Monthly Archives

January 2022

ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ମେଡାଲ

ନୂଆଦିଲ୍ଲୀ : ଆଜି କେନ୍ଦ୍ର ସରକାର ବୀରତ୍ୱ ପାଇଁ ମେଡାଲ ଘୋଷଣା କରିଛନ୍ତି । ଏବର୍ଷ ୩୮୪ ଜଣଙ୍କୁ ଏହି ପୁରସ୍କାର ମିଳିବ । ଭାରତୀୟ ଆଥଲେଟ ନୀରଜ ଚୋପ୍ରାଙ୍କୁ ମିଳିଛି ପରମ ବିଶିଷ୍ଟ ସେବା ମେଡାଲ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ଏକ ବିଶେଷ ଉତ୍ସବରେ ଆସନ୍ତାକାଲି ଏହି ମେଡାଲ
Read More...

ମାଗଣା ପ୍ରତିଶ୍ରୁତିକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ : କେନ୍ଦ୍ର ଓ ଇସିଙ୍କୁ ନୋଟିସ

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଭୋଟରମାନଙ୍କୁ ପ୍ରଭାବିତ କରିବା ଦଳମାନଙ୍କର ସବୁଠୁ କାମ । ପ୍ରଲୋଭିତ କରିବା ପାଇଁ ସେମାନେ ବିଭିନ୍ନ ତରିକା ଅବଲମ୍ବନ କରିଥାନ୍ତି । ତା ଭିତରୁ ଗୋଟିଏ ହେଲା ମାଗଣା ଯୋଜନା । ଏହି ମାଗଣା ଯୋଜନା ଏବେ କାଠଗଡ଼ାରେ । ସୁପ୍ରିମକୋର୍ଟ ଦଳଗୁଡ଼ିକର ଏଭଳି ଯୋଜନାକୁ
Read More...

ସାଧାରଣତନ୍ତ୍ର ଦିବସ ପାଇଁ ଜାରିହେଲା ଗାଇଡଲାଇନ, ଏତିକି ଲୋକରେ ଉଡାଇପାରିବେ ପତାକା

ଭୁବନେଶ୍ୱର: ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସ୍‌ଆରସି)ଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ, ସାଧାରଣତନ୍ତ୍ର ଦିବସରେ ବ୍ୟକ୍ତିଗତ ଭାବେ ନିଜ ଘରେ ପତାକା ଉତ୍ତୋଳନ ପାଇଁ ୫ ଜଣଙ୍କୁ ଅନୁମତି ଦିଆଯାଇଛି। ଆନୁଷ୍ଠାନିକ ଭାବେ
Read More...

ତପସ୍ୱିନୀଙ୍କୁ ପକ୍ଷ ରଖିବାକୁ ହାଇକୋର୍ଟଙ୍କ ନୋଟିସ

କଟକ: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ସୁମିତ୍-ତପସ୍ୱିନୀ ବିବାଦ ମାମଲା । ତପସ୍ୱିନୀଙ୍କୁ ପକ୍ଷ ରଖିବାକୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ମାମଲାର ଶୁଣାଣି ଫେବୃୟାରୀ ୮ ତାରିଖରେ ହେବ । ତେବେ ସୁମିତ ଜଣେ ଅସହାୟ ସ୍ୱାମୀ ଓ ତାଙ୍କ ପିତା ସିନିୟର ସିଟିଜେନ ଦର୍ଶାଇଛନ୍ତି ସୁମିତଙ୍କ ଆଇନଜୀବୀ
Read More...

ଓଡିଶାର ୨୨ ଜଣ ପାଇବେ ପୋଲିସ ମେଡାଲ

ଭୁବନେଶ୍ୱର :ସାଧାରଣତନ୍ତ୍ର ଦିବସରେ ଓଡିଶାର ୨୨ ଜଣ ପୋଲିସ କର୍ମଚାରୀ ପାଇବେ ପୋଲିସ ମେଡାଲ । ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ତିନୋଟି ବର୍ଗରେ ୯୩୯ ଜଣଙ୍କୁ ପୁଲିସ ପଦକ ଲାଗି ମନୋନୀତ କରାଯାଇଛି। ଯାହା
Read More...

