Monthly Archives

June 2022

ଆରମ୍ଭ ହେଲା ସୁବର୍ଣ୍ଣପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା, ଜିଲ୍ଲା କୋଷାଗାରରୁ ବାହାରିଲେ ୧୦୮ ଭରିର ସୁନାନାଗ

ସୁବର୍ଣ୍ଣପୁର : ଚଳିତ ବର୍ଷ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ସୁବର୍ଣ୍ଣପୁର ସହରରେ ବହୁ ଆଡମ୍ବରରେ ଆୟୋଜିତ ହୋଉଛି । ୨ରୁ ୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶୀତଳଷଷ୍ଠୀ ଯାତ୍ରା ନେଇ ସହର ଚଳଚଞ୍ଚଳ ହୋଇଉଠିଛି । ପ୍ରତିବର୍ଷ ପରି ୧୦୮ ଭରିର ସୁନାନାଗ ଦର୍ଶନ ଉକ୍ତ ଯାତ୍ରାର ମୁଖ୍ୟ
Read More...

କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ

ଭଦୋଦରା: ଗୁଜରାଟରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରୀରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି । ଭଦୋଦରାରେ ଥିବା ଦୀପକ ନାଇଟ୍ରେଟ ଫ୍ୟାକ୍ଟ୍ରୀରେ କାମ ଚାଲିଥିବା ବେଳେ ଏପରି ଘଟଣା ଘଟିଛି । ଏକାଧିକ ଅଗ୍ନିଶମ ଗାଡି ଓ ପୁଲିସ୍‌ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସେମାନେ ନିଆଁକୁ ଆୟତ୍ତ
Read More...

ପ୍ରସିଦ୍ଧ ସନ୍ତୁର ବାଦକ ଭଜନ ସୋପୋରୀଙ୍କ ପରଲୋକ

ମୁମ୍ବାଇ: ପ୍ରଖ୍ୟାତ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପୋରିଙ୍କ ପରଲୋକ ଘଟିଛି । ଜଣେ ସନ୍ତୁର ବାଦକ ସହ ସଂଗୀତ ନିର୍ଦ୍ଦେଶକ ଭାବେ ପଣ୍ଡିତ ଭଜନ ସୋପୋରି ବେଶ ଖ୍ୟାତି ଅର୍ଜନ କରିଥିଲେ । ୭୪ ବର୍ଷୀୟ ପଣ୍ଡିଜ ଭଜନ ଦୀର୍ଘଦିନ ହେଲା ଗୁରୁଗ୍ରାମ ସ୍ଥିତି ଫୋର୍ଟିସ ହସ୍ପିଟାଲରେ ଚିକିତ୍ସିତ
Read More...

ତାଲିବାନ ନେତାଙ୍କ ସହ ଭାରତର ପ୍ରଥମ ବୈଠକ

ନୂଆଦିଲ୍ଲୀ: ତାଲିବାନ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିଛି ଭାରତ । ଗତବର୍ଷ ଅଗଷ୍ଟ ୧୫ରୁ ତାଲିବାନ ଆଫଗାନରେ ଶାସନ କରୁଥିଲେ ମଧ୍ୟ ଭାରତ ସରକାର ଏହାକୁ ବିଧିବଦ୍ଧ ମାନ୍ୟତା ଦେଇ ନାହାନ୍ତି । ହେଲେ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଜେପି ସିଂହଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ
Read More...

