Yearly Archives

2021

ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ୱାନ୍

ଭୁବନେଶ୍ବର :ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ୱାନ୍ । କୋଭିଡ୍-୧୯ ପରିଚାଳନାରେ ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ଦ୍ବାରା କରାଯାଇଥିବା ମୁଡ୍ ଅଫ୍ ଦି ନେସନ ସର୍ଭେରେ, ଦେଶରେ କୋଭିଡ୍ ପରିଚାଳନାରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ
Read More...

ଦେଶର ପ୍ରଥମ ମହିଳା ସିଜେଆଇ ହୋଇପାରନ୍ତି ଜଷ୍ଟିସ୍‌ ବି.ଭି. ନାଗରାଥନା

ନୂଆଦିଲ୍ଲୀ : ଜଷ୍ଟିସ୍‌ ବି.ଭି. ନାଗରାଥନା ୨୦୨୭ ମସିହାରେ ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି । ବର୍ତ୍ତମାନର ପ୍ରଧାନ ବିଚାରପତି ଏନ.ଭି ରାମନାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ପଦୋନ୍ନତି ପାଇଁ ଜଷ୍ଟିସ ନାଗରାଥନାଙ୍କ ସମେତ ୯ ଜଣ ବିଚାରପତିଙ୍କ ନାମ ସୁପାରିଶ
Read More...

କାର୍‌କୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ବିଧାୟକ

ଭଦ୍ରକ : ଆଜି ସକାଳୁ ଏକ ବଡ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ । କିନ୍ତୁ ସ୍ୱଭାଗ୍ୟବଶତଃ ସେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆଜି ସେ ଭଦ୍ରକରୁ ଭୁବନେଶ୍ୱର ଫେରିବା ବେଳେ ଜାରକା ପାଖରେ ତାଙ୍କ କାରକୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା । ଫଳରେ
Read More...

ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା କନ୍ଦରାଭଟା ଜଳମହାଦେବ ପୀଠ ପ୍ରତି ରାଜ୍ୟ ପର୍ଯ୍ୟଟନ ବିଭାଗର ଦୃଷ୍ଟି ପଡୁ

ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ତଥା ପଶ୍ଚିମଓଡ଼ିଶାର ପ୍ରସିଦ୍ଧ ହରିଶଙ୍କର ପୀଠ ଗନ୍ଧମାର୍ଦ୍ଦନ ପାଦଦେଶରେ ଅବସ୍ଥିତ । ପର୍ବତର ପଶ୍ଚିମ ଦିଗର ହରିଶଙ୍କର ପୀଠଠାରୁ ପ୍ରାୟ ୪ କିମି ଦୂରରେ ଅବସ୍ଥିତ ଜଳମହାଦେବ ପୀଠ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସଦରମହକୁମାଠାରୁ ପ୍ରାୟ ୫୦ କିମି ଦୂର
Read More...

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ୩ ଡାକ୍ତରଙ୍କୁ ଜେରା

ପାରଳାଖେମୁଣ୍ଡି: ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟମୟ ହେବାକୁ ଲାଗିଛି । ଏହାର ରହସ୍ୟ ଭେଦ କରିବାକୁ ପୁଲିସ୍‌ ହାତରୁ ତଦନ୍ତ ଦାୟିତ୍ୱ ନେଇ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । ଆଉ ଏହି ଘଟଣା ସହ ଜଡିତ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ କ୍ରାଇମବ୍ରାଞ୍ଚ ଅଧିକାରୀ
Read More...

