ଦୀର୍ଘ ୧୧ମାସ ପରେ ପୁଣିଥରେ ବାଲିଗୁଡ଼ା କୋର୍ଟରେ ହାଜର ହେଲେ ମାଓ ନେତା ସବ୍ୟସାଚୀ ପଣ୍ଡା
ବାଲିଗୁଡ଼ା,୨୨/୦୧ - ଦୀର୍ଘ ୧୧ ମାସ ପରେ ଟପ୍ ମାଓ ନେତା ସବ୍ୟସାଚୀ ପଣ୍ଡା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କୋର୍ଟରେ ହାଜର ହୋଇଛନ୍ତି । ତିନି ଦିନରେ ଚାରୋଟି କେସର ବିଚାର ହୋଇଥିବାବେଳେ ଅନ୍ୟ ତିନୋଟି କେସର ଚାର୍ଜ ଫ୍ରେମ୍ ହୋଇଥିବା ଜଣାପଡ଼ିଛି । ବ୍ରାହ୍ମଣୀଗାଁ ଥାନା ବଙ୍ଗଡ଼ଦୁଆ ଘାଟିରେ!-->…
Read More...
Read More...