପଡିଥିଲେ । ଏ ନେଇ କେସ ନଂ…
Read More...

ବୌଦ୍ଧ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଯୋଗାଡ଼ ହୋଇପାରିଲା ନାହିଁ ବିରଳରକ୍ତ, ରକ୍ତ ଯୋଗାଡ଼ କଲା ଦିବ୍ୟାଉର୍ଜା…

ସୁବର୍ଣ୍ଣପୁର : ବୌଦ୍ଧ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ବିରଳ ରକ୍ତ ଯୋଗାଡ଼ ହୋଇ ନ ପାରିବାରୁ ସୁବର୍ଣ୍ଣପୁର ଜିଲ୍ଲାର ରକ୍ତଦାତା ସଂଘର ପ୍ରୟାସରେ ବିରଳ ବର୍ଗର ରକ୍ତ ଜଟିଆ ବେହେରା ନାମକ ରୋଗୀକୁ ଯୋଗାଇ ଦିଆଯାଇଛି । ଦୀର୍ଘ ଦୁଇ ଦିନ ଧରି ବୌଦ୍ଧ ଜିଲ୍ଲାରେ ଏ ରୋଗୀଙ୍କ ଜୀବନ ସଙ୍କଟାପନ୍ନ…
Read More...

ଲଡୁକେଶଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟ ବିଚାରପତି

ଦଶପଲ୍ଲା: ନୟାଗଡ ଜିଲ୍ଲା ଓଡଗାଁଠାରେ ନବନିର୍ମିତ କୋର୍ଟ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଭିନିତ୍‌ ସରନ୍‌ ଏବଂ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌ ମୁରଲୀଧର ଶରଣକୁଳଠାରେ ଅବସ୍ଥିତ ଲଡୁକେଶ ମହେଶଙ୍କ ଦର୍ଶନ କରିଛନ୍ତି ।…
Read More...

ପୋଖରୀରେ ବୁଡ଼ି ଦୁଇ ସମ୍ପର୍କୀୟ ଭଉଣୀ ମୃତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ମାର୍ଲାଙ୍ଗା ପଞ୍ଚାୟତର ସାଲକି ବୁଡାଗୁଡ଼ା ଗାଁରେ ଅଭାବନୀୟ ଘଟଣା । ପୋଖରୀକୁ ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଦୁଇ ସମ୍ପର୍କୀୟ ଭଉଣୀ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନାପ୍ରକାରେ ସାର୍ତ୍ତୁଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଙ୍ଗାଲିପଦର ଗାଁର…
Read More...

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ

ଭୁବନେଶ୍ୱର ୧୯।୦୯ : ବିଶିଷ୍ଟ ସମାଜସେବୀ ତଥା ଯଶସ୍ବୀ ସାରସ୍ଵତ ସାଧିକା ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପୁରୀ ସ୍ବର୍ଗଦ୍ଵାର ଠାରେ ସ୍ବର୍ଗତା ମହାପାତ୍ରଙ୍କ ଶେଷକୃତ୍ୟ ଆଜି…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମ ଦିବସରେ କୃଷକ ଏବଂ ସୈନିକମାନଙ୍କୁ ସମ୍ମାନ

ଗଜପତି,୧୮/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ସୈଲମ କଲ୍ୟାଣମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମ ଦିବସ ଅବସରରେ କୃଷକ ଓ ସୈନିକ ସମ୍ମାନ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି…
Read More...

ଗାଁ ଦାଣ୍ଡରେ ଲହଡି ମାରୁଛି ବନ୍ୟାଜଳ: ୨୫ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରକଲା ପ୍ରଶାସନ

ଖୋର୍ଦ୍ଧା,୧୮/୯: ଲଘୁଚାପ ବର୍ଷା ଯୋଗୁଁ ଉପରମୁଣ୍ଡର ପାଣି ମହାନଦୀରେ ଆସି ବିଭିନ୍ନ ପଚାଂୟତରେ ପଶି ବନ୍ୟା ବିତ୍ପାତ ସୃଷ୍ଟି କରିଛି । ଏ ଅବସ୍ଥା କୌଣସି ଉପାନ୍ତ ଅଂଚଳର ନୁହେଁ ବରଂ ଖୋଦ୍‌ ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ବ୍ଲକର ଓରବରସଂହ, ନରଣଗଡ ଓ ବଜମୋହନପୁର ପଂଚାୟତର ସମସ୍ୟା । ଏହାର…
Read More...

ହକ୍‌ପାଇଁ ଏକାଠି ହେଲେ ଗୋପାଳପୁରର ମଠସାହି ଗ୍ରାମବାସୀ

ଦଶପଲ୍ଲା,୧୮/୯- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ୍‌ ଆଦିବାସୀ ଅଧ୍ୟୁଷିତ ଟାକରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ମୌଜାର ମଠସାହି ଗ୍ରାମକୁ ସ୍ୱାଧୀନତାର ୭୫ ବର୍ଷପରେ ମଧ୍ୟ, ନା ଅଛି ଗୋଟେ ସବୁଦିନିଆ ରାସ୍ତା ନା ହେଇପାରିଛି ନାଳ ଉପରେ ପୋଲ । ସାମାନ୍ୟ ବର୍ଷାରେ ବେହାଲ ହୋଇଯାଏ ମଠସାହି…
Read More...

ଅଙ୍ଗନଦୀ ଟୋଲଗେଟରୁ ବେଆଇନ୍‌ ଟୋଲ ଫି ସଂଗ୍ରହ

ସୁବର୍ଣ୍ଣପୁର,୧୮/୯- ସୋନପୁର ବିନିକା ରାସ୍ତାରେ ଅବସ୍ଥିତ ଥିବା ଅଙ୍ଗନଦୀ ଉପରେ ଟୋଲଗେଟଟି କାହିଁ କେତେ ପୁରୁଣା । ଅନେକ ସମୟରେ ଏହିବ୍ରିଜର ନିର୍ମାଣ କାଳରେ ଖର୍ଚ୍ଚ ହୋଇଥିବା ଟଙ୍କାରୁ କାହିଁ କେତେଗୁଣ ଅଧିକ ଟୋଲ ଆଦାୟ ହୋଇଥିବା ସତ୍ୱେ ଏହି ଟୋଲଗେଟକୁ ଉଠାଇଦେବାପାଇଁ ବିଭିନ୍ନ ସମୟରେ…
Read More...

ଅଟୋ ସହିତ କାଠପଟା ଜବତ, ଜଣେ ଗିରଫ

ଦାରିଙ୍ଗବାଡି,୧୮/୯: ଅଟୋରେ କାଠପଟା ଚୋରା ଚାଲାଣ କରିବା ଅଭିଯୋଗରେ ବନବିଭାଗ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ଅଟୋ ସମେତ ୧୧ଖଣ୍ଡ ଶାଳ ଓ ୯ଖଣ୍ଡ ପିଆଶାଳ କାଠପଟାକୁ ଜବତ କରିଥିବା ନେଇ ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ସୂଚନା ଦେଇଛନ୍ତି । ସୂଚନା ପ୍ରକାରେ ବନାଞ୍ଚଳ…
Read More...