Monthly Archives

April 2022

କଣ୍ଟାମାଳରେ କ୍ଷୁଦ୍ର ନିଯୁକ୍ତି ମେଳା, ୪୧୭ ଆବେଦନକାରୀ ନିଜ ନାମ ପଞ୍ଜିକୃତ କଲେ

କଣ୍ଟାମାଳ : କଣ୍ଟାମାଳ ବ୍ଲକ ସ୍ଥିତ ପଞ୍ଚାୟତ ମହାବିଦ୍ୟାଳୟଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜ଼ିଲ୍ଲା ପ୍ରଶାସନ, ବୌଦ୍ଧ ର ମିଳିତ ସହଯୋଗରେ କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କ୍ଷୁଦ୍ର ନିଯୁକ୍ତି ସକାଳ ୧୦ ଘଣ୍ଟାଠାରୁ ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ
Read More...

ସିଟି କଲେଜରେ ମେଡିକାଲ ଏନ୍‌ସିସିର ବିଶ୍ୱସ୍ୱାସ୍ଥ୍ୟ ଦିବସ ପାଳନ

ଗଞ୍ଜାମ :ସିଟି କଲେଜରେ ୩(ଓଡିଶା) ମେଡିକାଲ୍‌ ଏନ୍‌.ସି.ସି ତରଫରୁ ଲେଫନାଣ୍ଟ ମେଘଦାନ ପ୍ରଧାନଙ୍କ ତତ୍ତ୍ୱାବଧାନରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜର ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡ. ଅଜୟ କୁମାର ପେଣ୍ଡ୍‌ରୋଇ ଆବାହକ ଭାବରେ ସଭା କାର୍ଯ୍ୟ ଆରମ୍ଭ
Read More...

ନବରଙ୍ଗପୁର ପୌର ପରିଷଦ ଊପାଧ୍ୟକ୍ଷା ହେଲେ ବିଜେଡିର ସୌମ୍ୟା ମହାପାତ୍ର

ନବରଙ୍ଗପୁର:ନବରଙ୍ଗପୁର ପୌର ପରିଷଦ ଉପାଧ୍ୟକ୍ଷା ହେଲେ ୧୭ ନମ୍ବର ୱାର୍ଡର କାଉନସିଲର ସୌମ୍ୟା ମହାପାତ୍ର । ଆଜି ବିଜେଡି ପକ୍ଷରୁ ସୌମ୍ୟା ମହାପାତ୍ର ଓ ବିଜେପି ପକ୍ଷରୁ ଶର୍ମିଷ୍ଠା ଦେଓ ଉପାଧ୍ୟକ୍ଷା ପଦ ପାଇଁ ନାମାଙ୍କନ ପତ୍ର ଭରିଥିଲେ । ସମୁଦାୟ ୧୭ଗୋଟି କାଉନସିଲରଙ୍କ ମଧ୍ୟରୁ ବିଜେଡିକୁ
Read More...

ସତ୍ୟ ହେଲା ଆକଳନ,ବିଜେଡି ହାତକୁ ଗଲା ଦଶପଲ୍ଲା ଉପାଧ୍ୟକ୍ଷ ପଦବୀ

ଦଶପଲ୍ଲା : ସମସ୍ତ କଳ୍ପନା ଜଳ୍ପନାର ଅନ୍ତକରି ଦଶପଲ୍ଲା ଏନ୍‌ଏସିର ଉପାଧ୍ୟକ୍ଷ ପଦ ହାତେଇଛି ଶାସକ ବିଜୁ ଜନତା ଦଳ । ଆଜି ଉପାଧ୍ୟକ୍ଷ ପଦବୀ ପାଇଁ ୧୪ ନଂ ୱାର୍ଡର ବିଜେଡି ସମର୍ଥିତ ସ୍ୱାଧୀନ କାଉନସିଲର୍‌ କିଶୋର ଚନ୍ଦ୍ର ଦାଶ୍‌ ପ୍ରାର୍ଥୀପତ୍ର ଦାଖଲ୍‌ କରିଥିବାବେଳେ ଏକ ନମ୍ବର ୱାର୍ଡର
Read More...

ଜେଲ ଗଲେ ଶର୍ମିଷ୍ଠା ଓ ଝୁନା

କଟକ ୦୭/୦୪: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଜେଲ ଗଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ । ଅଧିକ ରିମାଣ୍ଡ ନେବାକୁ ମନା କଲା କ୍ରାଇମବ୍ରାଞ୍ଚ । ଫଳରେ ଜେଲ୍ ଯାଇଛନ୍ତି ଏହି ଦୁଇ ଅଭିଯୁକ୍ତ । ଆସନ୍ତା ୧୧ ଉଭୟଙ୍କୁ କୋର୍ଟରେ ହାଜର କରାଯିବ ।ସୂଚନା ଥାଉକି,
Read More...

କାଶୀନଗର ଉପାଧ୍ୟକ୍ଷ ହେଲେ ରଘୁରାମ ସାହୁ

ଗଜପତି,୭/୪- ଗଜପତି ଜିଲ୍ଲାର କାଶିନଗର ପୌର ନିର୍ବାଚନରେ ଉପାଧକ୍ଷ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ୱାର୍ଡ ନଂ -୧୧ର କାଉନସିଲର ପ୍ରାର୍ଥୀ ରଘୁରାମ ସାହୁଙ୍କୁ ମନୋନୀତ କରାଗଲା । ସର୍ବସମ୍ମତିକ୍ରମେ ସେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା
Read More...

ଲେଙ୍କା ମାଧୁ ହେଲେ ପାରଳାଖେମୁଣ୍ଡି ଉପାଧ୍ୟକ୍ଷ

ଗଜପତି,୭/୪- ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପୌରପରିଷଦ ନିର୍ବାଚନରେ ଉପାଧ୍ୟକ୍ଷ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ୱାର୍ଡ ନଂ ୧୩ ର କାଉନସିଲର ଲେଙ୍କା ମାଧୁଙ୍କୁ ମନୋନୀତ କରାଯାଇଛି ।.ସର୍ବସମ୍ମତିକ୍ରମେ ସେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ
Read More...

ନୂତନ ସଂସ୍କୃତି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅର୍ଚ୍ଚନା କୁମାରୀ ମଙ୍ଗରାଜ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ସଂସ୍କୃତି ବିଭାଗର ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସଂସ୍କୃତି ଅଧିକାରୀଣୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ।ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ସେ ଜିଲ୍ଲାର କଳା ସଂସ୍କୃତିର ବିକାଶ ହୋଇପାରିବ ତା ଉପରେ
Read More...

ଘୁଞ୍ଚିଲା ଜେଇଇ ମେନ୍ ପରୀକ୍ଷା

ଭୁବନେଶ୍ୱର: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହେବାକୁ ଥିବା ଜେଇଇମେନ୍ ସେସନ୍-୧ ଓ ସେସନ୍-୨ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯଥାକ୍ରମେ ଏପ୍ରିଲ ଓ ମେ’ ମାସରେ ହେବାକୁ ଥିବା ଉକ୍ତ ଦୁଇ ସେସନ୍ ପରୀକ୍ଷା ଜୁନ୍ ଓ ଜୁଲାଇ
Read More...

ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତସ୍ତରୀୟ କର୍ମକର୍ତ୍ତାଙ୍କ ସମେତ ଅନ୍ୟମାନଙ୍କୁ ନେଇ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତସ୍ତରୀୟ ସରପଞ୍ଚ, ମହିଳା ସ୍ୱାସ୍ଥ୍ୟ
Read More...