Yearly Archives

2021

ତାରାଙ୍କ ପଣ, ନିରଞ୍ଜନଙ୍କୁ ଗାଦିରୁ ହଟାଇବି

ଭୁବନେଶ୍ୱର: ବଢ଼ିବାରେ ଲାଗିଛି କୋରାପୁଟ କଂଗ୍ରେସର ଫାଟ। ଦଳ ଭିତରେ ରହିଥିବା ମନାନ୍ତର ବାରମ୍ବାର ସାମ୍ନାକୁ ଆସିବାରେ ଲାଗିଛି। ଆରୋ, ପ୍ରତ୍ୟାରୋପ ଚାଲିଥିବାବେଳେ ବିଗିଡ଼ି ଯାଇଥିବା ସ୍ଥିତିକୁ ସୁଧାରିବା ପାଇଁ ଦଳର ଶୀର୍ଷ ନେତୃତ୍ବ କଣ ପଦକ୍ଷେପ ନେବେ ତାହାକୁ କର୍ମୀମାନେ ଅପେକ୍ଷା କରି
Read More...

ଦୁବାଇରେ ସିଏସକେର ଅଭ୍ୟାସ ଆରମ୍ଭ, ଦଳକୁ ଫେରିଲେ ଏହି ଷ୍ଟାର ପେସର

ଦୁବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗର ୧୪ ତମ ସିଜନର ଅବଶିଷ୍ଟ ମ୍ୟାଚ୍‌ ସେପ୍ଟେମ୍ବର ୧୯ରୁ ୟୁଏଇରେ ଅନୁଷ୍ଠିତ ହେବ । ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଚେନ୍ନାଇରେ ପହଞ୍ଚିଛି । ଏହି ମାସ ଶେଷ ସୁଦ୍ଧା ଅନ୍ୟ ଦଳ ପହଞ୍ଚିବେ ଯିବେ ବୋଲି ଜଣାପଡିଛି । ଧୋନିଙ୍କ
Read More...

ପୁଣି ବିଗିଡ଼ିଲା ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା

ଚଣ୍ଡିଗଡ: ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଗୁରୁତର ହୋଇଛି । ହରିୟାଣା ଗୃହ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ବିଗିଡି ଯାଇଛି। ମନ୍ତ୍ରୀଙ୍କ ଅକ୍ସିଜେନ ଲେଭଲ କମିଯିବାରୁ ତାଙ୍କୁ ଅମ୍ବାଲା ସ୍ଥିତ ବାସଭବନରେ ଅକ୍ସିଜେନ ସପୋର୍ଟରେ ରଖାଯାଇଥିଲା। ତାଙ୍କ
Read More...

ବାଣପୁର ଗ୍ୟାସ ସିଲିଣ୍ଡର ଦୁର୍ଘଟଣା: ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପାମୂଳକ ସହାୟତା ଘୋଷଣା

ଭୁବନେଶ୍ୱର:ଗତକାଲି ବାଣପୁର ର ଗମ୍ଭାରୀ ମୁଣ୍ଡା ଗାଁରେ ଗ୍ୟାସ ସିଲିଣ୍ଡର ଦୁର୍ଘଟଣା ରେ ଗୁରୁତର ଆହତ ଜଣେ ବ୍ୟକ୍ତି ଙ୍କର ପରଲୋକ ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ
Read More...

ଧର୍ମେନ୍ଦ୍ରଙ୍କୁ କଟାକ୍ଷ କଲେ ବବି

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ୱିଟରରେ ମୁହାଁମୁହିଁ ହୋଇଛନ୍ତି । ଆୟୂଷ୍ମାନ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଉଭୟ ପରସ୍ପରକୁ ଟାର୍ଗେଟ କରିଛନ୍ତି । ଧର୍ମେନ୍ଦ୍ର ଟ୍ୱିଟରେ ଉଲ୍ଲେଖ କରିଥିଲେଯେ,
Read More...

ଟିକା ନ ନେଲେ ବିଧାନସଭା ମନା

ଭୁବନେଶ୍ୱର: ସେପ୍ଟେମ୍ବର ପହିଲାରୁ ୯ ପର୍ଯ୍ୟନ୍ତ ଚାଲିବ ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ । ଏହି ଅଧିବେଶନ ପାଇଁ ଗୁରୁବାର ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ଏକ ବୈଠକ ଡାକିଥିଲେ । ବୈଠକର ନିଷ୍ପତ୍ତି ଅନୁସାରେ, ବିଧାନସଭା ଅଧିବେଶନ ପାଇଁ ସମସ୍ତ ମନ୍ତ୍ରୀ, ବିଧାୟକ ଓ ବିଧାନସଭା
Read More...

ତାଲିବାନଙ୍କୁ କଡା ବିରୋଧ କରୁଛନ୍ତି ଆଫଗାନିସ୍ତାନୀବାସୀ

ୱାଶିଂଟନ୍‌ : ତାଲିବାନ ଦଖଲ କରିବା ପରେ ଆଫଗାନିସ୍ତାନର ପରିସ୍ଥିତି ଦିନକୁ ଦିନ ବଦଳୁଛି । ଏହି ସମୟରେ ଆତଙ୍କିତ ଅବସ୍ଥାରେ ଥିବା ସେଠାକାର ଲୋକଙ୍କ ମଧ୍ୟରେ କ୍ରୋଧ ଆରମ୍ଭ ହେବାରେ ଲାଗିଛି । ସେମାନେ ଏକାଠି ହୋଇ ତାଲିବାନ ବିରୋଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରି ଦେଇଛନ୍ତି ।
Read More...

ଆଜିଠୁ ଯୁକ୍ତ ୩ ଆଡମିଶନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୩ ଆଡମିଶନ ପାଇଁ ନାମଲେଖା ପ୍ରକ୍ରିୟା । ଛାତ୍ରଛାତ୍ରୀମାନେ www.samsodisha.gov.in ରେ ସିଏଏଫ୍ ଫର୍ମ ପୂରଣ କରିବେ । ସେପ୍ଟେମ୍ବର ୪ ତାରିଖ ଯାଏଁ କରିହେବ ଆବେଦନ। ସେପ୍ଟେମ୍ବର ୯ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ୧୪ ତାରିଖ ଯାଏଁ
Read More...

ଫାର୍ମ ହାଉସରୁ ମିଳିଲା ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ୱର: ଫାର୍ମ ହାଉସରେ ପୋଖରୀ ଭିତରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନନ୍ଦନକାନନ ଥାନା ଅଂଚଳର ଏକ ଫାର୍ମ ହାଉସ ପୋଖରୀରୁ ମିଳିଛି । ଛାତ୍ରୀଙ୍କ ଘର ନୟାଗଡ ହୋଇଥିବା ବେଳେ ସେ ଜଣେ ପ୍ରଫେସରଙ୍କ ଝିଅ ବୋଲି ସୂଚନା ମିଳିଛି । ଗଣମାଧ୍ୟମ ସାମ୍ନାରେ ଛାତ୍ରୀଙ୍କ ବାପା ଏହି
Read More...