Yearly Archives

2021

ହରଭଙ୍ଗାରେ ଟିଏମ୍‌ସି କେନ୍ଦ୍ର ଖୋଲିବାକୁ ଦାବି : ବଢୁଛି ସଂକ୍ରମଣ,ରହୁନି ନିୟନ୍ତ୍ରଣ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗାବ୍ଲକ ରେ ଦିନକୁଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ବ୍ଲକର ହରଭଙ୍ଗା ପଂଚାୟତରେ କରୋନା ବୃଦ୍ଧି ପାଇବା ଯୋଗୁଁ ହରଭଙ୍ଗା ପଂଚାୟତକୁ ଜିଲ୍ଲାର ହଟସ୍ପଟ ଭାବେ ଚିହ୍ନଟ କରାଯାଇଥିବା ବେଳେ ଏଠାରେ ଟି.ଏମ.ସି. ଖୋଲିବାକୁ ଦାବି
Read More...

ହରଭଙ୍ଗା ବ୍ଲକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ରେ ଦିନକୁ ଦିନ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ଘତ ୨୪ ଘଣ୍ଟା ଭିତରେ ହରଭଙ୍ଗାବ୍ଲକ ରେ ଗୋଟିଏ ଦିନରେ ୩୦ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ସେଥିମଧ୍ୟ୍ୟରୁ ବ୍ଲକର ରାମଗଡ ପଂଚାୟତର ମହିବାହାଲ୍ ଗ୍ରାମରେ ୧୦ ଜଣ ସଂକ୍ରମିତ
Read More...

କରୋନା ପାଇଁ ଅନେକ ବାହାଘର ବାତିଲ, ପରେ ହେବ ଲଗ୍ନଧାର୍ଯ୍ୟ

ବୌଦ୍ଧ,୫/୫- ବାହାଘର ଋତୁରେ କରୋନାର ଭୟାବହତା ସହିତ ଲକ ଡାଉନ ଓ ସର୍ଟ ଡାଉନର କଟକଣା ଯୋଗୁଁ ଅନେକ ସଂଖ୍ୟାରେ ବାହାଘର ଜିଲ୍ଲାରେ ବନ୍ଦ ହେବାକୁ ଯାଉଛି l ବର ଓ କନ୍ୟା ପକ୍ଷ ମିଶି 50 ଜଣଙ୍କ ମଧ୍ୟରେ ବିବାହ ଆୟୋଜନ ପାଇଁ ଅନୁମତି ପ୍ରଦାନ କରାଯାଉଥିବା ଦୃଷ୍ଟିରୁ ଅନେକ ପରିବାର ପୂର୍ବରୁ
Read More...

୧୭ମେରୁ ଖୋଲିବ ରବି ଧାନମଣ୍ଡି

ବଲାଙ୍ଗୀର,୪/୫- ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଜିଲ୍ଲା ଧାନକ୍ରୟ କମିଟି ଆନ୍‌ଲାଇନ୍‌ ବୈଠକରେ ଆସନ୍ତା ୧୭ମେରୁ ପଞ୍ଜିକୃତ ଚାଷୀଙ୍କ ଠାରୁ ରବିଧାନ କିଣା ଆରମ୍ଭ କରିବାକୁ ସ୍ଥିର କରାଯାଇଛି । ରବି ପାଇଁ ପଞ୍ଜିକରଣ କରିଛନ୍ତି ୪୦୫୩ଜଣ ଚାଷୀ । ରବିବାର ବାଦ
Read More...

ସରକାରଙ୍କ ଯୋଜନା କାହାପାଇଁ ! ଲକ୍ଷାଧିକ ଟଙ୍କାରେ ନିର୍ମିତ ପାନୀୟ ଜଳପ୍ରକଳ୍ପ କାର୍ଯ୍ୟକ୍ଷମ ହେବ କେବେ ?

ବାଲିଗୁଡ଼ା,୪/୫: ବୈଶାଖ ମାସର ମୁଣ୍ଡଫଟା ଖରାରେ ଜନଜୀବନ ଅସ୍ତବ୍ୟସ୍ତ । ଟୋପେ ପିଇବା ପାଣି ପାଇଁ ଡହଳ ବିକଳ ଅଞ୍ଚଳବାସୀ । ଏଭଳି ପରିସ୍ଥିତିରେ ଦୈନନ୍ଦିନ ବଜାର କରିବାକୁ ଆସୁଥିବା ଲୋକେ ଟୋପେ ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳୁଛି । ଅସହ୍ୟ ଖରାରୁ ଟିକେ ମୁକ୍ତି
Read More...

