Yearly Archives

2021

ଜନପ୍ରତିନିଧିଙ୍କ ଆମରଣ ଅନଶନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ଅରାଜକତା । ଜନପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ । ବ୍ଲକ୍‌ ସହକାରୀ ଯନ୍ତ୍ରୀ ବବୃବାହାନ ବେହେରା ଓ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ବିରୋଧରେ ସଂଗିନ ଅଭିଯୋଗ ଆଣିଛନ୍ତି ଜନ ପ୍ରତିନିଧି । ବିଧାୟକ ଓ ସହକାରୀ ଯନ୍ତ୍ରୀ ମନମୁଖୀ
Read More...

ସ୍ୱିଗି ବୟ ଚିକୁନ ଗିରଫ

ଭୁବନେଶ୍ୱର: ମିଛ ଅପହରଣର ନାଟକ ରଚିଥିବା ସ୍ୱିଗ ବୟ ଶେଷ ଗିରଫ ହୋଇଛି । ଧଉଳି ପୁଲିସ ତାକୁ ଗିରଫ କରିଥିବା ଜଣାପଡିଛି । ବାନ୍ଧବୀଙ୍କ ସହ ଚିକୁନଙ୍କୁ ଆଜି ମଧ୍ୟପ୍ରଦେଶରୁ ଭୁବନେଶ୍ୱର ଅଣାଯାଇଥିଲା । ଏହାପରେ ପୁଲିସ ଉଭୟଙ୍କୁ ପଚରାଉଚରା କରିଛି । ବାନ୍ଧବୀ କହିଛନ୍ତି ଯେ, ସେ ନିଜ ଇଚ୍ଛାରେ
Read More...

ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ମାଓ ସାମଗ୍ରୀ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଠାବ ହେଲା ମାଓ ଶିବିର । ମାଲକାନଗିରି ଓ କୋରାପୁଟ ଜିଲ୍ଲା ସୀମାନ୍ତ ବଦିଲି ପାହାଡ ଉପରେ ନକ୍ସଲମାନେ ଏକ ବଡ ଧରଣର କ୍ୟାମ୍ପ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା ।  ଏହାପରେ ଏସଓଜି, ଡିଭିଏଫ ଓ ସିଆରପିଏଫ ବାହିନୀ ପକ୍ଷରୁ
Read More...

ସନ୍ଧ୍ୟାରେ ମୁଣ୍ଡଳି ଛୁଇଁବ ହୀରାକୁଦ ଜଳ

ଭୁବନେଶ୍ୱର: ଆଜି ସନ୍ଧ୍ୟା ସୁଦ୍ଧା ହୀରାକୁଦ ବନ୍ୟା ଜଳ ମୁଣ୍ଡଳିରେ ପହଞ୍ଚିବ । ମୁଣ୍ଡଳି ପରିଦର୍ଶନ ବେଳେ ଏହି ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ।ସେ କହିଛନ୍ତି ଯେ, ଏବେ ମୁଣ୍ଡଳିରେ ଜଳସ୍ତର ଖସୁଛି । ତଳ ମୁଣ୍ଡରେ ଆଉ ବର୍ଷା ନାହିଁ । ମୁଣ୍ଡଳିରେ ସର୍ବାଧିକ ୬.୪୩ ଲକ୍ଷ
Read More...

ବୌଦ୍ଧ ସମବାୟ ବ୍ୟାଙ୍କ ସଂପାଦକଙ୍କ ହୃଦଘାତରେ ମୃତ୍ୟୁ

ବୌଦ୍ଧ,୧୬/୯– ଗତକାଲି ରାତିରେ ବୌଦ୍ଧ ସମବାୟ ବ୍ୟାଙ୍କ ସଂପାଦକ ମନମୋହନ ବେହେରାଙ୍କ ହୃଦଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ଖବରରୁ ପ୍ରକାଶ ଯେ ଗତକାଲି ସେ ସ୍ୱାଭାବିକ ଭାବେ ଅଫିସରେ କାମ କରିଥିଲେ । ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ଅସୁସ୍ଥ ଅନୁଭବ କରିବାରୁ ବୌଦ୍ଧ ମେଡିକାଲ
Read More...

ଗାଁ ସ୍କୁଲରେ ପଢୁଥିବା ୨ଛାତ୍ର କୋଟିପତି ହୋଇଗଲେ, କେମିତି ଜାଣନ୍ତୁ

ପାଟନା : ଶୀର୍ଷକ ପଢି ଆପଣ ନିହାତି ଆଶ୍ଚର୍ଯ୍ୟ ହୋଇଯାଇଥିବେ, କିନ୍ତୁ ଏହା ସତ । ଏମିତି ଏକ ଘଟଣା ଘଟିଛି ବିହାରର କାଟିହାରର ଆଜାମନଗର ବ୍ଲକ୍‌ ପାଷ୍ଟିଆ ଗ୍ରାମରେ । ଏହି ଗ୍ରାମର ଦୁଇ ଛାତ୍ର ଏବେ ଗାଁ ସ୍କୁଲରେ ଅଧ୍ୟାୟନ କରୁଛନ୍ତି । ଏମାନଙ୍କ ପାଖରେ ନା ଅଛି ସ୍କ୍ରାଚ୍‌ କୁପନ ନା
Read More...

ବଢୁଛି ହୀରାକୁଦର ଜଳସ୍ତର, ୨୮ଟି ଗେଟ୍‌ ଦେଇ ଚାଲିଛି ଜଳ ନିଷ୍କାସନ

ଭୁବନେଶ୍ୱର: ଛତିଶଗଡ଼ର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବଢିବାରେ ଲାଗିଛି । ଯେଉଁଥି ପାଇଁ ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ଖୋଲାଯାଇଛି । ଏବେ ୨୮ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ହୁ ହୁ ବଢିବାରେ ଲାଗିଛି
Read More...

୧୮ରୁ ପୁଣି ବର୍ଷା, ଏହି ସବୁ ଜିଲ୍ଲାରେ ଛେଚିବ

ଭୁବନେଶ୍ୱର:  ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ମିଆଁମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।  ଏନେଇ ଆଇଏମଡି ମହାନିଦେ୍ର୍ଧଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୧୮ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ  କେନ୍ଦ୍ରୀଭୂତ ହେବ ।  ତେବେ
Read More...

ମୂର୍ତ୍ତି ବିବାଦ: ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ

କଟକ: ହାଇକୋର୍ଟରେ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ଶେଷ ହୋଇଛି । ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ । ତେବେ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ବାଲୁବଜାର ପୂଜା କମିଟି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ପୂଜା କମିଟି ଏସଆରସିଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର
Read More...

ପୁଅର ପିତାଙ୍କ ନାମ ପ୍ରକାଶ କଲେ ନୁସରତ, ଜାଣନ୍ତୁ ସେ କିଏ ?

କୋଲକାତା : ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସର ସାଂସତ ତଥା ଅଭିନତ୍ରୀ ନୁସରତ ଜାହାନଙ୍କ ପୁଅର ପିତାଙ୍କ ନାମ ପ୍ରକାଶ ପାଇଛି । ତାଙ୍କର ସାଥୀ ବଙ୍ଗୀୟ ଅଭିନେତା ୟଶ ଦାସଗୁପ୍ତାଙ୍କ ନାମ ନୁସରତଙ୍କ ପୁଅର ଜନ୍ମ ପ୍ରମାଣପତ୍ରରେ ପିତା ଭାବରେ ଲେଖାଯାଇଥିଲା । ବିଶେଷ କଥା ହେଉଛି ଏହା
Read More...