Yearly Archives

2021

ଏମ୍‌ସିଏଲରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ

ସମ୍ବଲପୁର: ମହାନଦୀ କୋଲଫିଲ୍ଡସ୍‌ ଲିମିଟେଡ୍‌ (ଏମସିଏଲ)ରେ ଦେଶଭକ୍ତି ସହିତ ଦେଶର ୭୫ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଆନନ୍ଦ ବିହାର ଗ୍ରାଉଣ୍ଡରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏମସିଏଲ ନିର୍ଦ୍ଦେଶକ (ବୈଷୟିକ / ଅପରେସନ୍‌) ଶ୍ରୀ ଓପି ସିଂ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି
Read More...

ଦଳ ଛାଡିଲେ ସର୍ବ ଭାରତୀୟ ମହିଳା କଂଗ୍ରେସ ମୋର୍ଚ୍ଚାର ମୁଖ୍ୟ ସୁସ୍ମିତା ଦେବ

ନୂଆଦିଲ୍ଲୀ: କଂଗ୍ରେସକୁ ଲାଗିଲା ଆଉ ଏକ ଝଟକା । ଦଳ ଛାଡିଲେ ସର୍ବ ଭାରତୀୟ ମହିଳା କଂଗ୍ରେସ ମୋର୍ଚ୍ଚାର ମୁଖ୍ୟ ସୁସ୍ମିତା ଦେବ। କିଛି ଦିନ ହେଲା ଏହି ଚର୍ଚ୍ଚା ଲାଗି ରହିଥିବା ବେଳେ ତାହା ଆଜି ସଠିକ ପ୍ରମାଣିତ ହୋଇଛି ।ସୋମବାର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି
Read More...

ପୁଣି ୬୬ଜୀବନ ନେଲା କରୋନା, ୮୬୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୬୮ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌
Read More...

ଇଣ୍ଡିଆନ ଆଇଡଲ ବିଜେତା ହେଲେ ପବନଦୀପ

ମୁମ୍ବାଇ: ଦେଶର ପପୁଲାର ସିଙ୍ଗିଙ୍ଗ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲକୁ ମିଳିଛି ନୂଆ ବିଜେତା। ଉତ୍ତରାଖଣ୍ଡର ପବନଦୀପ ରାଜନ ପିନ୍ଧିଛନ୍ତି ଇଣ୍ଡିଆନ୍ ଆଇଡଲ୍‌ ସିଜିନ୍ ୧୨ର ବିଜୟୀ ମୁକୁଟ।ନିଜ ସୁମଧୁର ସ୍ୱରର ଯାଦୁରେ ପବନଦୀପ ପ୍ରଥମରୁ ଦର୍ଶକ ଓ ଜଜ୍‌ଙ୍କୁ ଇମ୍ପ୍ରେସ୍‌ କରିପାରିଥିବା ବେଳେ
Read More...

ସୁବର୍ଣ୍ଣପୁରଠାରେ ୭୫ତମ ସ୍ୱାଧିନତା ଦିବସ ପାଳିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପଡିଆ ଠାରେ ଜିଲ୍ଲାସ୍ତରୀୟ ୭୫ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରେମାନନ୍ଦ ନାୟକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା
Read More...

ବାଲିଗୁଡାରେ ଉପଖଣ୍ଡସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ନିରାଡ଼ମ୍ବର ସହ ପାଳିତ

ବାଲିଗୁଡା,୧୫/୮- କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡସ୍ତରୀୟ ୭୫ତମ ସ୍ୱାଧିନତା ଦିବସ ମହୋତ୍ସବ ବାଲିଗୁଡାସ୍ଥିତ ମିନିଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ ନିୟମାବଳୀ ଅନୁଯାୟୀ କଟକଣା ଓ ସାମାଜିକ ଦୂରତା ମଧ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ଏଥିରେ ସ୍ଥାନୀୟ ଉପଜିଲ୍ଲାପାଳ ଡ. ଶୁଭଙ୍କର
Read More...

ଭଦ୍ରକ ପ୍ରଶାସନ ପକ୍ଷରୁ ନିରାଡମ୍ବର ୭୫ତମ ସ୍ୱାଧିନତା ଦିବସ ପାଳିତ

ଭଦ୍ରକ,୧୫/୮ - କରୋନା କଟକଣାକୁ ଅନୁପାଳନ ପୂର୍ବକ ନିରାଡ଼ମ୍ବର ଭାବେ ଭଦ୍ରକ ପ୍ରଶାସନ ତରଫରୁ ପାଳିତ ହୋଇଛି ୭୫ତମ ସ୍ୱାଧୀନତା ଦିବସ । ମୁଖ୍ୟ ଅତିଥି ଭାବେ ଭଦ୍ରକର ନୂତନ ଜିଲ୍ଲାପାଳ ତ୍ରିଲୋଚନ ମାଝି ଯୋଗଦେଇ "ବହୁ ତ୍ୟାଗ-ବଳୀଦାନ ଓ ସଂଘର୍ଷ ମଧ୍ୟଦେଇ ମିଳିଥିବା କଷ୍ଟଲବ୍ଧ ସ୍ୱାଧିନତାର
Read More...