ଗଜପତିରେ ପୁଣି ୧୨୧ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୪/୫- ଗଜପତି ଜିଲ୍ଲାରେ ଆଜି ପୁଣି ୧୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୬୮ ଜଣ, ଗୋଶାଣି ବ୍ଳକରେ ୨୪ ଜଣ,ଗୁମ୍ମା ବ୍ଳକରୁ ୪ ଜଣ,କାଶୀ ନଗର ବ୍ଳକରୁ ୫ ଜଣ,ମୋହନା ବ୍ଳକରୁ ୫
Read More...

ପାଲଝାର କୃଷିଫାର୍ମ ଦୁର୍ନୀତିର ତଦନ୍ତ ଦାବିକଲା ବିଜେପି

ବୌଦ୍ଧ,୪/୫- କୃଷିବିଭାଗ ପରିଚାଳିତ ପାଲଝାର କୃଷିଫାର୍ମର ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ ଦୁର୍ନୀତି ସମ୍ପର୍କୀତ ଖବରମାନ ପ୍ରକାଶ ପାଉଥିଲେ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଜନସାଧାରଣରେ
Read More...

ବିସିସିଆଇର ବଡ ଘୋଷଣା,ବାତିଲ ହେଲା ଆଇପିଏଲ

ନୂଆଦିଲ୍ଲୀ : ବାତିଲ ହେଲା ଆଇପିଏଲ । ବିଭିନ୍ନ ଦଳର ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଇପିଏଲକୁ ବାତିଲ କରାଯାଇଛି । ଏନେଇ ବିସିସିଆଇ ଉପସଭାପତି ସୂଚନା ଦେଇଛନ୍ତି ।ଆଇପିଏଲ୍‌ର ୧୪ତମ ସଂସ୍କରଣକୁ ଗ୍ରାସ କରିଛି କରୋନା ମହାମାରୀର ଦ୍ୱିତୀୟ ଲହର । ସୋମବାର କୋଲକାତା ନାଇଟ୍
Read More...

ଆଇପିଏଲରେ ଆୟୋଜନରେ କରୋନା କଣ୍ଟା, ଏହି ସହରରେ ଖେଳାଯାଇପାରେ ବାକି ସମସ୍ତ ମ୍ୟାଚ୍‌

ନୂଆଦିଲ୍ଲୀ : କରୋନା କାରଣରୁ ଆସୁଥିବା ବିପଦକୁ ଦୃଷ୍ଟିରେ ରଖି ଇଣ୍ଡିଆନ ପ୍ରିମିୟର ଲିଗର ୧୪ ତମ ସିଜନରେ ଏକ ବଡ ନିଷ୍ପତ୍ତି ନିଆଯାଇପାରେ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଟୁର୍ନାମେଣ୍ଟର ବାକି ଥିବା ମ୍ୟାଚଗୁଡିକୁ ମୁମ୍ବାଇକୁ ସ୍ଥାନାନ୍ତର କରିବାକୁ ଚିନ୍ତା କରୁଛି ।
Read More...

ହୃତ୍‌ପିଣ୍ଡକୁ ଫିଟ୍ ରଖେ ସ୍ୱିମିଙ୍ଗ୍‌

ଯଦି ଆପଣଙ୍କୁ ସ୍ୱିମିଙ୍ଗ ପସନ୍ଦ ଥାଏ, ତେବେ ଖୁସି ହୋଇଯାନ୍ତୁ । କାରଣ ଏହା ହୃତ୍‌ପିଣ୍ଡ ଫିଟ୍ ରଖିବାରେ ସବୁଠୁ ଉତ୍ତମ ବ୍ୟାୟାମ୍ । ନିକଟରେ ଆମେରିକାର ହାଭାର୍ଡ ୟୁନିଭର୍ସିଟିର ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ଅନୁସାରେ, ହୃଦୟକୁ ସୁସ୍ଥ ରଖିବାକୁ ଏଭଳି ପ୍ରକାରର ବ୍ୟାୟାମ୍
Read More...