ଆଶାୟୀଙ୍କୁ ନାମାଙ୍କନ ପାଇଁ ଦ୍ୱିତୀୟ ସୁଯୋଗ ଦେଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହା ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢୀ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେଉଁ ସବୁ ସ୍ଥାନରେ ୱାର୍ଡମେମ୍ବର, ସମିତି ସଭ୍ୟ ଓ ସରପଞ୍ଚ ପଦ ପାଇଁ କୌଣସି
Read More...

ବାଲି ଟ୍ରକ ଧକ୍କାରେ ଡାଲା ଅଟୋ ଚୁରମାର; ମହିଳା ବ୍ୟବାସୀୟ ମୃତ, ୨ ଆହତ

ଗଞ୍ଜାମ:ଗଂଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗଳାଶଙ୍ଖ ଭିତରେ ଆଜି ସକାଳେ ପ୍ରାୟ ଆଠଘଣ୍ଟ ସମୟରେ ବାଲିଟ୍ରକ ଧକ୍କାରେ ଏକ ପନିପରିବାନେଇ ଯାଉଥିବା ଡାଲା ଆଟା ଚୁରମାର ହୋଇଯାଇଛି । ଅଟୋରେ ବସିଥିବା ଜଣେ ମହିଳା ବ୍ୟବସାୟୀ ମୃତ୍ୟୁବରଣ କରିଥିବା ବେଳେ, ଅନ୍ୟଜଣେ ମହିଳା ବ୍ୟବସାୟୀ ଓ ଡ୍ରାଇଭର ଆହତ
Read More...

ଶିକାରୀ ହୋଇଗଲେ ଶିକାର

ଗଂଜାମ : ଗଂଜାମ ବ୍ଲକ ଅନ୍ତର୍ଗତ କୁଶପଲ୍ଲି ଗ୍ରାମରେ ଚାଷଜମି ଭିତରେ ବରହା ମାରିବା ପାଇଁ ନିଜେ ବିଛାଇଥିବା ବିଦ୍ୟୁତ ତାରରେ ନିଜେ ଛନ୍ଦି ହୋଇ ଉକ୍ତ ଗ୍ରାମର ଗଣେଶ ବିଶ୍ୱାଳ(୩୫) ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ପୋଲିସ ଭୟରେ ଶବକୁ ଘଂଚ ଜଙ୍ଗଲ ଭିତରକୁ ଗ୍ରାମବାସୀ
Read More...

ଗଣତନ୍ତ୍ର ଦିବସ : ଆଜି ସଂଧ୍ୟା ୭ଟାରେ ଦେଶକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭୩ତମ ଗଣତନ୍ତ୍ର ଦିବସ ଅବସରରେ ଆଜି ସଂଧ୍ୟା ୭ଟାରେ ରାଷ୍ଟ୍ରକୁ ସମ୍ବୋଧିତ କରିବେ । ରାଷ୍ଟ୍ରପତି ଭବନରୁ ଗତକାଲି ସଂଧ୍ୟାରେ ଜାରି କରାଯାଇଥିବା ବିଜ୍ଞପ୍ତିରୁ ଏହି ସୂଚନା ମିଳିଛି । ଏହା ସଂଧ୍ୟା ୭ଟାରେ ଆକାଶବାଣୀର ସମସ୍ତ ରାଷ୍ଟ୍ରୀୟ ନେଟୱାର୍ଡ
Read More...

ଓଡିଶା ଓପନରେ ମୁଖ୍ୟ ଆକର୍ଷଣ ହେଲେ ସାଇନା ନେହୱାଲ

କଟକ : ଲଣ୍ଡନ ଅଲମ୍ପିକ୍ସରେ କାଂସ୍ୟ ପଦକ ବିଜେତା ସାଇନା ନେହୱାଲ ଆଜିଠାରୁ ଆରମ୍ଭ ହେବାକୁ ଥିବା ଓଡିଳା ଓପନ ସୁପର ୧୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଆକର୍ଷଣ ହେବେ । ଏହା ବିଶ୍ୱ ବ୍ୟାଡମିଣ୍ଟନ ମହାସଂଘ (ଡିଡବ୍ଲୁଏଫ୍‌) ଆନୁକୂଲ୍ୟରେ ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହେବ,
Read More...