କାଶୀନଗର ଉପାଧ୍ୟକ୍ଷ ହେଲେ ରଘୁରାମ ସାହୁ

0 82

ଗଜପତି,୭/୪- ଗଜପତି ଜିଲ୍ଲାର କାଶିନଗର ପୌର ନିର୍ବାଚନରେ ଉପାଧକ୍ଷ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ୱାର୍ଡ ନଂ -୧୧ର କାଉନସିଲର ପ୍ରାର୍ଥୀ ରଘୁରାମ ସାହୁଙ୍କୁ ମନୋନୀତ କରାଗଲା । ସର୍ବସମ୍ମତିକ୍ରମେ ସେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଘୋଷଣା କରି ପ୍ରମାଣ ପତ୍ର ଦେଇଛନ୍ତି । ଏହି ପ୍ରକ୍ରିୟାରେ ନିର୍ବାଚନ ମଙ୍ଗ ଧରିଥିବା ହାଇଟେକ୍‌ ଗ୍ରୁପ୍‌ ଚେୟାରମେନ୍‌ ଶ୍ରୀ ଡ. ତିରୁପତି ପାଣିଗ୍ରାହୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ, କାଶୀନଗର ଏନଏସି ଅଧ୍ୟକ୍ଷା ଶୀମତୀ ଏମ୍‌. ସୁଧାରଣୀ ଓ ସମସ୍ତ କାଉନସିଲର ସଭ୍ୟସଭ୍ୟା ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

two × four =