Monthly Archives

April 2022

ତାରା ଓ ନରସିଂହଙ୍କ ଦଳୀୟ ପଦ ଛାଡିବା ପ୍ରସଂଗ, ପିସିସି ସଭାପତି କହିଲେ ଏମିତି

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦବାହିନୀ ପତି ଓ ନରସିଂହ ମିଶ୍ର ଦଳୀୟ ପଦ ଛାଡିବା ନେଇ ଚର୍ଚ୍ଚା ହେଉଛି । ଏହି ପ୍ରସଙ୍ଗ ଉପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମୋ ପାଖକୁ ସେମିତି କିଛି ଖବର ଆସିନି ଓ ବ୍ୟକ୍ତିଗତ ଭାବେ
Read More...

ମାଟ୍ରିକ ବିଦ୍ୟାର୍ଥୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ ଗାରାବନ୍ଧ ସ୍ଥିତ ଶ୍ରୀ ଭେଙ୍କେଟେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମାଟ୍ରିକ ବିଦ୍ୟାର୍ଥୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବି.ତିରୁମାଲା ରାଓ
Read More...

ଗିରଫ ହେଲେ ନକଲି ଶିକ୍ଷୟତ୍ରୀ

ଗଞ୍ଜାମ : ଗଂଜାମ ଜିଲ୍ଲାରେ ପୁଣି ଥରେ ପୋଲିସ ଦ୍ୱାରା ଗିରଫ ହେଲେ ଜଣେ ନକଲି ଶିକ୍ଷୟତ୍ରୀ । ଧରାକୋଟ ବ୍ଲକ ନାରାୟଣପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ପ୍ରତିମା ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଧରାକୋଟ ପୋଲିସ । +୨ ଜାଲ ସାର୍ଟିଫିକେଟ ଦେଇ ଶିକ୍ଷା ସହାୟକ ଅଭିଯୋଗ ହେବାପରେ
Read More...

ଜାଣନ୍ତୁ, ଏଲନ ମସ୍କ ଟୁଇଟରକୁ କିଣିଥିବା ଟଙ୍କାରେ କ’ଣସବୁ ନିର୍ମାଣ କରାଯାଇପାରିବ

ନୂଆଦିିଲ୍ଲୀ,୨୭/୪ : ଟୁଇଟରକୁ କିଣିବା ପରେ ଏବେ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛନ୍ତି ବିଶ୍ୱ ନମ୍ବରୱାନ ଧନୀ ଏଲନ ମସ୍କ । ସବୁ ମହଲରେ ତାଙ୍କୁ ନେଇ ନାନା ରୋଚକ ଚର୍ଚ୍ଚା । ଟୁଇଟରକୁ ସେ ଯେତିକି ଟଙ୍କାରେ କିଣିଛନ୍ତି,ସେହି ଟଙ୍କାରେ କ’ଣ କ’ଣ ହୋଇପାରିବ,ତାହାକୁ ନେଇ
Read More...

ବିଦ୍ୟୁତ୍‌ ସଂସ୍ପର୍ଶରେ ଜଳିଗଲେ ୧୧ ଭକ୍ତ

ଚେନ୍ନାଇ,୨୭/୪ : ତାମିଲନାଡ଼ୁରେ ଏକ ରଥଯାତ୍ରା ବେଳେ ଏକ ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଯାଇଛି । ରଥଟଣା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୧୧ ଜଣ ଭକ୍ତ ଜୀବନ୍ତ ଦଗ୍ଧ ହୋଇଛନ୍ତି । ତାଞ୍ଜାଭୁରରେ ଏହି ଅଘଟଣ ଘଟିଛି । ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ୨ଜଣ ପିଲା ଅଛନ୍ତିି । କାଳିମେଡୁ ନିକଟସ୍ଥ
Read More...

ଜର୍ମାନୀର ବଡ଼ ମନ୍ତବ୍ୟ : ଭାରତର ସାହାଯ୍ୟ ବିନା କୌଣସି ସମସ୍ୟାର ସମାଧାନ ଅସମ୍ଭବ

ନୂଆଦିଲ୍ଲୀ,୨୭/୪ : ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ବିଭିନ୍ନ ଦେଶ ମଧ୍ୟରେ ବାଦବିବାଦ ଲାଗି ରହିଥିବା ବେଳେ ଜର୍ମାନୀ ଆଜି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛି । ଭାରତର ବିନା ସାହାଯ୍ୟ ସହଯାଗରେ କୌଣସି ଅନ୍ତର୍ଜାତୀୟ ସମସ୍ୟାର ସମାଧାନ ଆଦୌ ସମ୍ଭବ ନୁହେଁ । ଜର୍ମାନ ଫେଡେରାଲ
Read More...

ବିଜେଡିରେ ଯୋଗ ଦେଲେ ସ୍ୱୟଂପ୍ରକାଶ

ଭୁବନେଶ୍ୱର: ଜଣାଶୁଣା ଟିଭି ଉପସ୍ଥାପକ, ବୈଦ୍ୟୁତିକ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ସ୍ୱୟଂପ୍ରକାଶ ମହାପାତ୍ର ବୁଧବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜଙ୍କ
Read More...

ଛତୁଚାଷ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ୱାରା ରାୟଗଡ ବ୍ଲକର ଲୋବା ପଞ୍ଚାୟତ ଅନ୍ତର୍ଗତ କେକୀସିଙ୍ଗ ଗ୍ରାମରେ ଛତୁଚାଷ ତାଲିମ କାର୍ଯ୍ୟକ୍ରମର ଉଦଘାଟନ ସଭା ତାରିଖ ୨୫.୦୪.୨୦୨୨ ଦିନ ଅନୁଷ୍ଠିତ ହୋଇଛି ।ଏହି ୧୦ ଦିନିଆ ତାଲିମ
Read More...

ଚନ୍ଦ୍ରଶେଖର ପାଠାଗାରର ପ୍ରାକ୍ତନ ସଭାପତି ଅଶୋକ ମିଶ୍ରଙ୍କ ପରଲୋକ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରର ବହୁ ପୁରାତନ କ୍ଳବ ଚନ୍ଦ୍ରଶେଖର ପାଠାଗାରର ପ୍ରାକ୍ତନ ସଭାପତି ଓ ମାଁ ଭଗବତୀ ମନ୍ଦିର ପୀଠର ପ୍ରାକ୍ତନ ମେନେଜିଙ୍ଗ କମିଟିର ସଭାପତି ଅଶୋକ ମିଶ୍ରଙ୍କ ୫୭ ବର୍ଷ ବୟସରେ ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ମେଡିକାଲରେ ଦେହାନ୍ତ ଘଟିଛି । ଏ ଖବର ପ୍ରସାରିତ ହେବା ପରେ
Read More...

ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ପୁରୀ : ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ନାଥଶର୍ମା ଏଥିରେ ଅଧ୍ୟକ୍ଷତା କରିଥିଲେ । ଜାତୀୟ ରାଜପଥ ୩୧୬ରେ ଥିବା ୪୩ଟି ଦୁର୍ଘଟଣା ପ୍ରବଣ ସ୍ଥାନ ସଂପର୍କରେ
Read More...