ସତ୍ୟ ହେଲା ଆକଳନ,ବିଜେଡି ହାତକୁ ଗଲା ଦଶପଲ୍ଲା ଉପାଧ୍ୟକ୍ଷ ପଦବୀ

0 1,808

ଦଶପଲ୍ଲା : ସମସ୍ତ କଳ୍ପନା ଜଳ୍ପନାର ଅନ୍ତକରି ଦଶପଲ୍ଲା ଏନ୍‌ଏସିର ଉପାଧ୍ୟକ୍ଷ ପଦ ହାତେଇଛି ଶାସକ ବିଜୁ ଜନତା ଦଳ । ଆଜି ଉପାଧ୍ୟକ୍ଷ ପଦବୀ ପାଇଁ ୧୪ ନଂ ୱାର୍ଡର ବିଜେଡି ସମର୍ଥିତ ସ୍ୱାଧୀନ କାଉନସିଲର୍‌ କିଶୋର ଚନ୍ଦ୍ର ଦାଶ୍‌ ପ୍ରାର୍ଥୀପତ୍ର ଦାଖଲ୍‌ କରିଥିବାବେଳେ ଏକ ନମ୍ବର ୱାର୍ଡର ସ୍ୱାଧୀନ କାଉନସିଲର ସୁଶାନ୍ତ କୁମାର ସିଠ ପ୍ରର୍ଥୀପତ୍ର ଦାଖଲ କରିଥିଲେ । ଭୋଟ୍‌ ଗଣତି ପରେ କିଶୋର ଚନ୍ଦ୍ର ଦାଶ୍‌ ୯ ଟି ଭୋଟ୍‌ ପାଇ ଉପାଧ୍ୟକ୍ଷ ନିର୍ବାଚିତ ହୋଇଥିଲାବେଳ ସୁଶାନ୍ତ କୁମାର ସିଠ ୭ ଟି ଭୋଟ୍‌ ପାଇଛନ୍ତି ।ଦଶପଲ୍ଲା ଅତିରିକ୍ତ ତହସିଲଦାର କେ.ଭେଙ୍କଟରାଓ ନିର୍ବାଚନ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

5 × three =