ଆତ୍ମସର୍ମପଣ କଲେ ୫୦ ନକ୍‌ସଲ

ମାଲକାନଗିରି : ପୁଲିସ ଡିଜି ସୁନୀଲ କୁମାର ବଂଶଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୫୦ ମାଓ ମିଲିସିଆ । ଆଜି ଡିଜିପି ମାଲକାନଗିରି ଗସ୍ତରେ ଯାଇଥିଲା ବେଳେ ନକ୍ସଲମାନେ ଆତ୍ମସମର୍ପଣ କରିଥିବା ଜଣାଯାଇଛି । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ୨ ଜଣ ମହିଳା ଓ ୪୮ ଜଣ ପୁରୁଷ ଅଛନ୍ତି ।
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା : ଆଜି ଆସିବ ରାୟ

ନୂଆଦିଲ୍ଲୀ : ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗତକାଲି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ହୋଇଛି । ଅଦାଲତ ଶୁଣାଣି ଶେଷ କରିଥିଲେ ହେଁ ରାୟକୁ ସଂରକ୍ଷିତ ରଖିଛନ୍ତି । ଆଜି ରାୟ ଘୋଷଣା ହୋଇପାରେ । ଗତକାଲି ଶୁଣାଣି ବେଳେ ଉଭୟ ପକ୍ଷର ଓକିଲ ଉପସ୍ଥିତ
Read More...

ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ ସହିତ ଟାଟା ପାୱାରର ଚୁକ୍ତିନାମା ସ୍ୱାକ୍ଷରିତ

ସମ୍ବଲପୁର: ସମଗ୍ର ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ଆବଣ୍ଟନ କରୁଥିବା କମ୍ପାନୀ ଟିପିଡବ୍ଲୁଓଡିଏଲ (ଟାଟା ପାୱାର) ସହିତ ଏଠାକାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ୨ଟି ଚୁକ୍ତିନାମା ଆଜି ସ୍ୱାକ୍ଷର ହୋଇଯାଇଛି । ସ୍ଥାନୀୟ ବୁର୍ଲା ସ୍ଥିତ ଟାଟା ପାୱାର କମ୍ପାନୀର ନିଜସ୍ୱ
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ, ଥାନାରେ ମାମଲା ରୁଜୁ

ପୁରୀ : ପୁରୀ ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିର ଚାରିପାଖରେ ବେଆଇନ ନିର୍ମାଣକୁ ନେଇ ନିର୍ମାଣ କାରୀ ସଂସ୍ଥା ଟାଟା ପ୍ରୋଜେକ୍ଟ, ଓବିସିସି ଓ ପୁରୀ ଜିଲାପାଳଙ୍କ ନାମରେ ପୁରୀ ସିଂହ ଦ୍ୱାର ଥାନାରେ ଏତଲା ରୁଜୁ ହୋଇଛି । ଘଟଣାକୁ ନେଇ ତଦନ୍ତ କରି ସିଂହଦ୍ୱାର ଥାନା ପୋଲିସ
Read More...

ଓଡିଶାର ନୂତନ ମହାଲେଖାକାର ଭାବେ ଯୋଗଦେଲେ ବିଶ୍ୱନାଥ ସିଂହ ଜାଡୋନ

ଭୁବନେଶ୍ୱର : ବିଶ୍ୱନାଥ ସିଂହ ଜାଡୋନ ଓଡିଶା ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ (୨)ର ନୂତନ ମହାଲେଖାକାର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ତାମିଲନାଡୁ ଓ ପଡୁଚେରି ପ୍ରଧାନ ମହାଲେଖାକାର ଅଡିଟ କାର୍ଯ୍ୟାଳୟରେ ମହାଲେଖାକାର ଭାବେ କାର୍ଯ୍ୟ କରୁଥିଲେ । ସେ ତାପଜ
Read More...

ବିପୁଳ ପରିମାଣରେ ଦେଶୀମଦ ଜବତ, ୩ କୋର୍ଟ ଚାଲାଣ

ପୁରୀ: ପୁରୀ ଭ୍ରାମ୍ୟମାଣ ଅବକାରୀ ୟୁନିଟ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ କରାଯାଇଛି । ଅବକାରୀ ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ବାଲିନୋଲିଆସଆହି ଓ ଗୋପାଳପୁର ଭୋଇ ସାହିରେ ଏହି ଚଢାଉ କରାଯାଇଥିଲା । ଚଢାଉ କାଳରେ
Read More...