ଲେଙ୍କା ମାଧୁ ହେଲେ ପାରଳାଖେମୁଣ୍ଡି ଉପାଧ୍ୟକ୍ଷ

0 123

ଗଜପତି,୭/୪- ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପୌରପରିଷଦ ନିର୍ବାଚନରେ ଉପାଧ୍ୟକ୍ଷ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ୱାର୍ଡ ନଂ ୧୩ ର କାଉନସିଲର ଲେଙ୍କା ମାଧୁଙ୍କୁ ମନୋନୀତ କରାଯାଇଛି ।.ସର୍ବସମ୍ମତିକ୍ରମେ ସେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି । ଏହି ପ୍ରକ୍ରିୟାରେ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ, ନିର୍ବାଚନ ମଙ୍ଗ ଧରିଥିବା ହାଇଟେକ୍‌ ଗ୍ରୁପ୍‌ ଚେୟାରମେନ୍‌ ଡ. ତିରୁପତି ପାଣିଗ୍ରାହୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ଯୁବ ସଭାପତି ଏସ ଲିଙ୍ଗରାଜ, ବରିଷ୍ଠନେତା ବସନ୍ତ ଦାସ, ଅନ୍ତର୍ଯ୍ୟାମୀ ଗୋମାଙ୍ଗ, ପାରଳାଖେମୁଣ୍ଡି ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଓ ସମସ୍ତ କାଉନସିଲର ସଭ୍ୟସଭ୍ୟା ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

4 × five =