ଆଫଗାନିସ୍ତାନରେ ମହିଳା ନ୍ୟୁଜ୍‌ ଆଙ୍କରଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ

ନୂଆଦିଲ୍ଲୀ : ତାଲିବାନ ଆଫଗାନିସ୍ତାନରେ ମହିଳା ସମ୍ବାଦ ଆଙ୍କର୍‌ ଉପରେ ପ୍ରତିବନ୍ଧକ ଲଗାଇଛି । ମହିଳାମାନଙ୍କୁ ସ୍ୱାଧୀନତା ଦେବାର ଦାବିର ୨୪ ଘଣ୍ଟା ମଧ୍ୟରେ ତାଲିବାନର ଏହି ନିଷ୍ପତ୍ତି ସାମ୍ନାକୁ ଆସିଛି । ମଙ୍ଗଳବାର ତାଲିବାନ ପକ୍ଷରୁ କୁହାଯାଇଥିଲା ଯେ, ମହିଳାଙ୍କ ଉପରେ ଚାପ ପକାଯିବ
Read More...

ପୁଣି ବଢିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ପୁଣିଥରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ ହୋଇଛି । ପେଟ୍ରୋଲିୟମ କମ୍ପାନୀଗୁଡିକ ଘରୋଇ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି କରିଛନ୍ତି । ଆଜି ଅଣ ସବ୍‌ସିଡି ଗ୍ୟାସ ୨୫ ଟଙ୍କା ବଢିଛି । ନୂଆ ଦର ପରେ ଦିଲ୍ଲୀରେ ୧୪.୨ କେଜି ସିଲିଣ୍ଡରର ଦାମ ୮୫୯.୫ ଟଙ୍କା ହୋଇ ଯାଇଛି ।ପୂର୍ବରୁ ଏହା
Read More...

ସୋନପୁର ବ୍ଲକକୁ ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ଟିମର ପରିଦର୍ଶନ

ସୁବର୍ଣ୍ଣପୁର : ସଂପ୍ରତି ଚାଲିଥିବା ତ୍ରିମାସିକ ସମନ୍ୱିତ ସ୍ୱାସ୍ଥ୍ୟ ଅଭିଯାନର ମନିଟରିଙ୍ଗ ପାଇଁ ଏକ ରାଜ୍ୟସ୍ତରୀୟ ମନିଟରିଂ ଦଳ ସୋନପୁରରେ ପହଞ୍ଚିଛନ୍ତି । ଅତିରିକ୍ତ ନିର୍ଦ୍ଦେଶକ ସ୍ୱାସ୍ଥ୍ୟସେବା (ଟିବି) ଡାକ୍ତର ପ୍ରଶାନ୍ତ କୁମାର ଦାଶ ଏବଂ ରାଜ୍ୟ ଟ୍ରେନିଂ କୋର୍ଡିନେଟର ଏନଏଚଏମ ଶ୍ରୀ
Read More...

ନିହାରଙ୍କ ଜନ୍ମଦିନ ଅବସରରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ବଲାଙ୍ଗୀର: ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରାଙ୍କ ଜନ୍ମଦିନ ଅବସରରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଲୋଇସିଂହା ଓ ପୁଇଁତଲା ବ୍ଳକ କୁଣ୍ଡାମାଳ ଠାରେ ଆୟୋଜିତ ହୋଇଥିଲା । ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ମହିଳା ଶିଶୁ କଲ୍ୟାଣ
Read More...

ଭକ୍ତବିହୀନ ମହାପ୍ରଭୁଙ୍କ ବର୍ଷାକାଳୀନ ରାହାସ ଉତ୍ସବ

ପୁରୀ : ଚଳିତବର୍ଷ ଶ୍ରୀକ୍ଷେତ୍ରରେ ଭକ୍ତବିହୀନ ମହାପ୍ରଭୁଙ୍କ ବର୍ଷାକାଳୀନ ରାହାସ ଉତ୍ସବ ବା ଝୁଲଣ ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି । କୋଭିଡ କଟକଣା ଭିତରେ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଝୁଲଣଯାତ୍ରା ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଆରମ୍ଭ ହୋଇଛି । ସୁସଜ୍ଜିତ ଝୁଲଣ କୁଞ୍ଜରେ ଶ୍ରୀରାଧାକୃଷ୍ଣ
Read More...